Latest Odisha News

BREAKING NEWS

Yearly Archives

2021

ଆଜି ଭାରତ ଓ ଚୀନ WMCC ବୈଠକ

ଦିଲ୍ଲୀ: ଆଜି ଭାରତ ଓ ଚୀନ ୱାର୍କିଂ ମେକାନିଜିନ୍ ଫର କନସଲଟେସନ୍ ଆଣ୍ଡ ମେକାନିଜିମ୍ର ବା ଡ଼ବ୍ଲୁଏମସିସି ବୈଠକ ହେବ । ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ପ୍ରତିନିଧିତ୍ୱ କରିବେ ବରିଷ୍ଠ କୁଟନୀତିଜ୍ଞ ନବୀନ ଶ୍ରୀବାସ୍ତବ । ଏଥିରେ ସେନା ଅଧିକାରୀ, ଭାରତ ତିବତ ସୀମା ପୋଲିସ, ପ୍ରତିରକ୍ଷା ଓ…

ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ । ରାତି ୩ଟାରେ ଗଜଭୋଗ ଉଠିଥିଲା । ଏଥିପାଇଁ ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ମଙ୍ଗଳଆଳତୀ ପରେ ମହାନଦୀରୁ ୧୦୮ ସୁବାସିତ ଜଳରେ…

ପଞ୍ଚୁକର ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ପୁରୀ: ପବିତ୍ର କାର୍ତ୍ତିକମାସ ଶୁଳ୍କପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି । ପଞ୍ଚୁକରେ ବିଭିନ୍ନ ବେଶ ଧାରଣ କରୁଛନ୍ତି ମହାପ୍ରଭୁ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଜମୁଛି । ପଞ୍ଚୁକ ଚତୁର୍ଥ ଦିନରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ…

+୨ ତୃତୀୟ ପର୍ଯ୍ୟାୟ ନାମଲେଖା, ଆଜିଠୁ ଅଫଲାଇନ୍ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ଖାଲିଥିବା ସିଟ୍‌ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ । ଆଜି ସକାଳ…

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଷ୍ଣୁଚରଣ ରାଉତ

ଭୁବନେଶ୍ୱର:ପରଲୋକରେ ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତ । ଗତକାଲି ରାତିରେ ଭୁବନେଶ୍ୱର ଲୁଇସ୍ ରୋଡ୍ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଷ୍ଣୁଚରଣ ରାଉତ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । କିଛି ଦିନ ହେବ ସେ ବାର୍ଦ୍ଧକ୍ୟ…

ଭ୍ରଷ୍ଟ ବ୍ୟବସ୍ଥାର ସରଳ ଗାନ୍ଧୀ ଉପଚାର

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବସୁଧୈବ କୁଟମ୍ବୁ କମ୍‍, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ ଆଦି ଉଦଘୋଷଣା କରିଆସୁଥିବା ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଭାରତ ବର୍ଷ ଏବେ କେଉଁଠି? ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଭିତରେ ରାସ୍ତାଘାଟଠାରୁ ଆରମ୍ଭ କରି ଗାଡି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୧  ନୂଆ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗଦେଉଥିଲି। ବଦଳୁଥିଲା ଆମ ଗାଁର ଭୂଗୋଳ ଓ ଭାଗ୍ୟ। ନାଗଲୁ, ସୌରୀ, ରତିଆ, ପଦୁଅଁ, କାଳୀଇତ୍ୟାଦିଙ୍କୁ ନେଇ ମୋ' ପରିବାର ପୁଷ୍ଟ ହେଉଥିଲା।ପୁରୁଖା…

ପିଡିପି ସଭାପତି ମେହବୁବା ଗୃହବନ୍ଦୀ

ଶ୍ରୀନଗର: ପିଡିପି ସଭାପତି ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି । ସୁରକ୍ଷାକର୍ମୀମାନେ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକଙ୍କୁ ମାରୁଛନ୍ତି କହିବା ସହ ମେହବୁବା ଶବ ହସ୍ତାନ୍ତର ନେଇ ଦାବୀ କରି ଉତେଜନା ସୃଷ୍ଟି କରୁଥିଲେ । ଅପର…

ଆଇପିଏସ ସ୍ତରରେ ଅଦଳବଦଳ : ବିନୟାନନ୍ଦ ଗୃହ ବିଭାଗର ଓଏସ୍‍ଡି, ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୋଲିସ୍‍ ଦାୟିତ୍ବ

ଭୁବନେଶ୍ବର : ଆଇପିଏସ୍‍ ସ୍ତରରେ ଅଦଳବଦଳ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୫ ଆଇପିଏସ ଅଫିସରଙ୍କ ପଦବୀରେ ଅଦଳ ବଦଳ ହୋଇଛି । ୧୯୮୮ ବ୍ୟାଚ୍ ଆଇପିଏସ୍ ରାଜ୍ୟ ମାନବାଧିକାର କମିଶନ ଅତିରିକ୍ତ ଡିଜିପି ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ଅଧିକାରୀ ଭାବରେ ଦାୟିତ୍ବ ପ୍ରଦାନ…

ନୁସରତ-ନିଖିଳଙ୍କ ବିବାହ ଅବୈଧ: କୋଲକାତା କୋର୍ଟ

କୋଲକାତା: ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ଓ ବ୍ୟବସାୟୀ ନିଖିଳ ଜୈନଙ୍କ ବିବାହକୁ ଆଜି କୋଲକାତା କୋର୍ଟ ଅବୈଧ ଘୋଷଣା କରିଛି । ନୁସରତ ଓ ନିଖିଳ ୨୦୧୯ରେ ତୁର୍କୀରେ ବିବାହ କରିଥିଲେ । ନିଖିଳ ଜୈନ ହିନ୍ଦୁ ଓ ନୁସରତ ମୁସଲମାନ ହୋଇଥିବା ବେଳେ ସେମାନେ କିନ୍ତୁ ବିବାହ ପଂଜିକରଣ କରି…