Latest Odisha News

BREAKING NEWS

Yearly Archives

2021

ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ମୁଖରେ ୧୩ଦଫା ଦାବି ରଖିବେ ଭଦ୍ରକ ଡ୍ରାଇଭର ମହାସଂଘ

ଭଦ୍ରକ: ୧୩ଦଫା ଦାବି ନେଇ ଆଜି ଭଦ୍ରକ ଡ୍ରାଇଭର ମହାସଂଘର ପଦଯାତ୍ରା। ଏହି ଦାବି ଉପସ୍ଥାପନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ନବୀନ ନିବାସ ପର୍ଯ୍ୟନ୍ତ ଡ୍ରାଇଭରମାନେ ପଦଯାତ୍ରା କରୁଛନ୍ତି । ଆଜି ଭଦ୍ରକରୁ ୫ହଜାର ଜଣ ଡ୍ରାଇଭର ବାହାରି ଏହି ପଦଯାତ୍ରାରେ ସାମିଲ ହେବେ। ଓଡ଼ିଶା ଡ୍ରାଇଭର…

ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ କରିବ ‘ବଣ୍ଟି ଔର୍‌ ବବ୍‌ଲି ୨’, ‘ପୃଥୀରାଜ’

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନ, ରାନୀ ମୁଖାର୍ଜୀଙ୍କ ଅଭିନୀତ 'ବଣ୍ଟି ଔର୍‌ ବବଲି ୨', ଅକ୍ଷୟ କୁମାରଙ୍କ ପୃଥୀରାଜ, ରଣବୀର ସିଂଙ୍କ ଜୟଶଭାଇ ଏବଂ ରଣବୀର କପୁରଙ୍କ ଶମ୍‌ଶେର ନିର୍ଦ୍ଧାରିତ ରିଲିଜ ତାରିଖରେ ପ୍ରେକ୍ଷାଳୟକୁ ଆସିବା ପରେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବେ। ବହୁ…

ମୁସ୍‌ଲିମ୍‌ ପରମ୍ପରା ଅନୁସରଣ କରନ୍ତି ୱାଙ୍ଖଡେ!

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ପୂର୍ବ ପତ୍ନୀଙ୍କ ବାପା ଦାବି କରିଛନ୍ତି ଯେ ୱାଙ୍ଖଡେ ସମସ୍ତ ମୁସ୍‌ଲିମ୍‌ ପରମ୍ପରାକୁ ଅନୁସରଣ କରନ୍ତି। “ସେ ଆହୁରି କହିଛନ୍ତି ଯେ ମୋ ଝିଅ ଏକ ମୁସଲମାନ ପରିବାରରେ ବିବାହ କରିଥିଲେ। ଏହା ଆରେଞ୍ଜଡ୍‌ ମ୍ୟାରେଜ ଥିଲା। ମୁସଲମାନ ରୀତିନୀତି…

କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା: ସମ୍ପୃକ୍ତି ନେଇ ୫ ଗିରଫ

ନୟାଗଡ: କଙ୍ଗାରୁ କୋର୍ଟ ନିର୍ଯାତନା ଘଟଣାରେ ସମ୍ପୃକ୍ତି ନେଇ ୫ ଗିରଫ । ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ କରି ନିର୍ଯାତନା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗତ ୧୯ ତାରିଖରେ ଗାଁରେ ଗୁଣିଗାରେଡି…

ଏଲୋପାଥୀ ବିରୁଦ୍ଧରେ ଭୁଲ ତଥ୍ୟ ଦେବା ପଡ଼ିଲା ମହଙ୍ଗା : ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି

ଦିଲ୍ଲୀ : ପୁଣି ଫସିଲେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି । କରୋନା ମହାମାରୀ ବ୍ୟାପିବା ସମୟରେ ବାବା ରାମଦେବ ଏଲୋପାଥୀ ଚିକତ୍ସା ବିରୁଦ୍ଧରେ ଭୁଲ କଥା କହି ଲୋକଙ୍କୁ ଭ୍ରମିତ କରିଥିବାରୁ ,ତାଙ୍କ ନାଁ ରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ…

ପ୍ରକାଶ ପାଇବ NEET-UG ଫଳାଫଳ: ସୁପ୍ରିମକୋର୍ଟ

ଦିଲ୍ଲୀ: ପ୍ରକାଶ ପାଇବ ନିଟ୍-ୟୁଜି ଫଳାଫଳ। ଏନେଇ ସୁପ୍ରିମକୋର୍ଟ ୧୬ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ବମ୍ବେ ହାଇକୋର୍ଟ ୨ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା…

ପାକିସ୍ତାନରେ ପୁଣି ହିଂସା :୩ ପୋଲିସ ମୃତ , ୭୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନରେ ପୁଣି ହିଂସା। ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି।ଏହି ସଂଘର୍ଷରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ। ପ୍ରାୟ ୭୦ ରୁ ଅଧିକ ଜଣ ଆହତ ହୋଇଛନ୍ତି।ଟିଏଲପି ମୁଖ୍ୟ ସାଦ ରିଜଭିଙ୍କୁ ଓ…

ଖାଦ୍ୟ ଅଭାବ, କମ୍‌ ଖାଅ; କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ ଖାଦ୍ୟ ସଙ୍କଟ ମଧ୍ୟରେ ଲୋକଙ୍କୁ କମ୍ ଖାଇବାକୁ କହିଛନ୍ତି। ଏହି ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ଖାଦ୍ୟ ଯୋଗାଣର ଅଭାବ ପାଇଁ କିମ୍ ଏକ '' ସିରିଜ୍‌ ଅଫ୍‌ ଡେଭିଏସନ୍‌ ''କୁ…

ରାହୁଲଙ୍କୁ ପିକେ ଏମିତି କଣ କହିଲେ..

ପାଣାଜୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆଜିର ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ବିଜେପି ଏବଂ ନରେନ୍ଦ୍ର ମୋଦି ଯୁଗର ଅବସାନ ଏତେ ସହଜରେ ହେବ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ବିରୋଧୀ ଦଳଗୁଡିକ ଏକଜୁଟ କରିବା ପ୍ରସଙ୍ଗରେ ସେ ଏହା କହିଛନ୍ତି ।…

ପୁଣି ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଲେ ହ୍ରିତିକ

ନୂଆଦିଲ୍ଲୀ: ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ତାର ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ତେବେ ଏହାରି ଭିତରେ ବଲିଉଡ ଷ୍ଟାର୍‌ ହ୍ରିତିକ ରୋଶନ ପୁଣି ଥରେ ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି। ଜଣେ ସାମ୍ବାଦିକା ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ…