Latest Odisha News

BREAKING NEWS

Yearly Archives

2021

ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ ।  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା…

ଓଟିଟିରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ଅତ୍‌ରଙ୍ଗୀ ରେ’

ମୁମ୍ବାଇ: ଡିସେମ୍ବର ୨୪ରେ ଅକ୍ଷୟ କୁମାର, ସାରା ଅଲ୍ଲି ଖାନ ଏବଂ ଧନୁଷଙ୍କ ଅଭିନୀତ 'ଅତ୍‌ରଙ୍ଗୀ ରେ' ମୁକ୍ତିଲାଭ କରିଥିଲେ। ବାସ୍ତବରେ, ଡିସନି ପ୍ଲସ୍‌ ହଟଷ୍ଟାରରେ 'ଅତ୍‌ରଙ୍ଗୀ ରେ' ରିଲିଜ ଡେଟ୍‌ ଦିନ ସବୁ ରେକର୍ଡ ଭାଙ୍ଗିଥିଲା ଫିଲ୍ମ ଅତ୍‌ରଙ୍ଗୀ। ଏପରିକି ଏହା ଫିଲ୍ମ 'ହଙ୍ଗାମା ୨' ଏବଂ…

କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ , ଲୋକେ ହନ୍ତସନ୍ତ

ଓଟାୱା : କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ । ଶୀତଳ ତାପମାତ୍ରା ଏବଂ ଆର୍କଟିକ୍ ବାୟୁ ପଶ୍ଚିମ ପ୍ରଦେଶର ଅଧିକାଂଶ ସ୍ଥାନକୁ ପବନ ଥଣ୍ଡା ସହିତ -୫୫ ଡିଗ୍ରୀ ତଳକୁ ପାରଦ ଖସିଯିବାରେ ଲାଗିଛି । ଫଳରେ କାନାଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କାନାଡା ସହିତ ଆଲବର୍ଟା ,…

ଦେଶରେ ଆଉ ୨ ଟିକାକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରହିଛି। କୋଭିଡ-୧୯ କୁ ପରାସ୍ତ କରିବାକୁ ଏହି ଲଢେଇ ମଧ୍ୟରେ ଭାରତକୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଛି। ଦେଶରେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ସ୍ୱଳ୍ପ ଗଳ୍ପ : ଏକ ସତର୍କତାର କଳାତ୍ମକ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ସ୍ୱଳ୍ପ ଗଳ୍ପ ଭାଗ : ୧ ଯେଉଁମାନେ ଅଭିଜ୍ଞ ସେମାନେ ଜାଣନ୍ତି ଯେ ଏହି ବିଶେଷ କାମଟି ପାଇଁ ସେମାନଙ୍କୁ କେତେ ପରିମାଣରେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ଆମ ପୃଥିବୀ ସବୁକାଳ ଅଭିଜ୍ଞମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଆସିଛି । ଅଭିଜ୍ଞତାର ତ…

ମଧ୍ୟାହ୍ନ ଭୋଜନ‌ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଅତିକମରେ ୮୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ‌ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ‌ରେ ମଲା ଝିଟିପିଟି ମିଳିଥିବା ଯୋଗୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣା କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଘଟିଛି। ଏକ ସରକାରୀ ବିଦ୍ୟାଳୟରେ…

ନୂଆବର୍ଷ ପାଇଁ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି, ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି କଲା ଜିଲ୍ଲା ପ୍ରଶାସନ । ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ଏସଓପି ଜାରି କରାଯାଇଛି । ଡ଼ିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ତାରିଖ ସନ୍ଧ୍ୟା ୮ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ ନାହିଁ । କୋଭିଡ଼ କଟକଣା…

ନୀଳଗିରିରେ ଝାଡଖଣ୍ଡୀ ହାତୀପଲ

ବାଲେଶ୍ୱର:ନୀଳଗିରି ଅଞ୍ଚଳକୁ ପୁଣି ପଶିଛନ୍ତି ଝାଡ଼ଖଣ୍ଡ ହାତୀପଲ । ହାତୀପଲରେ ଅଛନ୍ତି ୩୯ଟି ହାତୀ । ମୟୂରଭଞ୍ଜ ଜିଲ୍ଲା ନଡ଼ପୁର ସଂରକ୍ଷିତ ଜଙ୍ଗଲ ଦେଇ ବୁଢ଼ାବଳଙ୍ଗ ନଦୀ ଓ ସୋନ ନଦୀ ପାର ହୋଇ ଦୁର୍ଗାଦେବୀ ଓ କାଠପାଳ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପଶିଛନ୍ତି । ଏବେ ଧାନ ଫସଲ ଅମଳ…

୨୦୨୨ରେ ଦେଶରେ ଲଞ୍ଚ୍‌ ହୋଇପାରେ ୫ଜି; ପ୍ରଥମେ ଏହି ୧୩ ସହରକୁ ମିଳିବ ୫ଜି ସେବା!

ନୂଆଦିଲ୍ଲୀ: ୨୦୨୨ ମସିହାରେ ଭାରତରେ ଲଞ୍ଚ୍‌  ହୋଇପାରେ ୫ଜି। ଏହା ଦେଶବାସୀଙ୍କ ପାଇଁ ନୂଆବର୍ଷର ସବୁଠାରୁ ‌ଶ୍ରେଷ୍ଠ ଉପହାର ହୋଇପାରେ ବୋଲି କୁହାଯାଉଛି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫ଜି ଇଣ୍ଟରନେଟ୍ ସେବାର ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ଡିସେମ୍ବର ୩୧, ୨୦୨୧…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ ଗ୍ରାଫ୍ । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ୨ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ମହିଳା ରହିଛନ୍ତି। ମହିଳା ଜଣଙ୍କ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟେସନ୍…