Latest Odisha News

BREAKING NEWS

Yearly Archives

2021

ଅଯୋଧ୍ୟା ବରିଷ୍ଠ ନାଗରିକଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ତୀର୍ଥ ଯୋଜନାରେ ଅନ୍ତର୍ଭୁକ୍ତ: କେଜ୍ରିୱାଲ

ଦିଲ୍ଲୀ: ଅଯୋଧ୍ୟାକୁ ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଲ୍ଲୀ ସରକାର ତୀର୍ଥ ଯାତ୍ରା ଯୋଜନାରେ ସାମିଲ କରିଛନ୍ତି। ଖୁବ୍ ଶୀଘ୍ର ବରିଷ୍ଠ ନାଗରିକମାନେ ଅଯୋଧ୍ୟା ପରିଦର୍ଶନ କରି ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ତୀର୍ଥଯାତ୍ରାରେ ଶ୍ରୀ ରାମ ଜନ୍ମଭୂମି ମଣ୍ଡପରେ ପ୍ରାର୍ଥନା…

ନିର୍ମାଣ ହେବ ସ୍ୱତନ୍ତ୍ର ଡାକ୍ତରଖାନା ,ଏଥର ରୋଗୀ ନୁହେଁ ହସ୍ପିଟାଲ ଯିବ ଟ୍ରେନ ଅବା ପ୍ଲେନରେ

ଦିଲ୍ଲୀ : ଖୁବଶୀଘ୍ର କେନ୍ଦ୍ରସରକାର ଦିଲ୍ଲୀରେ ଉନ୍ନତ ଧରଣର ଡାକ୍ତରଖାନା ନିର୍ମାଣ କରିବାକୁ ଯାଉଛନ୍ତି । ହସ୍ପିଟାଲ ଟି ଏପରି ଭାବେ ନିର୍ମାଣ କରାଯିବ, ଯେପରି ଜୁରରୀକାଳିନ ପରିସ୍ଥିତିରେ ହସ୍ପିଟାଲକୁ ପ୍ଲାଇଟ ଅବା ଟ୍ରେନରେ ନେଇଯାଇ ହେଉଥିବ।କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ଆମେରିକା ଉପରେ ହୋଇପାରେ ବଡ ଧରଣର ଆକ୍ରମଣ!

ନୂଆଦିଲ୍ଲୀ: ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ଗୁପ୍ତଚର ସମ୍ପ୍ରଦାୟ ଭୟ କରୁଛି ଯେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସନ୍‌ ଆସନ୍ତା ୬ ମାସ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିପାରେ। ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଅଗଷ୍ଟ ମାସରେ ଆମେରିକା ଦୁଇ ଦଶନ୍ଧି ଧରି…

ଭଦ୍ରକରୁ ୧ କିଲୋ ୩୦ଗ୍ରାମ ବ୍ରାଉନ ସୁଗାର ଜବତ,୨ ଗିରଫ

ଭଦ୍ରକ : ଭଦ୍ରକର ପିଛା ଛାଡୁନି ଧଳା ଜହର । ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧ କିଲୋ ୩୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଯାହାର ମୂଲ୍ୟ ୧କୋଟି ୩ଲକ୍ଷ ଟଙ୍କା ହେବ । ତା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା…

ଚିଲିକା ମଝିରୁ ଉଦ୍ଧାର ହେଲେ ମସ୍ତ୍ର୍ୟଜୀବୀ

ଭୁବନେଶ୍ୱର: ଚିଲିକା ମଝିରୁ ଉଦ୍ଧାର ହେଲେ ଫସିରହିଥିବା ମସ୍ତ୍ର୍ୟଜୀବୀ। ଗତ ତିନିଦିନ ଧରି ଚିଲିକା ମଝିରେ ଡ଼ଙ୍ଗା ଫସି ରହିଯାଇଥିଲା। ଏଥିରେ ୩ଜଣ ମସ୍ତ୍ର୍ୟଜୀବୀ ସହ ୧୦ବର୍ଷର ପିଲା ରହିଛି। କଟକି ଦଳ ଯୋଗୁଁ ଡ଼ଙ୍ଗା ଫସିଯାଇଥିଲା। ସୂଚନା ଅନୁସାରେ, ଗଞ୍ଚାମ ଜିଲ୍ଲାର ପାଥରା ଗାଁର…

