ଓକାକ୍ ସିଇଓଙ୍କ ହ୍ବାଟସଆପ୍ ହ୍ୟାକ୍ ଘଟଣା : ସାଇବର ଠକର ବେଙ୍ଗାଳୁରୁ ଲିଙ୍କ
ଭୁବନେଶ୍ବର : ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ସିଇଓଙ୍କ ହ୍ବାଟସଆପ୍ ହ୍ୟାକ୍ ଘଟଣାରେ ତନାଘନା । ହ୍ବାଟ୍ସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଲୁଟ୍ କରିଥିବା ସାଇବର ଠକ ବେଙ୍ଗାଳୁରୁର ବୋଲି ଜଣାପଡିଛି । ଗୋଟିଏ ପରେ ଗୋଟିଏ ଏମିତି ୩ଟି ଆକାଉଣ୍ଟରୁ ଟଙ୍କା ଯାଇଛି । ଏହି ସାଇବର…