Latest Odisha News

BREAKING NEWS

Yearly Archives

2021

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଅଭାବନୀୟ ଘଟଣା । ଜେଲରେ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ଅନ୍ତେବାସୀଙ୍କ ମନରେ କକୁଆ ଭୟ ଖେଳିଯାଇଛି । କଏଦୀଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତାରେ ଜେଲ ପ୍ରଶାସନ । ଗତ ଶୁକ୍ରବାର ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା । ମୃତ କଏଦୀଙ୍କ ନାଁ…

[ଭିଡ଼ିଓ] ଆସିଲାନି ସ୍ତ୍ରୀ, ମାଡ ଖାଇ ଯୁବକ ହସପିଟାଲରେ ଭର୍ତ୍ତି

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର । ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ…

[ଭିଡିଓ] ବିରାଟ ଅଜଗର ଉଦ୍ଧାର

ସୁବର୍ଣ୍ଣପୁର : ଉଦ୍ଧାର ହେଲା ବିରାଟ ଅଜଗର । ସୁବର୍ଣ୍ଣପୁର ସହରର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟ ପାଖରେ ଜେସିବି ମେସିନ ଦ୍ୱାରା ମାଟି ଖୋଳାକାମ ଚାଲିଥିଲା । ଠିକ୍ ଏହି ସମୟରେ ପୁରୁଣା ଆମ୍ବଗଛଟିକୁ ଓପାଡିବା ସମୟରେ ଅଜଗର…

ଟ୍ରାଭେଲ ହିଷ୍ଟ୍ରି ନଥିବା ଡାକ୍ତର ଓମିକ୍ରନ୍ ପଜିଟିଭ

ନୂଆଦିଲ୍ଲୀ: କଲିକତା ମେଡିକାଲ କଲେଜ ହସ୍ପିଟାଲର ଜୁଣେ ଜନିଅର ଡାକ୍ତର ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ‌ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ ସମୁଦାୟ ଓମିକ୍ରନ୍ ମାମଲା ୪କୁ ବୃଦ୍ଧି ପାଇଛି। କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୨୧ ବର୍ଷିୟ…

ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କପିଳାସ ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ

ଢେଙ୍କାନାଳ : ରାଜ୍ୟରେ ଏବେ ଓମିକ୍ରନ ଭୟ ଦେଖାଦେଇଛି । ପିକନିକ୍ ଋତୁ ହୋଇଥିବାରୁ କପିଳାସକୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ପ୍ରଶାସନ । ରାଜ୍ୟରେ…

[ଭିଡିଓ] ମୟୂରଭଞ୍ଜର କ୍ୟାଥେଲିକ ଚର୍ଚ୍ଚରେ କଟକଣାରେ ବଡଦିନ ପାଳନ

ମୟୂରଭଞ୍ଜ : ଆଜି ପବିତ୍ର ବଡଦିନ । ଦେଶ ପାଳୁଛି ଖ୍ରୀଷ୍ଟମାସ ।ଏନେଇ ଉତ୍ସବ ମୁଖର ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର କୃଷ୍ଣଚନ୍ଦ୍ରପୁରର ଥିବା କ୍ୟାଥେଲିକ ଚର୍ଚ୍ଚ । ରାତିରୁ ଧରା ପୃଷ୍ଟକୁ ଅବରତରଣ କରିସାରିଛନ୍ତି ଯୀଶୁ ।ଏଥର କୋଭିଡ କଟକଣା ମଧ୍ୟରେ ମହା ନିରାଡମ୍ବର ଭାବେ ପାଳିତ ହେଉଛି ବଡଦିନ…

[ଭିଡ଼ିଓ] ମାଲକାନଗିରି ପୋଲିସକୁ ସଫଳତା, ଅସ୍ତ୍ର ଶସ୍ତ୍ର ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଲା ସଫଳତା । ମାଟି ତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଘନବେଡା ଠାରେ ନୁତନ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ଚାଲିଥିଲା। ଆଉ ଏହି କମ୍ବିଂ ଅପରେସନ…

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ରହିଛି ଖଲିସ୍ତାନ ଗ୍ରୁପ୍‌ର ସମ୍ପୃକ୍ତି

ନୂଆଦିଲ୍ଲୀ: ଲୁଧିଆନା ସେସନ କୋର୍ଟରେ ହୋଇଥିବା ବିସ୍ଫୋରଣ ମାମଲାରେ ସୁରକ୍ଷା ଏଜେନ୍ସି ଏବଂ ପଞ୍ଜାବ ପୋଲିସ ତଦନ୍ତ କରୁଛନ୍ତି। ଯାଞ୍ଚ ବେଳେ ପଞ୍ଜାବକୁ ଅସ୍ଥିର କରିବା ଉଦ୍ଦେଶ୍ୟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ଜର୍ମାନୀରେ ଅବସ୍ଥିତ ଖଲିସ୍ତାନ ସମର୍ଥକ…

ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାସ ,ଜଣେ ଗିରଫ

କଟକ : ପୁଣି ପୋଲିସ କବଜାରେ ନକଲି ଜର୍ଦ୍ଦା । କଟକ ଦାହପାଟଣାରେ ୨.୫୦ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି ।ଏନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ…

ଓମିକ୍ରନ୍‌ ଭୟ; ୧୦ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ କେନ୍ଦ୍ର ସରକାର ଏହାର ସ୍ୱତନ୍ତ୍ର ଟିମ୍‌କୁ ୧୦ ଟି ରାଜ୍ୟକୁ ପଠାଇବେ। ଶନିବାର ଦିନ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୧୦ ଟି ଚିହ୍ନିତ ରାଜ୍ୟରେ କେନ୍ଦ୍ରୀୟ…