ଡ୍ରେନ୍‌ ପାଣିରେ ପରିବା ଧୋଇବା ଅଭିଯୋଗରେ ବିକ୍ରେତାଙ୍କ ନାଁରେ ମାମଲା ରୁଜୁ

ଭୋପାଳ: ଡ୍ରେନ୍‌ର ଅପରିଷ୍କାର ପାଣିରେ ପରିବା ଧୋଇବା ଅଭିଯୋଗରେ ଜଣେ ପରିବା ବିକାଳିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ଦୃଶ୍ୟକୁ ଭିଡିଓରେ ରେକର୍ଡ କରିଛନ୍ତି ଜଣେ ବ୍ୟକ୍ତି। ଭୋପାଳରୁ ଏମିତି ଏକ ଘଟଣା ସାମନାକୁ ଆସିଛି। ଏହାସହିତ ବ୍ୟକ୍ତି ଜଣକ ତାଙ୍କୁ ଚେତାବନୀ ଦେଇ କହିଥିଲେ ଯେ…

ସାହିତ୍ୟ ପତ୍ରିକା ପ୍ରତିଶ୍ରୁତିର ତୃତୀୟ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି ( ନୂଆ ସକାଳର ସଂକଳ୍ପ )ର ତୃତୀୟ ସଂସ୍କରଣ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ 'ଯୁଗେ ଯୁଗେ ଜଗନ୍ନାଥ' ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ…

[ ଭିଡିଓ ] ଯାଜପୁରରେ ହାତୀ ଆତଙ୍କ ,ଜଣେ ଗୁରୁତର

ଯାଜପୁର : ଯାଜପୁରରେ ହାତୀ ଆତଙ୍କ । ଗାଁ ଲୋକ ଛାନିଆ । ଗତ କିଛି ଦିନ ଧରି ବଡଚଣା ଓ କଟକ ସାଲେପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ହାତୀ ଯାଜପୁରରେ ଆତଙ୍କ ଜାରି ରଖିଛି।ହାତୀ ଆକ୍ରମଣରେ ଗୁରୁତର ହୋଇ ଜଣେ ବ୍ୟକ୍ତି ଏବେ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି । ଗୁରୁତର ବ୍ୟକ୍ତି…

ଭୟାବହ ଅଗ୍ନିକାଣ୍ଡ; ପୋଡିଗଲା ୧୫ ଘର

ଶିମ୍‌ଲା: ହିମାଚଳ ପ୍ରଦେଶର କୁଲୁ ଉପତ୍ୟକାରେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍‌ କିମ୍ବଦନ୍ତୀ ସମୟରୁ ଜନବସତି ସ୍ଥାପନ ହୋଇଥିବା ଏହି  ପ୍ରାଚୀନ ହିମାଳୟ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅତି କମରେ ୧୫ ଟି କାଠ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଯଦିଓ ଏଥିରେ…

ଦିଲ୍ଲୀରେ ଦିୱାଲୀ ପରେ ୬ରୁ ୮ଶ୍ରେଣୀ ବିଦ୍ୟାଳୟ ଖୋଲିବା ପାଇଁ ଆଜି ଚୂଡ଼ାନ୍ତ ନିଷ୍ପତି

ଦିଲ୍ଲୀ: ଦିଲ୍ଲୀ ସରକାର ୬ରୁ ୮ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ଆଜି ସରକାରଙ୍କ ସହ ଏକ ବୈଠକ କରିବ। ଛୋଟ ପିଲାଙ୍କ ପାଇଁ ଶାରିରୀକ କ୍ଲାସ ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନିଆଯିବ। ଦିଲ୍ଲୀ…