Latest Odisha News

BREAKING NEWS

Yearly Archives

2021

ମିଳିଲାନି ଜାମିନ; ଜେଲରେ ରହିବେ ଆର୍ୟନ

ମୁମ୍ବାଇ: ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଦିୱାଲି ପୂର୍ବରୁ ଘରକୁ ଫେରିପାରିଲେନି ଆର୍ୟନ। ରିପୋର୍ଟ ଅନୁଯାୟୀ, ଆଜି…

୩ ମୋବାଇଲ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍

ଭୁବନେଶ୍ୱର: ଖଣ୍ଡଗିରି ପୋଲିସ୍ ହାତରେ ମୋବାଇଲ ଲୁଟେରା। ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ ଲୁଟେରାକୁ ଗିରଫ କଲା ପୋଲିସ୍। ସେମାନଙ୍କ ନିକଟରୁ ୫୧ଟି ମୋବାଇଲ ଫୋନ୍ ସହିତ ଗୋଟିଏ ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭରତପୁରର ସାଗର ପୁନ, ଆଇଁଗିଣିଆର ଦୀପ୍ତି ଚାନ୍ଦ,…

ମମିତା ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି ନେଇ ପ୍ରମିଳାଙ୍କ ପ୍ରଶ୍ନ ?

ଭୁବନେଶ୍ୱର: ମମିତାଙ୍କ ମୃତ୍ୟୁ ଘଟଣା ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ ଦାବି ନେଇ ପ୍ରମିଳାଙ୍କ ପ୍ରଶ୍ନ ? ସବୁ କ୍ଷେତ୍ରରେ ସିବିଆଇ କଣ ଠିକ୍ ତଦନ୍ତ କରିଛି ? ରାଜ୍ୟ ପୁଲିସରେ ଭଲ ଅଧିକାରୀ ଅଛନ୍ତି, ସେମାନେ ତଦନ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଦୋଷୀ କେବେ…

ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି

ସୋନପୁର : ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି  । କଳାହାଣ୍ଡି ଜିଲ୍ଲ ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସୋନପୁରରେ ବିକ୍ଷୋଭ । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ଼ ବିଧାୟକ ତଥା ଗୃହ…

ମମିତା ମେହେର ହତ୍ୟା ମାମଲା: ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ ନିର୍ଦ୍ଦେଶ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ।  ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କଳାହାଣ୍ଡି ଓ ବଲାଙ୍ଗୀର ଏସ୍‌ପିଙ୍କୁ ଏ ସମ୍ପର୍କରେ ରିପୋର୍ଟ ତଲବ…

ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା

ଭୁବନେଶ୍ୱର: ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା। କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଥିଲେ। ୨୦୧୪-୧୯ ଯାଏ ସେ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ। ତେବେ ଆଜି ବିଧିବଦ୍ଧଭାବେ ବିଜେଡ଼ିରେ…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ବିଜେପି ମହିଳା ମୋର୍ଚ୍ଚାର ଅଣ୍ଡାମାଡ

କଳାହାଣ୍ଡି : କ୍ୟାପଟେନଙ୍କ ଘରକୁ ଅଣ୍ଡାମାଡ । ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ତେଜୁଛି ବିରୋଧ । ବିଜେପି ପକ୍ଷରୁ ଆଜି କଳାହାଣ୍ଡି ବନ୍ଦ ପାଳନ କରାଯାଉଥିବା ବେଳେ କ୍ୟାପଟେନ ବିଦ୍ୟଶଙ୍କର…

ମୋ କୁମାର ପୂର୍ଣ୍ଣିମା

ଲୋପାମୁଦ୍ରା ପରିଡା  "ପୁଚି ଲୋ ପୁଚି ଯା ଯା ଲୋ ଘୁଞ୍ଚି ।।" କୁନି କୁନି ପାଦ ସବୁ ଘୁଞ୍ଚି ଘୁଞ୍ଚି ଯାନ୍ତି ହସର ତାଳେ ତାଳେ । "ଠିଆ ପୁଚି ନାରଙ୍ଗ ଗୋଡ ଦିଟା ସାରଙ୍ଗ ସାରଙ୍ଗ ବଣକୁ ଯାଇଥିଲି ସାରଙ୍ଗ କୋଳି ଆଣିଥିଲି ଅଧେ କଲି କଞ୍ଚା, ଅଧେ କଲି ଭଜା ମୋ ଭଉଣୀ ରାଣୀ ଲୋ,…

୫୯ ବର୍ଷ ପୂର୍ବେ ଏହି ଦିନ ଭାରତ ସହ ବିଶ୍ୱାସଘାତକତା କରିଥିଲା ଚୀନ୍‌

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ବହୁତ ପୁରୁଣା। ୧୯୫୯ର ତିବ୍ଦତୀୟ ବିଦ୍ରୋହ ପରେ ଯେତେବେଳେ ଭାରତ ଦଲାଇ ଲାମାଙ୍କୁ ଆଶ୍ରୟ ଦେଇଥିଲା, ସେତେବେଳେ ଚୀନ୍ ଭାରତ ବିରୁଦ୍ଧରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲା।…

ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା; ଆର୍ୟନଙ୍କ ସହ ଅଭିନେତ୍ରୀଙ୍କ ଚାଟ୍‌ ଦାଖଲ କଲା ଏନସିବି

ମୁମ୍ବାଇ: ଆଜି ଡ୍ରଗ୍ସ ମାମଲାରେ ଜଡ଼ିତ ଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ଅଛି। ଆଜି ହେବ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ସେ ନେଇ ଆଜି ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ଏହାପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ…