Latest Odisha News

BREAKING NEWS

Yearly Archives

2021

ୟୁଏଇରେ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ ମେଣ୍ଟର ମାହି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-୨୦ ବିଶ୍ୱକପରେ ଆସନ୍ତା ୨୪ ତାରିଖରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ୟୁଏଇରେ ଦଳ ସହ ସାମିଲ ହେଲେ ମେଣ୍ଟର ମହେନ୍ଦ୍ର ସିଂ ଧୋନି । ପ୍ରଥମ ଅଭ୍ୟାସ ମ୍ୟାଚ ପୂର୍ବରୁ ମାହି ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଚଳିତ…

ମନିଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସତ ଉଗାରିବ ପୋଲିସ । ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ…

ଅଣ-କାଶ୍ମୀର ଶ୍ରମିକଙ୍କୁ ପୋଲିସ/ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର ଆଡଭାଇଜରୀ ମିଛ

କାଶ୍ମୀର: ଅଶ-କାଶ୍ମୀର ଶ୍ରମିକଙ୍କୁ ପୋଲିସ କିମ୍ବା ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର କରିବା ନେଇ ଜାରି ହୋଇଥିବା ଆଡଭାଇଜରୀ ମିଛ । ଏଥିରେ କୌଣସି ସତତ୍ୟ ନାହିଁ । ଆଜି ଏହି ସ୍ପଷ୍ଟୀକରଣ ଦେଇଛି କାଶ୍ମୀର ଜୋନ୍ ପୋଲିସ । ଟ୍ୱିଟ୍ କରି ଆଡଭାଇଡରୀ ଉପରେ ସ୍ପଷ୍ଟୀକପଣରେ ଦେଇ ଏହାକୁ ମିଛ ବୋଲି…

ପୁଣି ବର୍ଷିବ ଜୋର୍, ୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପୁଣି ବର୍ଷିବ ଜୋର୍ । ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମେତ ୧୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର ତେଲେଙ୍ଗାନା ଓ…

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟା ରେଡ୍, ସମ୍ପର୍କୀୟଙ୍କ ଘରୁ ମିଳିଲା ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରମାଣ ଖୋଜା ଚାଲିଛି । ଗତକାଲି ତାଙ୍କ ଘରେ ୨୩ ଘଣ୍ଟା ଧରି ରେଡ୍ ଚାଲିଥିଲା । ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ସମେତ ୧୫ଟି…

ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଂକେତ ଟପିଛି । ମଥାନୀଠାରେ ଏବେ ୬.୦୨ ମିଟର ଜଳସ୍ତର ରହିଛି । ଏଠାରେ ଜଳକାର ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ବସ୍ତା ଓ ବାଲେଶ୍ୱର ସଦର…

ଚନ୍ଦ୍ରଶେଖର ହୋତା ପାଇଲେ ‘ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର’

ବାଙ୍ଗାଲୋର : ଯୁବ ପ୍ରାବନ୍ଧିକ ତଥା ସମାଲୋଚକ ଚନ୍ଦ୍ରଶେଖର ହୋତା ବାଙ୍ଗାଲୋରସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ୨୦୨୦ ମସିହା ପାଇଁ "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର" ଗ୍ରହଣ କରିଛନ୍ତି । ପ୍ରସିଦ୍ଧ ହିନ୍ଦୀ କବି ଅରୁଣ କମଳ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି…

ଦେଶ ସାମ୍ପ୍ରଦାୟିକ ଫାସିବାଦ ଆଡ଼କୁ ମୁହାଁଇଛି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଭାରତବର୍ଷର ନାଭିକେନ୍ଦ୍ରରେ ଆଜି କମ୍ପନ ! ଗଣତନ୍ତ୍ର ଆଜି ରକ୍ତାକ୍ତ ! ଯୁଦ୍ଧ, ସାମ୍ପ୍ରଦାୟିକ ଦଙ୍ଗା, ଦୁର୍ନୀତି, ଅନୀତି, ଧର୍ଷଣ, ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତିଷ୍ଠ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟ ଆଡକୁ ନେଇ ଯିବା ପାଇଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୦ ମୋ ପାଇଁ ଉଦ୍ଦିଷ୍ଟ କୋଠରୀ ଭିତରେ ଗୋଟିଏ ପାଖରେ ଖଟଟିଏ , ତା ପାଖକୁ ଥାକ ଥାକ , ହୋଇ କାନ୍ଥ ଆଲମାରୀ। ମୋତେ ଦେଖାଇ ଦିଆଗଲା ମୋ' ଆଲମାରୀ , ଆଉ ତଉଲିଆ । ଭାରି ସୁନ୍ଦର ବ୍ୟବସ୍ଥା। ପର୍ଦ୍ଦା ପଡିଗଲା ।ସୁଇଚରେ ହାତ…

ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ସଫଳତା । ରାସ୍ତା ଲିଟିଲ ଫ୍ଲାୱାର ସ୍କୁଲ ନିକଟରୁ ବାଇକ ସହ ଏକ ବସ୍ତାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ମାଫିଆକୁ ଗିରଫ କରିଛି । ଦୀର୍ଘ ଦିନରୁ ବଲାଙ୍ଗୀର ଧୁମଭାଟାର…