ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୨)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୨
ଜବା ଆସୁନି କାହିଁକି ଯେ ? କଣ ହେଲା ମ ତା'ର ? ଦେହ ଖରାପ ହେଲାକି...କେଜାଣି। ଚନ୍ଦ୍ରା ନିଜକୁ ନିଜେ କହି ହେଉଥିଲା ମନେମନେ। ଆଣ୍ଟି କୋଉ ଶୁଣିବେ ନା କହିବେ,ପଚାରି କୋଉ ଲାଭ ତାଙ୍କୁ । ଟିକିଏ ଅଧିକା ସମୟ ତାଙ୍କ…