Latest Odisha News

BREAKING NEWS

Yearly Archives

2021

[ଭିଡ଼ିଓ] ସହଯୋଗ ଅପେକ୍ଷାରେ ଅସହାୟ ବାସନ୍ତୀ

ସୋଗର : ସହଯୋଗ ଅପେକ୍ଷାରେ ଅସହାୟ ବୃଦ୍ଧ ମହିଳା । ଅଣ୍ଟା ଭାଙ୍ଗି ପଡ଼ିବା ଯୋଗୁ ଶଯ୍ୟାଶାୟୀ ହୋଇପଡିଛନ୍ତି । ଅଭାବ ଅନଟନ ଭିତରେ ଜୀବନ ଜୀଉଁଥିବା ବେଳେ କିଛି ସାହାଯ୍ୟ ସହଯୋଗ ଅପେକ୍ଷାରେ ରହିଛନ୍ତି । ଅସହାୟ ହୋଇ ପଡ଼ିଛି ବୃଦ୍ଧା ମା’। ଅଭାବ ଅନଟନ ଭିତରେ ପରିବାର ଚଳୁଥିବା ବେଳେ ଏବେ…

ବାଚସ୍ପତିଙ୍କ ସହ ବିଶ୍ବବିଦ୍ୟାଳୟ ପ୍ରତିନିଧିଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ବର : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ହାଇଦ୍ରାବାଦ କୋନେରୁ ଲକ୍ଷ୍ମୀୟ ବିଶ୍ବବିଦ୍ୟାଳୟର ପ୍ରତିନିଧି ଦଳ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତି ଦେବା ପ୍ରସଙ୍ଗରେ…

ଟି୨୦ ବିଶ୍ୱକପ ଫାଇନାଲ: ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ ଇରାସମସ, କେଟଲବର୍ଗ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଜି ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ସେହିପରି ଭାରତର ନୀତିନ ମେନନ ଟିଭି ଅମ୍ପାୟର ହେବ । ରବିବାର…

ଆଗାମୀ ଦୁଇଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ରାୟଗଡ଼ା,ନୟାଗଡ଼,ପୁରୀ,ଖୋର୍ଦ୍ଧା,ଝାରସୁଗୁଡା କେନ୍ଦ୍ରାପଡ଼ା ରହିଛି। ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇଁ ପାଣିପାଗ ବିଭାଗ…

୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ରାୟଗଡ଼ା ପଦ୍ମପୁର ପୋଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସକୁ ସଫଳତା । ଚୋରା ଚାଲାଣ ବେଳେ ୬ କ୍ବିଣ୍ଟାଲ ୪୦ କୋଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଅଧିକ ହେବ । କେନ୍ଦୁଗୁଡା ଫାଣ୍ଡି ସିମିରି…

ନିଶା ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ କୋଚ ପୱନ ଗିରଫ

ଚଣ୍ଡୀଗଡ: ହରିୟାଣାର ଯୁବ ପହଲିୱାନ ନିଶା ଦାହିୟା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୋଚ ପୱନ ବରାକ ଓ ତାଙ୍କ ସାଥୀ ସଚିନ ଦହିୟାଙ୍କୁ ଦିଲ୍ଲୀରେ ପୋଲିସ ଗିରଫ କରି ନେଇଛି । ଏମାନଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ସୋନପତ ଜିଲାର ହଲାଲପୁର ଗ୍ରାମରେ ଥିବା ଏକାଡେମୀରେ ୨୦…

ବାରବାଟୀରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡ

କଟକ : ବାରବାଟୀରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ କାରାଦଣ୍ଡ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ବତନ୍ତ୍ର ପକ୍ସୋ ଅଦାଲତ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅର୍ଥ ଅନାଦେୟ…

କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓ ପତ୍ନୀ ଗିରଫ

ରାଞ୍ଚି : କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦାଙ୍କୁ ଗିରଫ କରିଛି ଝାଡଖଣ୍ଡ ପୋଲିସ । ପ୍ରଶାନ୍ତ ସହ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କୁ ମଧ୍ୟ ଗିରଫ କରାଯାଇଛି । ୭୫ ବର୍ଷୀୟ ମାଓନେତା ପ୍ରଶାନ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା…

ପାକିସ୍ତାନକୁ ସମର୍ଥନ କରି ଟ୍ରୋଲ ହେଲେ ସାନିଆ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ପାକିସ୍ତାନ ବାଦ୍ ପଡିଛି । ତେବେ ଏହି ମ୍ୟାଚରେ ପାକିସ୍ତାନକୁ ସମର୍ଥନ କରି ଅଡୁଆରେ ପଡିଛନ୍ତି ସାନିଆ ମିର୍ଜା । ସୋସିଆଲ ସାଇଟରେ ସାନିଆଙ୍କୁ ବିଶ୍ୱାସଘାତକ, ନମକହାରାମ, ଗଦ୍ଦାର ଶବ୍ଦ ବ୍ୟବହାର କରାଯାଇ ଟ୍ରୋଲ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଭଦ୍ରକ ଟାଉନ ପୋଲିସ, ୮ ଯୁବକ ଗିରଫ

ଭଦ୍ରକ : ଚେକିଂ ବେଳେ ଖୋଲିଲା ଗଞ୍ଜେଇ ଚୋରା ଚାଲାଣ କରୁଥିବା ରାକେଟର ଗୁମର । ଗଞ୍ଜେଇ ଚାଲାଣ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ୍ ପୋଲିସ । ଚେକିଂ ବେଳେ ଜବତ ହୋଇଛି ୪୫ କିଲୋ ଗଞ୍ଜେଇ ସହ ମାରଣାସ୍ତ୍ର, ୮ଟି ମୋବାଇଲ, ୧୦ ହଜାର ଟଙ୍କା ଓ କାର ସହ ଗୋଟିଏ ଆମ୍ବୁଲାନ୍ସ ।…