Latest Odisha News

BREAKING NEWS

Yearly Archives

2021

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଉମେଶ ସ୍ୱାଇଁଙ୍କ ବିୟୋଗରେ ରାଜନୈତିକ ମହଲରେ…

ବ୍ୟଙ୍ଗ : ପାହାରର ଇତିବୃତ୍ତ

ଯାହା ହେଉ ଫେସବୁକରେ ଲେଖିବା ଦ୍ୱାରା ଅନେକ କିଛି ପାଇଛି ତା ଭିତରୁ ପ୍ରମୁଖ ହେଲା ଅନେକ ସ୍ନେହୀ ବନ୍ଧୁ ଓ କିଛି ଉପାଧି ବା ଉପନାମ । ଅନେକ ସମୟରେ ଲେଖାଟିଏ ପୋଷ୍ଟ କରିସାରିବାର ଅଳ୍ପ ସମୟ ପରେ କିଛି ସ୍ନେହୀ ନାଗୁଆ ଗରାଖ(ନିୟମିତ ପାଠକ)ଙ୍କ ଠାରୁ ଭଲ ଭଲ କମେଣ୍ଟ ସବୁ ମେସେଞ୍ଜର କିମ୍ବା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୦ ଏକା ସହିତ ସମସ୍ତେ ରୋଗୀ ହୋଇଗଲେ ଦୁନିଆ ଚଳିବ କିପରି ...ହୁଁ । ବୟସ ହେଲା,ଦେହ ପା' ହବ। ଏତେ ଭାବିଲେ ହବକି ...ଥରଥରକରି ମନ୍ତ୍ର ପଢଉଛନ୍ତି। ଶୁଣିବିନି କହିଲେ ବି ଶୁଣଉଛନ୍ତି। ମୋ' ସହିତ ତାଙ୍କ ଦେଖା ... ସେଦିନ…

ଉନ୍ମୋଚିତ ହେବ ସୂର୍ଯ୍ୟମଣି ମିଶ୍ରଙ୍କ ‘କ୍ଷମତାର ଚରିତ୍ର’

ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ଆସନ୍ତା ୨୦ ନଭେମ୍ବରରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ "କ୍ଷମତାର ଚରିତ୍ର" ଉନ୍ମୋଚିତ ହେବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ…

ଗଳ୍ପ : ବାବାଙ୍କୁ ଚିଠି

ସୁଷମା ପରିଜା  ବାବା ! ତୁମେ ଆମକୁ ଛାଡି ଯିବାର ଆଜିକୁ ତେତିଶି ବର୍ଷ ପୁରିଲା। ଚାଳିଶି ବର୍ଷ କଟକରେ ରହିବା ଭିତରେ ଗାଆଁକୁ ଫେରିବିନି କହୁଥିବା ସେଇ ଦୃଢମଣିଷଟି ତୁମେ ପରିସ୍ଥିତିରେ ପଡି ଊଣେଇଶହ ଛୟାଅଶି ଡିସେମ୍ବର ମାସରେ କଟକ ଛାଡି ଗାଆଁକୁ ଯିବାକୁ ଏକା ଜିଦ୍ ଧରିଥିଲ। ଗାଆଁରେ ଯାଇ…

ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଅସୁସ୍ଥ । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବରର ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ପୂର୍ବରୁ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ, ହଠାତ୍ ତଳେ ପଡ଼ି ଯାଇଥିଲେ । ଫଳରେ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତର ଦ୍ବାରା…

ଏମ୍‌ସ ଭୁବନେଶ୍ବର ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା

ଭୁ‌‌ବନେଶ୍ବର : ଏମ୍‌ସ ଭୁବନେଶ୍ବର‌ର ସଫଳତାରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । ଡାକ୍ତରୀ ଶିକ୍ଷା ତଥା ଗ‌ବେଷଣା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଥିବା ଭୁ‌ବନେଶ୍ବର ଏମ୍‌ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌…

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍‌ ହସପିଟାଲରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର ଓ ଚିକିତ୍ସା ଫଳରେ ନୂଆ ଜୀବନ ପାଇଛନ୍ତି ଜଣେ ଯୁବକ । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର ଯୋଗୁଁ ସୁସ୍ଥ ହୋଇଛନ୍ତି ଜଣେ…

ପୁନୀତ ରାଜକୁମାର ହେବେ ୧୦ମ କର୍ଣ୍ଣାଟକ ରତ୍ନ

ବାଙ୍ଗାଲୋର: କର୍ଣ୍ଣାଟକ ସରକାର ମଙ୍ଗଳବାର ପୁନୀତ ରାଜକୁମାରଙ୍କୁ ମରୋଣତର କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ସେ ୧୦ମ ନାଗରିକ ଭାବେ ଏହି ସମ୍ମାନର ଅଧିକାରୀ ହେବେ । ଶେଷ ଥର ପାଇଁ ୨୦୦୯ରେ ବୀରେନ୍ଦ୍ର ହେଗଡେଙ୍କୁ ସମାଜସେବା ପାଇଁ ଏହି ସମ୍ମାନ…

ଉଗାଣ୍ଡାରେ ଆତ୍ମଘାତୀ ବିସ୍ଫୋରଣ: ପ୍ରମୋଦ ଏବଂ ଭାରତୀୟ ପାରା ବ୍ୟାଡମିଂଟନ ଟିମ ସୁରକ୍ଷିତ

ନୂଆଦିଲ୍ଲୀ: ଉଗାଣ୍ଡାର କାମ୍ପାଲାରେ ଆଜି ଆତ୍ମଘାତୀ ବିସ୍ଫୋରଣ ଯୋଗୁ ସମ୍ପୂର୍ଣ୍ଣ ସହର ଥରି ଉଠିଛି । ଏଥିରେ ୩ ନାଗରିକ ମୃତ୍ୟୁବରଣ କରିଛନ୍ତି । ଯେଉଁଠାରେ ଏହି ବିସ୍ଫୋରଣ ଘଟିଲା ଏହାର ୧୦୦ ମିଟର ଦୂରତାରେ ଥିବା ହୋଟେଲରେ ଭାରତୀୟ ପାରା ବ୍ୟାଡମିଂଟନ ଖେଳାଳି ରହୁଥିଲେ । ସେମାନେ ସମସ୍ତେ…