Latest Odisha News
Yearly Archives

2021

ଆଜି ଅନନ୍ୟାଙ୍କୁ ପୁଣି ଜେରା କରିବ ଏନ୍‌ସିବି

ମୁମ୍ବାଇ:ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ତୃତୀୟ ପର୍ଯ୍ୟାୟ ଜେରା ପାଇଁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡକାଯାଇଛି। ଶୁକ୍ରବାର ଦିନ ଅନନ୍ୟାଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଗତ ଗୁରୁବାର ଦିନ ବଲିଉଡ…

୫ ରୁ ୧୧ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ ଟିକା!

ୱାଶିଂଟନ୍: ପିଲାଙ୍କ ଲାଗି ଭଲ ଖବର। ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକା ନଭେମ୍ବରର ପ୍ରଥମାର୍ଦ୍ଧରେ ଉପଲବ୍ଧ ହୋଇପାରେ ବୋଲି ଆମେରିକାର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉସି କହିଛନ୍ତି। ଏହାଦ୍ବାରା ଅନେକ ପିଲା ଟିକାକରଣର ସୁବିଧା ପାଇପାରିବେ ବେ‌ାଲି ସେ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଧବଳେଶ୍ୱର ପୀଠ ଖାଁ ଖାଁ

ଆଠଗଡ଼: ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଆଜିର ଦିନରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହି ଦିନ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ମହାଦେବଙ୍କ ପାଖରେ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଚଳିତବର୍ଷ…

କବିତା : ଦେବୀ

ସ୍ମୃତି ରଞ୍ଜନ ତ୍ରିପାଠୀ  ଜହ୍ନ ରାଇଜ କଥା ପିଲାବେଳୁ ଶୁଣିଛି । ଶୁଣିଛି ବି ଅୟୁତ ଯନ୍ତ୍ରଣାର କାରାଗାରରୁ ଶିଶୁହନ୍ତା ରାକ୍ଷସର ନୀଳଜହରରୁ ଦେବୀଟିଏ କେମିତି ମୁକୁଳେଇପାରେ ଆଉ ଜଣଙ୍କ ଦେବୀତ୍ୱ । ମୁଁ ତ କେବେଠୁ ସମର୍ପି ଦେଇଛି ଦେହ ମନ ସବୁ ତୋ' ଆଡେ । ତୋ' ଗାଢ଼…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୭୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୭ ଜବାର କାମ ସରିସରିଆସୁଥିଲା।ଫେରିବ ଏବେ ଘରକୁ।ବିବ୍ରତ ଲାଗୁଥିଲା ଆଜି କାହିଁକି କେଜାଣି। ଆଉ ସେଇ ଘସରା ଜୀବନ ଭଲ ଲାଗୁନଥିଲା। ଆଣ୍ଟିଗୋ ଆଜି ଯାଉଚି ଫେରି , କାଲି ଦିନ ଆସୁ ସୁଖକୁ ଧରି...। ଦେଖ, ଯୋଡିଯାଡି…

ଓଡ଼ିଶାବାସୀ ଦୀନ ଦରିଦ୍ର କାହିଁକି ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଭାରତବର୍ଷର ଗୋଟାଏ କଡରେ ଗାଆଁକନିଆ ସିଂଘାଣିନାକୀ ପରି ଦୀର୍ଘକାଳ ହେଲା ପଡିରହିଛି ଆମର ଏ ଓଡ଼ିଶା ଭୂଇଁ । ଏ ଦେଶର ଦରିଦ୍ର ରାଜ୍ୟ ଭାବରେ ଓଡିଶା ସଂପର୍କରେ ବେଶ୍ କିଛି ଲାଂଛନାର ଲିପି ଲେଖିଯାଇଛନ୍ତି ଗବେଷକମାନେ । ଓଡ଼ିଶାକୁ ନିଜ ଘର…

କୋହଲି, ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ: ପାକିସ୍ତାନ ସମ୍ମୁଖରେ ୧୫୨ ରନର ଟାର୍ଗେଟ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ(୫୭ରନ,୪୯ବଲ) ଏବଂ ରିଷଭ ପନ୍ତଙ୍କ ୩୯ ରନ ସହାୟତାରେ ଭାରତ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସମ୍ମୁଖରେ ୧୫୨ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ପାକିସ୍ତାନ ଅଧିନାୟକ…

ବାଲୁକା ଚିତ୍ର କଳା ଦ୍ୱାରା ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ଆଜି ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍। ଏଥିପାଇଁ ଫ୍ୟାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଭାରତର କୋଟି କୋଟି ଲୋକ ଅପେକ୍ଷା କରିଥିବାବେଳେ ଭାରତୀୟ ଦଳର ବିଜୟ କାମନା ମଧ୍ୟ କରିଛନ୍ତି। ଟିମ୍ ଇଣ୍ଡିଆର ବିଜୟ ନେଇ ସମସ୍ତେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶୁଭେଚ୍ଛା…

ଟସ ଜିତିଲା ପାକିସ୍ତାନ, ଭାରତର ପ୍ରଥମେ ବ୍ୟାଟିଂ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଆଉ କିଛି ମିନିଟ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯିବ । ଏହି ହାଇ ଭୋଲଟେଜ ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ମାନେ ବିରାଟ କୋହଲି…

ଋତୁପର୍ଣ୍ଣା ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ହାସଲ କରିବେ । ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି ତାଙ୍କୁ ଚୟନ କରିଥିଲେ । ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଫୁଟବଲ…