Latest Odisha News
Yearly Archives

2021

ରିମାଣ୍ଡ ସରିବା ପରେ ଜେଲ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ

ବଲାଙ୍ଗୀର: ରିମାଣ୍ଡ ସରିବା ପରେ ପୁଣି ଜେଲ ଗଲା ଗୋବିନ୍ଦ ସାହୁ। ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦକୁ ୫ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗୀର ପୋଲିସ୍। ଏହି ସମୟରେ ଅଭିଯୁକ୍ତ ଗୋବିନ୍ଦ ଦ୍ୱାରା ସମ୍ପୂର୍ଣ୍ଣ ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ। ତେବେ ପୋଲିସ ରିମାଣ୍ଡ ଅବଧି…

ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କେନ୍ଦୁଝର: ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁରର ବୁଢ଼ା ଖମଣ ସାହିରେ ଦେଖିବାକୁ ମଳିଛି ଏହି ଅଭାବନୀୟ ଘଟଣା। ସାହିରୁ ଜଣେ ଯୁବତୀଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘର ନିକଟସ୍ଥ ଏକ ଗଡ଼ିଆ ମଧ୍ୟରୁ ମୃତଦେହ…

ରାଜ୍ୟରୁ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୧ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଆଜି ସାମାନ୍ୟ କମିଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୯ ଜଣ ସଂକ୍ରମିତ…

ବିଜେପିର ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି

ସୋନପୁର: କଳାହାଣ୍ଡି ଜିଲ୍ଲାର ମାହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା। ଏନେଇ ସାରା ରାଜ୍ୟରେ ବଢ଼ୁଛି ଜନଅସନ୍ତୋଷ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସମ୍ପୃକ୍ତ ଥିବା ଅଭିଯୋଗ କରିଛି…

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା

ନୂଆଦିଲ୍ଲୀ: ଆଜିଠୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ହଟିଲା କ୍ବାରେଣ୍ଟାଇନ୍‌ କଟକଣା। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଭାରତ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁ ଦେଶର ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ହୋଇଛି ସେହି ଦେଶରୁ ଯାତ୍ରୀମାନଙ୍କୁ କ୍ବାରେଣ୍ଟାଇନ୍‌ରେ…

କେବେ ଶେଷ ହେବ ମହାମାରୀ? ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କେବେ ସରିବ ମହାମାରୀ? ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ ଯେତେବେଳେ ବିଶ୍ୱ ଏହାକୁ ସମାପ୍ତ କରିବାକୁ ଚାହିଁବ ସେତେବେଳେ କରୋନା ମହାମାରୀ ଶେଷ ହେବ। ବର୍ଲିନରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ତାଙ୍କ ସମ୍ବୋଧନ…

ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା। ବିଜେପି କର୍ମୀଙ୍କୁ ମାଡ଼ ସହ ୧୬ଦଫା ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି।…

ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା

ଦୋହକ୍: ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା। ଇରାକର ପ୍ରତ୍ନତତ୍ତ୍ୱବିତ୍‌ମାନେ ୨୭୦୦ ବର୍ଷ ପୂର୍ବର ମଦ କାରଖାନାର ସନ୍ଧାନ ପାଇଛନ୍ତି। ଆସିରିୟାନ୍‌ ରାଜାମାନଙ୍କ ଶାସନ ସମୟର ଏକ ବଡ଼ ଧରଣର ମଦ କାରଖାନା ଆବିଷ୍କାର କରିବା ସହିତ ଚମତ୍କାର କଳାକୃତି ମଧ୍ୟ ଆବିଷ୍କାର କରିଥିବା ସୂଚନା…

ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ପିଲାମାନେ ପିତାମାତାଙ୍କର ପ୍ରଥମ ପ୍ରାଥମିକତା ହେବା ଉଚିତ; ଏଚ୍‌ସି

ମୁମ୍ବାଇ: ଛାଡପତ୍ର ପରେ ଉଭୟ ପିତାମାତା ସେମାନଙ୍କ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚର ଯତ୍ନ ନେବା ପାଇଁ ସମାନ ଭାବରେ ଦାୟୀ ହେବା ଉଚିତ୍ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ତେବେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଜଣେ ୧୮ ବର୍ଷ ବୟସ୍କା ଯୁବକ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ସେ ଏହି…

ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା, ସ୍କୁଲ ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୧୮ମାସ ପରେ ସୋମବାରରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ। ଅନଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ। ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ। କୋଭିଡ଼ ଗାଇଡ଼ଲାଇନକୁ ମାନି ପାଠ ପଢ଼ିବେ ଛାତ୍ରଛାତ୍ରୀ। ଦୀର୍ଘ ମାସ ପରେ ସ୍କୁଲ ଖୋଲୁଥିବାରୁ…