ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ବିଏମ୍ସିର ଚଢାଉ
ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ଆଜି ବିଏମ୍ସି ପକ୍ଷରୁ ଚଢାଉ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ତିନୋଟି ଜୋନରେ ଚଢାଉ ଚାଲିଛି । ଦୀପାବଳିରେ ବିଭିନ୍ନ ମିଠା କୋକାନି ମାନେ ଭେରାଇଟି ମିଠା ପ୍ରସ୍ତୁତ କରି ଗ୍ରାହକ ମାନକୁ ବିକିବାରେ ଲାଗିଛନ୍ତି ।ଏହି…