Latest Odisha News

BREAKING NEWS

Yearly Archives

2021

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ,ଘର ଭିତରେ ପରିବାରର ୪ଜଣ ସଦସ୍ୟ ଜଳିଗଲେ

ଦିଲ୍ଲୀ : ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ଅଗ୍ନିମସ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଏପରି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୪…

ହାର୍ଦ୍ଦିକ ଫିଟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିପାରନ୍ତି !

ଦୁବାଇ: ଟି୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ଶୋଚନୀୟ ଭାବେ ପରାଜୟବରଣ କରିଥିବା ଟିମ୍ ଇଣ୍ଡିଆ ପରବର୍ତୀ ମ୍ୟାଚଗୁଡିକ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ନେଇ ସନ୍ଦେହ ଥିବା ବେଳେ ଆଜି ତାଙ୍କୁ ଫିଟ ଘୋଷିତ କରାଯାଇଛି । ୩୧…

ଭୁବନେଶ୍ୱର ବିମାନବନ୍ଦରରେ CISF ଟିମକୁ କାହିଁକି କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ ?

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ CISF ଟିମକୁ କୃତଜ୍ଞତା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ । ଏନେଇ ଫେସବୁକରେ ସେ ଧନ୍ୟବାଦ ଜଣାଇବା ସହ ଏହା ପଛର କାରଣ ଜଣାଇଛନ୍ତି । CISF ଟିମ୍ ତାଙ୍କ ନାତିକୁ କରିଥିବା ସାହାଯ୍ୟ ଓ ସହଯୋଗ ପାଇଁ…

ବରଗଡ଼ରୁ ନକଲି ଆରଟିଓ ଗିରଫ

ବରଗଡ଼: ବରଗଡ଼ରେ ନକଲି ଆରଟିଓ ଗିରଫ। ନିଜକୁ ଆରଟିଓ କହି ଲୁଟୁଥିଲେ ଟଙ୍କା। ଏନଏଚ ଯାଉଥିବା ଟ୍ରକ ଓ ଅନ୍ୟ ଗାଡ଼ିକୁ ଅଟକାଇ ନିଜକୁ ଆରଟିଓର ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବିକ୍ରମ ବେହେରା। ସୂଚନା ଅନୁଯାୟୀ, ବରଗଡ଼ ଜାତୀୟ ରାଜପଥରେ ଏକ ଟ୍ରକକୁ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାପାନ ରାଜକୁମାରୀ ମାକୋ, ପ୍ରେମ ପାଇଁ ସବୁ କିଛି ଛାଡିଦେଲେ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଏବଂ କେଇ କୋମୁରା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ତେବେ କୋମୁରା ଜଣେ ସାଧାରଣ ନାଗରିକ ହୋଇଥିବାରୁ ଏହି ବିବାହ ପାଇଁ ମାକୋଙ୍କୁ ବହୁତ କିଛି ଛାଡିବାକୁ ପଡିଥିଲା । ରାଜବଂଶର ନିୟମ ଅନୁସାରେ ସେମାନେ…

୮୦ ହଜାର ମୂଲ୍ୟର ଡ୍ରଗ୍ସ ଅର୍ଡର କରିଥିଲେ ଆର୍ୟନ; ସାଙ୍ଗମାନଙ୍କୁ ଧମକ ବି ଦେଇଥିଲେ

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କ ଜାମିନ ଆବେଦନ ଉପରେ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଏହି ସମୟରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅନନ୍ୟା ପାଣ୍ଡେ ଏବଂ ଆର୍ଯ୍ୟନ ଖାନଙ୍କ ଭିତରେ ହ୍ବାଟସ୍‌ ଆପ୍‌ରେ ଡ୍ରଗ୍ ସମ୍ପର୍କରେ ହୋଇଥିବା…

ଘରେ ଲାଗିଲା ନିଆଁ, ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ତେଲକୋଇ  : ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡିଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।   ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଟ ଗାଁରେ ଘଟିଛି ଏଭଳି ଅଘଟଣ । ବିଳମ୍ବିତ ରାତିରେ ନୀଳମଣି ବେହେରାଙ୍କ ଘରେ କୌଣସି…

ମମିତା ମେହେରଙ୍କ ଘରେ ରାଜ୍ୟ ବିଜେପି ଟିମ୍

ବଲାଙ୍ଗିର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ତେଜିଛି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପିର ବିଭିନ୍ନ ଜିଲ୍ଲାରେ ବନ୍ଦ ପାଳନ କରୁଛି । ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି…

ମନ୍ତ୍ରୀ ନୱାବ ମଲ୍ଲିକ ଅଭିଯୋଗକୁ ଖଣ୍ଡନ କଲେ ୱାଙ୍ଖଡେଙ୍କ ବାପା; କହିଲେ ମୋ ନାଁ ଦାଉଦ୍‌ ନୁହେଁ

ମୁମ୍ବାଇ: ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଦାବିକୁ ଖଣ୍ଡନ କରିବା ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପିତା ସୋମବାର କହିଛନ୍ତି ଯେ ତାଙ୍କ ନାମ 'ଦ୍ୟାନଦେବ' 'ଦାଉଦ' ନୁହେଁ। ମୋ ପୁଅ ମହାଭାରତର…

ବିବାହ ପୂର୍ବରୁ କାହିଁକି କାଜୋଲଙ୍କୁ ପସନ୍ଦ କରୁନଥିଲେ ଅଜୟ?

ମୁମ୍ବାଇ: ବଲିଉଡ୍‌ର ସଫଳ ଦମ୍ପତିଙ୍କ ତାଲିକାରୁ ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଯୋଡି ଅନ୍ୟତମ। ଏହି ଦମ୍ପତି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସମ୍ପର୍କକୁ ଅତି ସୁନ୍ଦର ଭାବେ ତୁଲାଇ ଆସିଛନ୍ତି। ୯୦ ଦଶକରେ ଏମାନେ ଦୁହେଁ ପ୍ରଥମେ ଡେଟିଂ ଆରମ୍ଭ କରିଥିଲେ। ହେଲେ ଆପଣ ଜାଣନ୍ତି କି ବିବାହ…