Latest Odisha News

BREAKING NEWS

Yearly Archives

2021

ହାପି ବର୍ଥ ଡେ’ ଜୁହି ଚାୱଲା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ଜୁହି ଚାୱଲାଙ୍କ ବର୍ଥ ଡେ'। ବଲିଉଡର ଫେମସ ଆକ୍ଟ୍ରିସ ଜୁହି ଆଜି ୫୪ ବୟସରେ ପାଦ ଥାପିଛନ୍ତି । ଏନେଇ ବଲିଉଡ୍ ଜଗତରୁ ଜୁହିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ଜୁହି ତାଙ୍କ ବାର୍ଥ ଡେ ସ୍ପେଶାଲ ୱେରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। ଜୁହି ୧୩…

ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହେଲେ ହିଜବୁଲ ମୁଜାହିଦ୍ଦିନର ୩ ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ହିଜବୁଲ ମାଜାହିଦ୍ଦିନର ୩ ଆତଙ୍କବାଦୀ । ଆତ୍ମଘାତୀ ଆକ୍ରମଣ ଷଡଯନ୍ତ୍ରରେ ଏହି ଆତଙ୍କର ଥିଲେ । ଗୁରୁବାର ରାତିରୁ ଏହି ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଆତଙ୍କବାଦୀମାନଙ୍କୁ ଆତ୍ମ…

ବରୁଣଙ୍କୁ ଡେଟ୍‌ କରୁଛନ୍ତି କରିସ୍ମା!

ନୂଆଦିଲ୍ଲୀ: ନାଗିନ୍, ବିଗ୍ ବସ୍ ଏବଂ ଖତ୍ରୋକେ କେ ଖିଲାଡି ସହିତ ଅନେକ ହିଟ୍ ସୋ ଏବଂ ମୁଭିରେ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି  ଲୋକପ୍ରିୟ ଟିଭି ଅଭିନେତ୍ରୀ କରିସ୍ମା ତନ୍ନା।  ତେବେ ଚର୍ଚ୍ଚା ଜୋର୍‌ ଧରିଛି ଯେ କରିସ୍ମା କାଳେ ବରୁଣ ବଙ୍ଗେରାଙ୍କୁ…

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ କ’ଣ କହିଲେ ସିଜେଆଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 'ଗୁରୁତର' ବର୍ଗରେ ରହିଥିବାରୁ ଶନିବାର ଭାରତର ପ୍ରଧାନ ବିଚାରପତି କେନ୍ଦ୍ରକୁ କହିଛନ୍ତି ଯେ ବାୟୁ ପ୍ରଦୂଷଣ ଏକ ଗୁରୁତର ପରିସ୍ଥିତିରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସମ୍ପର୍କରେ ଏକ ଆବେଦନ…

ଭାରତରୁ ଆଫଗାନିସ୍ତାନକୁ ଗହମ ପରିବହନ ପାଇଁ ଅନୁମତି ଦେଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ପାକିସ୍ତାନ ଦେଇ ଭାରତରୁ ଗହମ ପରିବହନ ପାଇଁ ଅନୁମତି ଦେଇପାରେ। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସହିତ କଥାବାର୍ତ୍ତା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ମତ…

ସଲମାନ ଖୂର୍ଶୀଦଙ୍କ ନୂଆ ପୁସ୍ତକକୁ ନେଇ ବଢୁଛି ବିବାଦ; ଅନେକ ସହରରେ ମାମଲା ରୁଜୁ

ନୂଆଦିଲଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୂର୍ଶୀଦଙ୍କର ନିକଟରେ ପ୍ରକାଶିତ ପୁସ୍ତକକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପୁସ୍ତକ ସମ୍ପର୍କରେ ଜୟପୁର କୋଟୱାଲୀ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଓକିଲ ଭରତ ଶର୍ମା ତାଙ୍କ ଅଭିଯୋଗରେ କହିଛନ୍ତି ଯେ…

ହାତୀ ଭାଙ୍ଗିଦେଲା ଘର କାନ୍ଥ, ୭ ବର୍ଷର ଶିଶୁ ମୃତ

କାମାକ୍ଷାନଗର: ହାତୀ ଭାଙ୍ଗି ଦେଲା ଘର କାନ୍ଥ । ଶୋଇଥିବା ବେଳେ କାନ୍ଥ ପଡ଼ି ଜଣେ ୭ ବର୍ଷ ଶିଶୁର ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନର ଝାଟିକିପଶି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଗାଁର ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହନ୍ତ ।…

୧ ମିନିଟ୍ ବିଳମ୍ବ ପାଇଁ ୩୬ ଟଙ୍କା ଜୋରିମାନା ବଦଳରେ କମ୍ପାନୀ ଉପରେ ୧୪ ଲକ୍ଷର ମକଦ୍ଦମା

ଟୋକିଓ: ୧ ମିନିଟ ବିଳମ୍ବ ପାଇଁ ଜାପାନର ଟ୍ରେନ୍ ଡ୍ରାଇଭରଙ୍କ ଉପରେ କମ୍ପାନୀ ଲଗାଇଥିଲା ୩୬ ଟଙ୍କା ଜୋରିମାନା। ବଦଳରେ ଚାଳକ ୨୨ ଲକ୍ଷ ୟେନ୍ କିମ୍ବା ପ୍ରାୟ ୧୪ ଲକ୍ଷ ଟଙ୍କାର କମ୍ପାନୀ ଉପରେ ମକଦ୍ଦମା ଦାୟର କରିଛନ୍ତି। ଏହି ଡ୍ରାଇଭରଙ୍କ ଯୋଗୁଁ ଟ୍ରେନ୍ ଏକ ମିନିଟ୍ ବିଳମ୍ବ ହୋଇଥିଲା।…

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବରଗଡ଼: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଯାଉଥିବା ବେଳେ ଅଣ୍ଡାମାଡ଼ ହୋଇଛି । ଆଜି ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ…

ଗତବର୍ଷ ଦୁବାଇରେ ପାଳିଥିଲେ ବାର୍ଥ ଡେ; ଏଥର ଏନ୍‌ସିବି ଅଫିସ୍‌ରେ କଟିଲା ଦିନ

ମୁମ୍ବାଇ: ଗତକାଲି ମୁମ୍ବାଇ କ୍ରୁଜ୍ ପାର୍ଟି ଡ୍ରଗ୍ ମାମଲାରେ ଫସି ରହିଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଜନ୍ମଦିନ ଥିଲା। କିନ୍ତୁ ଏଥର ଆର୍ଯ୍ୟନ୍ ଖାନ୍ ତାଙ୍କ ଜନ୍ମଦିନକୁ ସଠିକ୍ ଭାବରେ ପାଳନ କରିପାରିଲେ ନାହିଁ। ଗତ ବର୍ଷ, ଯେଉଁଠାରେ ଆର୍ଯ୍ୟନ୍ ଦୁବାଇରେ…