Latest Odisha News

BREAKING NEWS

Yearly Archives

2021

ଜୁନିଅର ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା: ସ୍ଥାନ ପାଇଲେ ୩ ଓଡିଆ ଖେଳାଳୀ

ଭୁବନେଶ୍ୱର : ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଦଳର ତାଲିକା ଘୋଷଣା କରାଯାଇଛି । ପୁରୁଷ ଜୁନିଅର ହକି ବିଶ୍ୱକପ ପାଇଁ ଏଫଆଇଏଚ ମୋଟ୍ ୧୮ ଜଣ ଖେଳାଳୀଙ୍କ ନାଁ ଘୋଷଣା କରିଛି । ଏଥିରେ ୩ ଜଣ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି। ଓଡ଼ିଶାର…

ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଆଦିପୁରଷ ଫିଲ୍ମର ଶେଷ ହେଲା ଶୁଟିଂ

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଆଦିପୁରୁଷ ଫିଲ୍ମର ଶୁଟିଂ ଶେଷ ହୋଇଛି । ନିର୍ଦ୍ଦେଶକ ଓମ ରାଉତ ଏହାର ଘୋଷଣା କରିବା ସହ ସମ୍ପୂର୍ଣ୍ଣ ଟିମ ସହ ଫଟୋ ଶେୟାର କରିଛନ୍ତି । ଆସନ୍ତା ବର୍ଷ ଅଗଷ୍ଟ ୨୨ରେ ଏହି ଫିଲ୍ମ ରିଲିଜ ହେବ । ପ୍ରଭାସଙ୍କ ସହ ସୈଫ ଅଲୀ ଖାଁ ଓ କ୍ରିତି ସାନନ…

କୁବେର ଇଞ୍ଜିନିୟରଙ୍କ ଫିଲ୍ମ ନିଶା

ଭୁବନେଶ୍ବର: କୁବେର ଇଞ୍ଜିନିୟରଙ୍କ ସିନେମା ନିଶା । କଳା ଧନ ଟଙ୍କାରେ ତିଆରି କରିଛନ୍ତି ଦୁଇଟି ଓଡ଼ିଆ ସିନେମା । ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ଅଛନ୍ତି ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ସାମଲ ଅଛନ୍ତି କାର୍ଯ୍ୟକାରୀ ପ୍ରଯୋଜକ । ଓଡିଶା ପୋଲିସ ହାଉସିଂ ୱେଲଫେୟାର…

୨୪ରୁ ଜୁନିଅର ହକି ବିଶ୍ୱକପ, ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ। ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି।…

ଭାଇରାଲ ହେଉଛି ଭିଡ଼ିଓ, ସୀମା ଟପିଯାଉଛି ଅଶ୍ଳୀଳତା

କଟକ: ଭାଇରାଲ ହେଉଛି ଭିଡ଼ିଓ । ସୋସିଆଲ ମିଡିଆରେ ଅଶ୍ଳୀଳତାର ସୀମା ଟପି ଯାଉଛନ୍ତି ଯୁବପୀଢି । କଟକରେ ସେମିତି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ବରର କେବିଏନ୍ ଗ୍ରୁପ ଭଳି କଟକରେ ମଧ୍ୟ ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଛି ।  ଭିଡିଓରେ ବ୍ୟବହୃତ…

ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ। ସକାଳ ୬ରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ। ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳନ କରାଯିବ ବୋଲି…

ଫ୍ରାନ୍ସରେ କରୋନାର ପଞ୍ଚମ ଲହରୀ ଆରମ୍ଭ,ଏହା ଅଧିକ ବିପଦ ଜନକ ହୋଇପାରେ : ସ୍ୱାସ୍ଥ୍ୟମନ୍ତ୍ରୀ

ଫ୍ରାନ୍ସ : କରୋନା ମହାମାରୀ ପୁଣି ଫ୍ରାନ୍ସରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ କୋରନା ମହାମାରୀର ପଞ୍ଚମ ଲହରୀ ଆରମ୍ଭ ହୋଇଗଲାଣି ବୋଲି ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି  । ଏବଂ ପୂର୍ବରୁ ପଡୋଷୀ ଦେଶ ମାନଙ୍କରେ ମଧ୍ୟ ପଞ୍ଚମ ଲହରୀ ଆସି ସାରିଛି । ଫ୍ରାନ୍ସ…

କଙ୍ଗାରୁ କୋର୍ଟରେ ସଜ୍ଜା ! ଜୀବନ ହାରିଲେ ଯୁବକ

ନୟାଗଡ଼ : କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ । କଙ୍ଗାରୁ କୋର୍ଟରେ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ ଯୁବକ ଜଣକ । ଏହାପରେ ଏଥିରେ ଅପମାନିତ ହୋଇ ଯୁବକ ଜଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ନୟାଗଡ଼ ଜିଲ୍ଲା ଖତିଆଁ…

ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ସୋନପୁର: ବଢ଼ୁଛି ହାତୀ ଉପଦ୍ରବ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଝାରବାହାଲି ଛକରେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, କିଛି ଦିନ ହେଲା ଉଲୁଣ୍ଡା…

ଛଟ୍ ପୂଜା ସାରି ଫେରିବାବେଳେ ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ,୧୦ ମୃତ

ଆସାମ : ଆସାମରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତଗାମୀ ଟ୍ରକ ସହ ଅଟୋ ଧକ୍କା ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସାମ-ତ୍ରୀପୁରା ନିକଟବର୍ତ୍ତୀ କରିମଗଞ୍ଜ ଜିଲ୍ଲା ପଥରଖଣ୍ଡି ଥାନା ଅନ୍ତର୍ଗତ ବୈଠକଖାଲି ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି ।…