Latest Odisha News

BREAKING NEWS

Yearly Archives

2021

ରାଜଧାନୀରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସାତୋଟି ସ୍ଥାନରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ରହିଛି। ବାୟୁର ଗୁଣବତ୍ତା ଅତ୍ୟନ୍ତ ସ୍ତରରେ ପହଞ୍ଚିଛି। ଏହି ଅଞ୍ଚଳରେ ଅବସ୍ଥିତ ମନିଟରିଂ ସେଣ୍ଟରଗୁଡିକର ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁବାର ଦିନ ୩୦୦ ମାର୍କ ଉପରେ ରହିଛି। SAFAR ଆକଳନ କରିଛି ଯେ ଦିଲ୍ଲୀର…

ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲାଙ୍କ ପାଇଁ ଅଧିକ ଶିକ୍ଷକ ନିଯୁକ୍ତି କରିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲା (CwSN) କିମ୍ବା କୌଣସି ଅକ୍ଷମତାର ଶିକାର ହୋଇଥିବା ପିଲାମାନଙ୍କର ଯତ୍ନ ନେବା ପାଇଁ ତାଲିମପ୍ରାପ୍ତ ଶିକ୍ଷକଙ୍କ ତୀବ୍ର ଅଭାବକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଗୁରୁବାର ଦିନ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଏହିପରି ଅଧିକ ଶିକ୍ଷକ ନିଯୁକ୍ତି…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି; ଶକ୍ତିକାନ୍ତ ଦାସଙ୍କୁ ଆଉ ତିନି ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଆଉ ୩ ବର୍ଷ ପାଇଁ ରହିବେ ଆର୍‌ବିଆଇର ଗଭର୍ଣ୍ଣର। ମୋଦୀ ସରକାର ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଭାବରେ ଆଉ ତିନି ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ , "କ୍ୟାବିନେଟର…

ଫେସବୁକ ନିଜ କମ୍ପାନୀର ନାଁକୁ ପରିବର୍ତ୍ତନ କରି ‘ମେଟା’ ରଖିବାକୁ ଘୋଷଣା

ସାନ୍ ଫ୍ରାନ୍ସିସ୍କୋ: ସୋସିଆଲ ମିଡ଼ିଆ ଜଗତରେ ଅଧିକ ସକ୍ରିୟ ଥିବା ଫେସବୁକ ନିଜ କମ୍ପାନୀର ନାଁ ବଦଳାଇଛି। ଫେସବୁକ ମୂଳ କମ୍ପାନୀର ନାମକୁ ବଦଳାଇ ମେଟା ରଖିବାକୁ ସିଇଓ କୁଜରବର୍ଗ ଘୋଷଣା କରିଛନ୍ତି। ଗତକିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ କରିବ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ। ତାଙ୍କୁ ଚେନ୍ନାଇର କୌଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟିମ୍‌ର କହିବାନୁସାରେ, ତାଙ୍କୁ 'ରୁଟିନ୍ ଚେକଅପ୍' ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଅପରାହ୍ନ ସମୟରେ ତାଙ୍କୁ ଡାକ୍ତରଖାନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୧ ବହୁତ ଜଲଦି ବହିଯାଉଥିଲା ବୋଧହୁଏ ଜୀବନ ନଈ। ଚିତ୍ର କରିବାର ମୋହ ଆଜିକାଲି ବେଶ୍ ଘାରୁଥିଲା। ବୋଧହୁଏ  ସେଇଥିପାଇଁ ରଘୁରାଜ ପୁରରୁ ଆସିଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାକର । ପ୍ରାକୃତିକ ରଙ୍ଗଠାରୁ ଆରମ୍ଭ କରି ପଟ୍ଟି…

ସେ ବି ଏକ ଦଶହରା ଥିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ନିୟମିତ ପ୍ରାତଃ ଭ୍ରମଣ ମୋର ବହୁଦିନର ଅଭ୍ୟାସ। ବଡିଭୋରରୁ ଉଠି ବଜାର ଆଡ଼େ ଘେରାଏ ବୁଲି ଆସିଲେ ବୁଲା ବୁଲି ସାଙ୍ଗରେ ପରିବା କିଣା ବି ହେଇଯାଏ। ହେଲେ କୋଭିଡ଼ ଲାଗି ଏବେ ଆଉ ବଜାର ରାସ୍ତାରେ ଚାଲିବାଟା ସୁବିଧା ଲାଗୁନାହିଁ । ଏଣୁ ଗଲା କିଛି…

ବାପାଙ୍କ ଦରମା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ଦଶମ ଶ୍ରେଣୀରେ ପଢୁଥାଏ ମୁଁ । କୈଶୋରର ଉଦ୍ଦାମତା କୁହାଯାଉ ବା ସଙ୍ଗଦୋଷ, ପ୍ରତିକଥାରେ ପ୍ରତିବାଦ କରିବା ସତେ ଯେମିତି ଏକ ଚିରାଚରିତ ଘଟଣା ପାଲଟି ଯାଇଥିଲା ମୋ ପାଇଁ। ମୋ ସାନ ଭଉଣୀ ହଷ୍ଟେଲରେ ରହି ପଢୁଥିଲା ଏବଂ ସାନଭାଇ…

କବିତା : ଫୁଲ ଓ ଭଅଁର

ମିଥୁନ୍ ନାଏକ  ଫୁଲକୁ ଦେଖିକି ଭଅଁର କହଇ ଶୁଣ ଶୁଣ ପ୍ରିୟତମା, ତୁମେତ ନଥିଲେ ମୋହର କି କାର୍ଯ୍ୟ ନାହିଁ ମୋର ବି ଗଣନା । ତୁମେ ମୋ ଜୀବନ ତୁମେ ମୋ ସପନ ତୁମେ ମୋ ଜୀବର ଧନ, ତୁମ ବିନା କିବା ବଞ୍ଚି ମୁଁ ପାରିବି କୁହ ଆହେ ପ୍ରାଣଧନ । ଶୟନ ସପନେ ଅବା ଜାଗରଣେ ତୁମ କଥା…

ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ଏମସିଏଲର କାର୍ଯ୍ୟଧାରା ସହ ପ୍ରକଳ୍ପର ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ

ଭୁବନେଶ୍ବର : ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି…