Latest Odisha News

BREAKING NEWS

Yearly Archives

2021

ଲଗାଣ ବର୍ଷାରେ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡରେ ସ୍ଥିତି ବେହାଲ

ନୂଆଦିଲ୍ଲୀ : ଲଘୁଚାପ ପ୍ରଭାବରେ ଦେଶର ପ୍ରାୟ ସବୁ ରାଜ୍ୟରେ ଜାରି ରହିଛି ବର୍ଷା । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡରେ ସ୍ଥିତି ବେହାଲ ହୋଇଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସ୍ଥିତି ବିଗୁଡୁ ଥିବାରୁ…

ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ବର : ସ୍କୁଲ ଖୋଲିବାକୁ ନେଇ ତତ୍ପର ସରକାର । ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଛି ନୂଆ ଗାଇଡଲାଇନ । ସବୁ ପ୍ରଧାନଶିକ୍ଷକ ଏହି ଗାଇଡଲାଇନ ମାନିବାକୁ ଦିଆଯାଇଛି ନିର୍ଦ୍ଦେଶ । ଆସନ୍ତା ୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିବ । ୨୫ ତାରିଖ ସକାଳ ୯ରୁ ସାଢ଼େ ୧୨ଟା…

ମନୀଷ ମୃତ୍ୟୁ ମାମଲା, ୪ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ପଦାକୁ ଆସିବ ଆହୁରି ଗୁମର । ଆଜିଠୁ ୩ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଝାରପଡ଼ା ଜେଲରେ ଇନଫୋସିଟି ଥାନା ପୋଲିସର ସ୍ପେଶାଲ୍ ଟିମ୍ ପହଞ୍ଚି ୩…

ସଂଯୁକ୍ତ କିଶାନ ମୋର୍ଚ୍ଚାର ପୁରୀ ରେଳଷ୍ଟେସନରେ ରେଳରୋକ

ପୁରୀ: ପୁରୀ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ପୁରୀ ରେଳଷ୍ଟେସନରେ ରେଳରୋକ କରାଯାଇଛି। ତିନି କଳା କୃଷି ଆଇନ ରବ୍ଦ, ସମସ୍ତ କୃଷିଜାତ ଦ୍ରବ୍ୟର ଏମଏସ୍ପି ଦେବା, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରେ କୃଷକ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ…

ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ବିମାନ ଚଳାଚଳ ପ୍ରସଙ୍ଗ ନେଇ ସିନ୍ଧିଆଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି ଅପରାଜିତା । ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ସିଧାସଳଖ ବିମାନ ଉଡାଣକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି…

୧୯ବର୍ଷ ପରେ ମିଳିଲା ନ୍ୟାୟ, ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ

ଦିଲ୍ଲୀ : ୧୯ବର୍ଷ ପରେ ମିଳିଲା ନ୍ୟାୟ । ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରମୀତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ । ଅନ୍ୟ ୪ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁଷ୍କର୍ମ ଓ ନରହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ‘ଡେରା ସଚା ସୌଦା’ର ମୁଖ୍ୟ…

ଯୁବକଙ୍କୁ ପଥରରେ ଛେଚି ନିମର୍ମ ହତ୍ୟା

କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ୫ନମ୍ବର ୱାର୍ଡ଼ ଆଜାଦବସ୍ତି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି ବୁଧୁରାମ ସିରିକା ମୁଣ୍ଡା। ସୂଚନାଯୋଗ୍ୟ ଯେ,…

ପୁଣି ଜନନୀ ଯନ୍ତ୍ରଣା, ୨ କିଲୋମିଟର ଚାଲିଲେ ଗର୍ଭବତୀ

ତେଲକୋଇ : ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଫଳରେ ୨ କିଲୋମିଟର ଚାଲିଲେ ଗର୍ଭବତୀ । ଅବସ୍ଥା ଗୁରୁତର ଥିବାରୁ ଗର୍ଭବତୀଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା…

ବୋମା ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର : ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମା ମାଡ ଘଟଣା । ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଓରଫ ରାଘବ ପାଣ୍ଡେ ଆଜି ଟାଉନ ପୋଲିସ ଦ୍ୱାରା ଗିରଫ । ସେ ନମୋ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା…

ନାବାଳିକାଙ୍କୁ ଉଦ୍ଧାର କରିବ ‘ପ୍ରାରମ୍ଭ’

ଭୁବନେଶ୍ୱର:  ନାବାଳିକାଙ୍କୁ ଉଦ୍ଧାର କରିବ ‘ପ୍ରାରମ୍ଭ’ । ଜାରି ହେଲା ହେଲ୍ପଲାଇନ୍ ନମ୍ୱର  ।  କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ଏହି ‘ପ୍ରାରମ୍ଭ’ ଯୋଜନା । ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ ଏହି ଯୋଜନା । ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରେ ୩…