ସାବଧାନ; ଦିପାବଳୀ ପରେ ଆହୁରି ବିଗିଡିପାରେ ରାଜଧାନୀର ଜଳବାୟୁ
ନୂଆଦିଲ୍ଲୀ: ଦିୱାଲୀ ପରେ ଦିଲ୍ଲୀର ଜଳବାୟୁ 'ଅତ୍ୟନ୍ତ ଖରାପ' ହେବ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସୂଚନା ମିଳିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରାୟ ୨୦ ଟି ସ୍ଥାନରେ ୩୦୦ ଅତିକ୍ରମ କରିଛି। ବାୟୁର ଗୁଣବତ୍ତା ଦିପାବଳୀ ପରେ ବି ଖରାପ ରହିବ ବୋଲି…