Latest Odisha News

BREAKING NEWS

Yearly Archives

2021

କେରଳ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

କୁଟିକାଲ: ଦକ୍ଷିଣ ଏବଂ ମଧ୍ୟ କେରଳରେ ବର୍ଷା ବିପର୍ଯ୍ୟୟ ଯୋଗୁ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ରବିବାର ଦିନ କୋଟିକଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। କୁଟିକାଲରେ ୧୨ ଜଣ ଏବଂ ଇଡୁକିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନ୍ୟୁଜ୍ ୧୮ ରିପୋର୍ଟରେ ପ୍ରକାଶ ପାଇଛି। କେରଳ ସିଏମ…

ସରିଲା ମହାକାଶରେ ଫିଲ୍ମ ସୁଟିଂ; ପୃଥିବୀ ଫେରିଲେ ଋଷୀୟ ଟିମ୍‌

ନୂଆଦିଲ୍ଲୀ: ସରିଲା ମହାକାଶରେ ପ୍ରଥମ ଫିଲ୍ମ ସୁଟିଂ। ପୃଥିବୀ ଫେରିଲେ ଋଷୀୟ ଟିମ୍‌। ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶରେ ରହିଥିଲେ। ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର ସୁଟିଂ ପାଇଁ ଚଳିତ ମାସ…

ତୈଳ ଦର ବୃଦ୍ଧି ନେଇ ବଢ଼ିଲା ଲୋକଙ୍କ ଚିନ୍ତା

ମାଲକାନଗିରି: ଉପାନ୍ତ ଅଞ୍ଚଳ ମାଲକାନଗିରିରେ ପୁଣି ବଢ଼ିଲା ତୈଳ ଦର। କାଲିମେଳା ଅଞ୍ଚଳରେ ତେଲ ଦର ସେଞ୍ଚୁରି ମାରିଥିବାବେଳେ ଏବେ ୧୧୩ଟଙ୍କା ବୃଦ୍ଧି ପାଇ ପୁଣି ରେକର୍ଡ଼ ସୃଷ୍ଟି କରିଛି। ହେଲେ ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ତୈଳ କମ୍ପାନୀର ବୃଦ୍ଧି ପାଉଥିବା ଦର ସମସ୍ତଙ୍କ ଚକିତ…

ଠେକୁଆ ମାଂସ ପାଇଁ ସ୍ତ୍ରୀହନ୍ତା ସାଜିଲା ମାତାଲ ସ୍ୱାମୀ

ପାଟଣାଗଡ: ଛୋଟଛୋଟ କଥାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳିଝଗଡା ଲାଗିବା କିଛି ନୂଆ କଥା ନୁହେଁ । ହେଲେ ସେହି ସାମାନ୍ୟ ଝଗଡା ଯଦି ହତ୍ୟାକାଣ୍ଡର ରୂପ ନିଏ, ତେବେ କ’ଣ କରିବେ ଆପଣ ? ବଲାଙ୍ଗୀର ଜିଲ୍ଲାରେ ଠେକୁଆ ମାଂସ ଖାଇବାକୁ ନେଇ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇନଥିଲା ।…

ଶୋ’ ଅଫ୍‌ ଏୟାର୍‌କୁ ନେଇ ମୁହଁ ଖୋଲିଲେ କପିଲ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ସୋ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ଦର୍ଶକମାନେ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କପିଲ ଏହାକୁ ନେଇ ବେଶ୍‌ ଖୁସି ମଧ୍ୟ ଅଛନ୍ତି। ନିକଟରେ ତାଙ୍କ ଶୋ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ। ଯଦିଓ କପିଲଙ୍କ…

କଳାହାଣ୍ଡିରେ ସାମାଜିକ ସେବା କାର୍ଯ୍ୟକ୍ରମ

କଳାହାଣ୍ଡି: କଳାହାଣ୍ଡିରେ ସାମାଜିକ ସେବା କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଏକମାସ ଧରି ହେବାକୁ ଥିବା ସାମାଜିକ ସେବା କାର୍ଯ୍ୟକ୍ରମ ଚାଲିଛି। ବିଜୁ ଜନତା ଦଳ ଟାଉନ ଉପସଭାପତି ରାଜୀପ ଲୋଚନ ଶତପଥିଙ୍କ ନେତୃତ୍ୱରେ…

ଆଜିଠୁ ଆରମ୍ଭ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: BTech, BArch, BPlan, BCAT ଏବଂ ଇଣ୍ଟିଗ୍ରେଟେଡ୍ MSc ପାଠ୍ୟକ୍ରମ ପାଇଁ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ୨୦୨୧ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେବ। ଆଜି ଅପରାହ୍ନ ୫ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ବିସ୍ତୃତ କାର୍ଯ୍ୟସୂଚୀ, ସିଟ୍ ମ୍ୟାଟ୍ରିକ୍ସ ଏବଂ କାଉନସେଲିଂ…

ବେଆଇନଭାବେ ସ୍ଥାନ ସଂରକ୍ଷଣ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଅଭିଯୋଗ

ସୁବର୍ଣ୍ଣପୁର: ପଞ୍ଚାୟତ ନିର୍ବାଚନ ନେଇ ବଢ଼ୁଛି ଉଷ୍ମତା। ବେଆଇନଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା ନେଇ ଉଠୁଛି ବିବାଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଆସିଛି ଏହିଭଳି ଅଭିଯୋଗ। ବିଜେଡ଼ି ଦଳକୁ ସୁହାଇଲା ଭଳି ପଞ୍ଚାୟତ ନିର୍ବାଚନ ପାଇଁ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତି, ପଛୁଆ…

ବିୟର୍‌ ଗ୍ରୀଲ୍ସ ଶୋ’ରେ ନଜର ଆସିବେ ଅଜୟ ଦେବଗନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କୁ ୨୨ ଅକ୍ଟୋବରରେ ଡିସ୍‌କଭରି ନେଟୱାର୍କରେ ଦୁଃସାହସିକ ଶୋ ’ଇନଟୁ ଦ ୱାଇଲ୍ଡ ୱିଥ୍‌ ବିୟର୍‌ ଗ୍ରିଲ୍ସ 'ରେ ଦେଖିବାକୁ ମିଳିବ। ଏହି ଶୋ’ରେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନେତା ରଜନୀକାନ୍ତ ଏବଂ ଅକ୍ଷୟ କୁମାର ଅଭିନୟ କରିଛନ୍ତି।…

ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ, ଚିକିତ୍ସା ନପାଇ ରୋଗୀ ନିରାଶ

କେନ୍ଦୁଝର: ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆୟୁଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ। ଏପଟେ ରୋଗୀ ଚିକିତ୍ସା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବକ୍ସିବାରିଗାଁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ୫୦ରୁ ଉର୍ଦ୍ଧ୍ବ ରୋଗୀ ଆୟୁଷ…