କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ନୂଆ ମୋଡ; ଏନ୍ସିବି ନାଁରେ ଆସିଲା ଏମିତି ଅଭିଯୋଗ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ନୂଆ ଟ୍ବିଷ୍ଟ ଖୋଲିବାରେ ଲାଗିଛି। ଫେରାର୍ ହୋଇଯାଇଥିବା କିରଣ ଗୋସାୱିଙ୍କ ବଡିଗାର୍ଡ ପ୍ରଭାକର ଅଭିଯୋଗ କରିଛନ୍ତି ଯେ ଏନସିବି ତାଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏକ ଖାଲି ପଞ୍ଚନାମା ସ୍ୱାକ୍ଷର କରିବାକୁ କହିଛି। କ୍ରୁଜ୍…