Latest Odisha News

BREAKING NEWS

Yearly Archives

2021

[ଭିଡ଼ିଓ] ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତିନି କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ: ଚାଷୀଙ୍କ ଜିଦ ଆଗରେ ନରମିଲେ କେନ୍ଦ୍ର ସରକାର । ବର୍ଷେ ଧରି ଆନ୍ଦୋଳନ ପରେ କୃଷକଙ୍କ ଦାବି ମାନିଛନ୍ତି । ଉଚ୍ଛେଦ ହେଲା ନୂଆ କୃଷି ଆଇନ । ୩ଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିଛନ୍ତି । ଆଜି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ…

[ଭିଡ଼ିଓ] ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ପାରାଦୀପ :ଐତିହାସିକ ନୌବାଣିଜ୍ୟ ପରମ୍ପରାକୁ ନେଇ ବନ୍ଦର ନଗରୀ ପାରଦୀପ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଥିଲା ।  ପାରାଦୀପ ବନ୍ଦରରେ ବହୁ ନିଡାମ୍ବର ସହକାରେ ବୋଇତ ବନ୍ଦାଣ ଓ ବନ୍ଦର ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଉତ୍କଳୀୟ ପରମ୍ପରାରା ନିଚ୍ଛକ ପ୍ରତିଛବି ସବୁ ଦେଖିବାକୁ ମିଳିଥିଲା । ସାତ…

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ଭୁୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ । ଗତକାଲି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଭିଜିଲାନ୍ସ । ଋଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର…

ଫିଲ୍ମ ‘ବବ୍ ବିଶ୍ୱାସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର୍‌ ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ବବ୍ ବିଶ୍ୱାସ'ରେ ଜଣେ ହତ୍ୟାହାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହା ସୁଜୟ ଘୋଷଙ୍କ ୨୦୧୨ ଥ୍ରୀଲର କାହାଣୀ। ଏହା ଶାଶ୍ବତ ଚାଟାର୍ଜୀଙ୍କ ଦ୍ୱାରା ଲିଖିତ। ଆଜି ନଭେମ୍ବର ୧୯ ରେ ଫିଲ୍ମ 'ବବ୍‌ ବିଶ୍ୱାସ'ର ଟ୍ରେଲର…

ବାଘ ନ ଦେଖିଲେ ବିରାଡ଼ି ଦେଖ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ନିକଟରେ ଭଉଣୀର ପୁଅର ବାହାଘର। ସୁନା ଦାମ ତ ଅକାଶଛୁଆଁ, ଭାବିଲି ନୂଆ କିଣିବା ଅପେକ୍ଷା ଘରେ ଥିବା ପୁରୁଣା ସୁନା ଅଳଙ୍କାରରୁ ଗୋଟେ ବଦଳେଇ ନୂଆ ଚେନଟିଏ କିଣିଦେଲେ ଭଲ ହେବ। ବାହାଘର ବେଳେ ମା ଦେଇଥିବା ସୀତାହାର ଯାହାକୁ ମୋ ନିଜ ବାହାଘର…

ପ୍ରଧାନମନ୍ତ୍ରୀଙ୍କ କୃଷି ବିଲ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କଡା ନିନ୍ଦା କଲେ କଙ୍ଗନା; କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଅଭିନେତ୍ରୀ କଙ୍ଗନା ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି। କୃଷି ଆଇନର ପ୍ରତ୍ୟାବର୍ତ୍ତନକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି…

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର କାର୍ତ୍ତିକ ବେଶ ସମୂହ

ଲୋପାମୁଦ୍ରା ପରିଡା  ରାଧାଦାମୋଦର ବେଶ ଆଶ୍ବିନ ଶୁକ୍ଲ ଏକାଦଶୀଠାରୁ ଯେ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ଯନ୍ତ ମହାପ୍ରଭୁଙ୍କର ଏହି ଅପୂର୍ବ ସୁନ୍ଦର ବେଶ ଲାଗି ହୋଇଥାନ୍ତି । ଏହାକୁ ଚୈତନ୍ଯ ମହାପ୍ରଭୁ ,ଗୌଡମାଧ୍ବ ବୈଷ୍ଣବ ଗୋଷ୍ଠୀ ପ୍ରବର୍ତ୍ତନ କରାଇଥିଲେ ବୋଲି କିମ୍ବଦନ୍ତୀ ରୁ…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଶୁକ୍ରବାର ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ପକ୍ଷରୁ ଆଜି ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । www. orissaresults.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ । ଯୁକ୍ତ ଦୁଇ ଅଫଲାଇନ୍…

ମା ହେବେ ନେହା? ପତି ରୋହନଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଗାୟିକା ନେହା କକ୍କଡଙ୍କ ଗର୍ଭଧାରଣକୁ ନେଇ ବହୁତ କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ, ସେ ନିଜ ବେବି ବମ୍ପ୍‌ର ଫଟୋ ସହିତ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥିଲେ। କିନ୍ତୁ ପରେ ଏହା ଏକ ଗୀତ ସୁଟିଂର ଏକ ଚରିତ୍ର ଥିଲା ବୋଲି ଜଣାପଡ଼ିଥିଲା।  ବର୍ତ୍ତମାନ ପୁଣି ଥରେ, ପ୍ରଶଂସକମାନେ…

ବାବା ବାଞ୍ଛାନିଧି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନିତ୍ୟ ମହାପାତ୍ର ତା ପୁଅ ବାହାଘର ପାଇଁ ନିଜ ପରିବାର ଓ କୁଟୁମ୍ବଙ୍କୁ ଏକାଠି କରିବାକୁ ଚାହୁଁଥିଲା। ପୁଅ ବାହାଘରରେ ସମସ୍ତେ ଏକାଠି ହୋଇ ତାକୁ ସହଯୋଗ କରନ୍ତୁ, ସେଇଆ ଆଶା ରଖିଥିଲା ସେ। ସେଥିପାଇଁ ସେ ଓ ତାର ଦୁଇ ପୁଅ ଘର ଘର ବୁଲି…