Latest Odisha News

BREAKING NEWS

Yearly Archives

2021

ମନ୍ଦିରରେ ନଡ଼ିଆକୁ କିପରି ଭାଙ୍ଗିବେ, ଆରତୀ କିପରି କରିବେ; ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ; ଏସ୍‌ସି

ନୂଆଦିଲ୍ଲୀ: ମନ୍ଦିରର ଦୈନନ୍ଦିନ ରୀତିନୀତି କିଛି ଏଭଳି ଜିନିଷ ନୁହେଁ ଯେଉଁଥିରେ ସାମ୍ବିଧାନିକ ଅଦାଲତ ସହିତ ଜଡିତ ହେବ। ଆଜି ତିରୁପତି ନିକଟସ୍ଥ ପ୍ରଭୁ ଭେଙ୍କଟେଶ୍ବର ପ୍ରସିଦ୍ଧ ପାହାଡ ମନ୍ଦିରରେ ପୂଜାପାଠରେ ଅନିୟମିତତା ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା…

ୟୁପିରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସୱେ । ଉତ୍ତରପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିଛନ୍ତି । ୩୪୦ କିଲୋମିଟର ଲମ୍ବାର ଏକ୍ସପ୍ରେୱେର ବିଶେଷତ୍ୱ କେବଳ ଏହା ନୁହେଁ ଯେ ଏହା ବାରବାଙ୍କୀ,ଅମେଠି…

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ପୋଲିସର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ସଦର ପୋଲିସ ଚଢ଼ାଉ କରି ପଣ୍ଡ କରିଛି । ଜାତୀୟ ରାଜପଥ ୨୬ର ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଛି । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପରଭେଜ ଓ ବିରେନ୍ଦ୍ର ସିଂ । ପୋଲିସ ସୂଚନା…

ପ୍ରସବ ସମୟରେ ପ୍ରାଣ ହରାଇଲେ ନର୍ସ; ୫୦୦୦ ମହିଳାଙ୍କ ପ୍ରସବରେ କରିଥିଲେ ସାହାଯ୍ୟ

ଔରଙ୍ଗାବାଦ: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ପ୍ରସବ ସମୟରେ ଜଣେ ୩୮ ବର୍ଷ ବୟସ୍କା ନର୍ସଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ନର୍ସ ପ୍ରାୟ ୫୦୦୦ ମହିଳାଙ୍କର ପ୍ରସବ କରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ନିଜ ସନ୍ତାନକୁ ଜନ୍ମ ଦେବା ପରେ ଜଟିଳତା ହେତୁ…

ମମିତା ମେହେର ହତ୍ୟା ମାମଲା: ପୋଲିସ୍‌ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ପ୍ରତିବାଦ କରି ଡିଜିଙ୍କ ଭୁବନେଶ୍ୱର…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଏଥର ୭ଟି ଗ୍ରାମ ପଞ୍ଚାୟତରେ ହେବନି ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ପ୍ରସ୍ତୁତି । ଏଥର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ ।୨୦୧୭ରେ ୬ ହଜାର ୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା ।ଏଥର ୭ ଟି ପଞ୍ଚାୟତ ଏନଏସସିରେ ମିଶିଛିା ତେଣୁ ସେସବୁ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ବାଲେଶ୍ୱର…

ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ମଙ୍ଗଳବାର ଦିନ କୋରାପୁଟ, ରାୟାଗଡା, ଗଜପତି ଏବଂ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ଓଡିଶାର କିଛି ସ୍ଥାନ ଏବଂ ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା…

କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ । ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି । ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେ‌ଷ ପରିବର୍ତ୍ତନର ସମ୍ଭାବନା ନାହିଁ।…

ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ଦେଶ ହେଲା ଚୀନ

ଚୀନ୍ : ବିଶ୍ୱର ସବୁଠାରୁ ଧନୀ ଦେଶ ହେଲା ଚୀନ । ଶକ୍ତିଶାଳୀ ରାଷ୍ଟ୍ରଭାବେ ପରିଚିତ ଆମେରିକା ବର୍ତ୍ତମାନ ସବୁ କ୍ଷେତ୍ରରେ ପଛରେ ପଡିବାରେ ଲାଗିଛି ।ଏଥର ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠାର ଧନୀ ଦେଶର ଆଖ୍ୟା ଅର୍ଜନ କରିଛି ଚୀନ୍ ।ବିଗତ ୨୦ ବର୍ଷ ଭିତରେ ଚୀନର ଧନ ସମ୍ପତି ପ୍ରାୟ ୩ ଗୁଣା…

[ଭିଡ଼ିଓ] ମହାପ୍ରଭୁଙ୍କ ପାଇଁ ପଦ୍ମ ତୁଳସୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ । ବର୍ଷକୁ ଥରେ ହେଉ ପଛେ ଦର୍ଶନ କରିବାକୁ ଦଉଡି ଆସିଥାଏ ଭକ୍ତଟିଏ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଶ୍ରୀକ୍ଷେତ୍ରରେ । ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ କିଛି ଶ୍ରଦ୍ଧାଳୁ ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥିଲେ ।…