Latest Odisha News

BREAKING NEWS

Yearly Archives

2021

ମମିତା ହତ୍ୟା ମାମଲା: ସେକ୍ସ ରାକେଟ୍ ନେଇ ମୁହଁ ଖୋଲିଲେ କଲେଜ ଛାତ୍ର

ବଲାଙ୍ଗୀର: ମମିତା ମେହେରଙ୍କ ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କୁ ଜେରା କରୁଥିବାବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏବେ ମୁହଁ ଖୋଲିଛନ୍ତି କଲେଜର ଛାତ୍ରମାନେ। ଗୋବିନ୍ଦ ସାହୁ କଲେଜରେ ଏକ ସେକ୍ସ ରାକେଟ୍ ଚାଲିଥିବା କଲେଜର ଛାତ୍ରମାନେ ପ୍ରକାଶ କରିଛନ୍ତି। ଏକ ପ୍ରମୁଖ…

ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ,ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି

ଉତ୍ତରାଖଣ୍ଡ : ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଲାଣି । ଏବେବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛିା ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ…

ବଢ଼ିଚାଲିଛି ଧଳା ଜହର ବେପାର, ଜବତ ହେଲା ୧ କେଜିରୁ ଅଧିକ ବ୍ରାଉନସୁଗର

ଟାଙ୍ଗୀ: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର । ବ୍ରାଉନସୁଗର ବେପାରୀଙ୍କ ଉପରେ ପୁଣି ଥରେ ଛାପା ମାରିଛି ସ୍ପେଶାଲ ଟାସ୍କଫୋର୍ସ । ୧୬ ନମ୍ବର ଜାତୀୟ ରାଜପଥ ନିକଟ ଟାଙ୍ଗି ଛକ ଠାରେ ମାଫିଆକୁ ଗିରଫ କରିବା ସହ ୧ କେଜି ୪୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ସଫିକୁଲ…

ସୁପର ୱଣ୍ଡର ଓମ୍ୟାନକୁ ଭାରତ ବିରୋଧୀ ଚିତ୍ରିତ କରାଯିବା ନେଇ ବିବାଦ

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ଡିଟେକ୍ଟିଭ କମିକ୍ସ (ଡିସି) ବୁଧବାର ତାର ନୂତନ ଆନିମେଟଡ ସୁପରମ୍ୟାନ ମୁଭି ଇନଜଷ୍ଟିସ ରିଲିଜ କରିଛି । ତେବେ ଏଥିରେ କଶ୍ମୀରକୁ ବିବାଦୀୟ କ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଫିଲ୍ମରେ ସୁପରମ୍ୟାନ ଓ ୱଣ୍ଡର…

ମମିତା ମେହେର ହତ୍ୟାକାଣ୍ଡ : IIC ନିଲମ୍ବିତ

କଳାହାଣ୍ଡି: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ IIC ନିଲମ୍ବିତ ।  କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଆଇଆଇସି ଡମୁ ପରଜା । ମମିତା ମେହେର ହତ୍ୟା ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଜ ଦାୟିତ୍ଵରେ ଅବହେଳା ପାଇଁ ଥାନା…

ମମିତା ହତ୍ୟା ମାମଲା:ସହଯୋଗୀ ରାଧେଶ୍ୟାମ ଗିରଫ, ୨ଜଣ ରାଜ ସାକ୍ଷୀ

ବଲାଙ୍ଗୀର: ମହିଳା ଶିକ୍ଷକ ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ପୋଲିସ୍ ଗୁରୁବାର ଦିନ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚାନ୍ଦିଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ବାଙ୍ଗୁମୁଣ୍ଡା ଏସଡ଼ିଜେଏମ କୋର୍ଟରେ ହାଜର କରିଛି। ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ…

ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ପାଇଲଟ

ମଧ୍ୟପ୍ରଦେଶ :ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ। ଆଜି ମଧ୍ୟପ୍ରଦେଶ ଭଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ମିରାଜ ୨୦୦୦ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ ହୋଇଛିା ହେଲେ ପାଇଲଟ ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଭାରତୀୟ ବାୟୁସେନା ଆଇଏଫଏଫ୍ ଟ୍ୱିଟ ମାଧ୍ୟମରେ…

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର

ଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ  ଓ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏନେଇ କେନ୍ଦ୍ରୀୟ…

କାହା ଭୟରେ ଆତ୍ମଗୋପନ କରିଛନ୍ତି ଶତାଧିକ ଆଫଗାନିସ୍ତାନ ମହିଳା ଜଜ୍ ?

ଓଡିଶା ସମ୍ବାଦ ବ୍ୟୁରୋ: ତାଲିବାନର ମନମୁଖୀ ଶାସନକୁ ନେଇ ଛଟପଟ ହେଉଛନ୍ତି ଆଫଗାନିସ୍ତାନର ସାଧାରଣ ଜନତା । ଖାସ କରି ମହିଳାଙ୍କ ଦୁର୍ଦ୍ଦଶା ଦିନକୁଦିନ ବଢୁଥିଲାବେଳେ ବେକାର ବସିଛନ୍ତି ଶତାଧିକ ମହିଳା ଜଜ୍ । ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଅଫ୍ ୱିମେନ୍ ଜଜେସ୍ର ରିପୋର୍ଟ ଅନୁଯାୟୀ…

ଇବ୍ ନଦୀ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା: ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ପଙ୍କଜ କୁମାର। ସେ ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ବ୍ରଜରାଜନଗରରେ ରହୁଥିଲେ। ସୂଚନା ଅନୁଯାୟୀ, ସକାଳୁ ଇବ୍ ନଦୀ ନିକଟରେ ଜଣଙ୍କର ମୃତଦେହ ପଡ଼ିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା। ଇବ୍ ନଦୀ ପୋଲର ବାମପଟେ ଜଣଙ୍କ…