୪ରେ ମୁକ୍ତିଲାଭ କରିବ ଫିଲ୍ମ ‘ବଧାଇ ଦୋ’
ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୁମି ପେଡନେକର ପ୍ରଥମ ଥର ପାଇଁ ଏକାଠି 'ବଧାଇ ଦୋ' ନଜର ଆସିବେ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଫେବୃଆରୀ ୪, ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। 'ବଧାଇ ଦୋ' ହେଉଛି ଜାତୀୟ ପୁରସ୍କାର…