Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରୁ ୧୦ ଦିନରେ ୩୪୮୮ ଫେରାର୍ ଆସାମୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୧୦ ଦିନରେ ସ୍ୱତନ୍ତ୍ର ଅଭିଯାନରେ ଗିରଫ ହୋଇଛନ୍ତି ୩ହଜାର ୪୮୮ ଫେରାର ଆସାମୀ । ଗତ ୫ ତାରିଖରୁ ୧୪ ତାରିଖ ଯାଏ ଓଡ଼ିଶା ପୋଲିସ୍ ଏହି ଅଭିଯାନ ଚଳାଇଥିଲା । ଓଡ଼ିଶା ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନରେ ବାଲେଶ୍ୱରର ସର୍ବାଧିକ ୫୯୨ ଫେରାର ଆସାମୀ…

ବର୍ଷକୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଉଛି ପ୍ରଦୂଷଣ; ୟୁରୋପ

ନୂଆଦିଲ୍ଲୀ: ସମଗ୍ର ୟୁରୋପରେ ବାୟୁ ପ୍ରଦୂଷଣ ଯୋଗୁଁ ଅକାଳ ମୃତ୍ୟୁ ସଂଖ୍ୟା ହ୍ରାସ ୧୦% ପାଇଛି। ତଥାପି  ପ୍ରଦୂଷଣ ଯୋଗୁ ବର୍ଷକୁ ପ୍ରାୟ ୩,୦୭,୦୦୦ ମୃତ୍ୟୁ ହେଉଥିବା ୟୁରୋପୀୟ ପରିବେଶ ଏଜେନ୍ସି କହିଛି। ୧୯୯୦ ଦଶକର ପ୍ରାରମ୍ଭରେ, ରିପୋର୍ଟ ଅନୁଯାୟୀ ୨୭ ଟି ୟୁରୋପୀୟ ଦେଶରେ ପ୍ରାୟ ଏକ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବେ ଭକ୍ତ

ପୁରୀ: କାର୍ତ୍ତିକ ମାସର ପବିତ୍ର ପଞ୍ଚୁକର ଆଜି ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବେ ଭକ୍ତ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡ଼ୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ…

ଟିକା ନେଇନଥିବା ଲୋକଙ୍କ ପାଇଁ ଲାଗୁ ହେବ ଲକ୍‌ଡାଉନ

ନୂଆଦିଲ୍ଲୀ: ଏଯାଏ କରୋନା ଟିକା ନେଇନଥିବା ଲୋକଙ୍କ ଉପରେ ଲାଗୁ ହେବ ଲକ୍‌ଡାଉନ୍‌। ଏମିତି ଏକ ନୂଆ ନିୟମ ଲାଗୁ ହୋଇଛି ଅଷ୍ଟ୍ରିଆରେ। ଯେଉଁମାନେ କରୋନା ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବ। ଶୀତଋତୁର ଆଗମନ ଯୋଗୁ ୟୁରୋପରେ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି।…

ଦିନକ ପରେ ପୁଣି ବଢିଛି ପ୍ରଦୂଷଣ ସ୍ତର; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ସୋମବାର ସକାଳେ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଆସିବା ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣି ଖରାପ ହେବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ AQI ନଭେମ୍ବର ୧୬, ମଙ୍ଗଳବାର ସକାଳ ୮ ଟାରେ ୩୮୯ ରେ ପହଞ୍ଚିଛି। ଏହା…

ଶାହରୁଖଙ୍କ ମ୍ୟାନେଜର ପୁଜାଙ୍କୁ ପୋଲିସର ସମନ ଜାରି

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ୟନ୍‌ ଖାନ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ସମନ ଜାରି କରିଛି। ଅଭିନେତା ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନିଙ୍କୁ ଦ୍ୱିତୀୟ ଡାକରା ଦିଆଯାଇଥିଲା ଯେଉଁଥିରେ ସେ…

ଆଜି ବି ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିଣାମ…

ନନ୍ଦନକାନନରେ ଆଜିଠୁ ପୁଣି ଗଡ଼ିବ ଟୟ ଟ୍ରେନ୍

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ୍ । ସକାଳ ୧୦ଟାରୁ ଆରମ୍ଭ ହେବ ଟୟ ଟ୍ରେନ୍ ଚଳାଚଳ । ପ୍ରତି ଘଣ୍ଟାଏ ବ୍ୟବଧାନରେ ଟ୍ରେନ୍ ଚାଲିବ । ଏଣିକି ୧୩ ରାଉଣ୍ଡ ପରିବର୍ତ୍ତେ ଦିନରେ ୬ ରାଉଣ୍ଡ ବୁଲିବ ଟୟ ଟ୍ରେନ୍ । ସକାଳ ୧୦ଟା, ୧୧ଟା, ମଧ୍ୟାହ୍ନ ୧୨ଟା, ଦିନ ୧ଟା, ୨ଟା, ୩ଟା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୯ ମୋ' ପରିଶ୍ରମ ସାର୍ଥକ ହେଉଥିଲା। ଆଃ ,ମନଖୁସି। ବରଗଛ ମୂଳରୁ ଆସିଥିବା ସନିଆ, ମୁଗୁନିଙ୍କୁ ଟ୍ରେନିଂ ପରେ ବାଉଁଶରେ ଘରସଜା ଜିନିଷଠାରୁ ନାନାଦି ଘର ଉପକରଣ ବନେଇ ପ୍ରଦର୍ଶିତ କରାଯାଇଥିଲା। ଅସମ୍ଭବ ଭାବରେ ଲୋକପ୍ରିୟତା…

ବାବାଜୀ ସତ୍ୟାନନ୍ଦ ଦାସ ପାଇଲେ କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ

ଭୁବନେଶ୍ୱର : କଳା ମଣିମା ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ, ସ୍ଥାନୀୟ ରାଧା ବଲ୍ଲଭ ମଠ ପରିସରରେ "କଳା ମଣିମା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ "କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ" ସଂଯୁକ୍ତା ରାଉତଙ୍କୁ ନିଷ୍ଠାପର ସେବା ପାଇଁ ,…