Latest Odisha News

BREAKING NEWS

Yearly Archives

2021

କେରଳରେ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ଥିରୁବନନ୍ତପୁରମ୍‌: ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ଯାହା ଫଳରେ କେରଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ଆହୁରି ଅଧିକ ଲୋକ ନିଖୋଜ ଅଛନ୍ତି। ରିପୋର୍ଟ  ମୁତାବକ, କୋଟାୟାମ ଜିଲ୍ଲାର ଆଉ ତିନିଟି ମୃତଦେହ ଉଦ୍ଧାର କରାଯାଇଛି।…

ରେମତା ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବରଗଡ଼: ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା। ରେମତା ଗାଁ ମଝିରୁ ଉଦ୍ଧାର ହେଲା ବଜ୍ରକାପ୍ତା। ବରଗଡ଼ ଜିଲ୍ଲା ରେମତାଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରଥମେ ଏହାର ଶବ୍ଦ ଶୁଣିଥିଲେ। ଅନ୍ୟ ଯୁବକଙ୍କୁ ଏହି ଶବ୍ଦ ବିଷୟରେ ଜଣାଇବା ସହ ସେମାନଙ୍କ ସହଯୋଗରେ ତାଙ୍କ…

ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ ଦାବି, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ: ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ କରାଯାଉ । ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି…

ବିବାହ ବନ୍ଧନରେ ଆବଦ୍ଧ ହେବେ ଭିକି!

ନୂଆଦିଲ୍ଲୀ: ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଭିକି ଏବଂ କ୍ୟାଟ୍ରିନା ଉଭୟ ଡେଟ୍‌ କରୁଛନ୍ତି। ଭିକି ଓ କ୍ୟାଟ୍ରିନାଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି। ଯଦିଓ ଉଭୟ କଳାକାର ଏପର୍ଯ୍ୟନ୍ତ ଖୋଲାଖୋଲି…

ଶେଷଥର ପାଇଁ ପରଦାରେ ନଜର ଆସିବେ ଶିଡ୍‌ନାଜ !

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ତଥା ସ୍ବର୍ଗତଃ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ଶିଡ୍‌ନାଜ୍‌ ଫା୍ୟନ୍ସଙ୍କୁ ଶକ୍ତ ଝଟ୍‌କା ଲାଗିଛି। ତେବେ ଶିଡ୍‌ନାଜଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ସୂଚନା ଅନୁଯାୟୀ ଶେଷ ଥର ପାଇଁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ୍…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡ ଆବେଦନର ଆଜି ଶୁଣାଣି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିବ କମିଶନରେଟ ପୋଲିସ । ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି । ୫ ଦିନିଆ…

ବଢୁଛି ପ୍ରଦୂଷଣ; ଉଦ୍‌ବେଗଜନକ ସ୍ଥିତିରେ ରାଜଧାନୀ

ନୂଆଦିଲ୍ଲୀ: ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ପୁଣିଥରେ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ଦେଶର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଉତ୍ତରପ୍ରଦେଶର ବାଗପାତ୍‌ ପ୍ରଥମ…

T-20 ବିଶ୍ୱକପ୍: ଆଜିଠୁ କ୍ୱାଲିଫାୟାର ରାଉଣ୍ଡ, ୨୩ରୁ ଅସଲ ଲଢ଼େଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ । ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ମହାମୁକାବିଲା । ଆଜିଠୁ ଆରମ୍ଭ ହେବ କ୍ୱାଲିଫାୟାର ରାଉଣ୍ଡ । ସୁପର୍ ୧୨କୁ ଯିବାକୁ ଥିବା ୪ଟି ଟିମ୍ ପାଇଁ ଲଢ଼େଇ ହେବ । ୮ଟି ଟିମ୍ ଭାଗ ନେଉଛନ୍ତି ।…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଥମିବାର ନା ନେଉନି ତୈଳ ଦର। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରେକର୍ଡ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ଭାରତର ସମସ୍ତ ପ୍ରମୁଖ ସହରରେ ରେକର୍ଡ ସ୍ତରରେ ବିକ୍ରି ହେଉଛି। ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୫.୮୪ ଟଙ୍କାରେ…

ଆଜି ରାଜ୍ୟରୁ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ପାଖାପାଖି ୧୦୦ ଅଧିକ । ଗତକାଲି ରାଜ୍ୟରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଏହି ସଂଖ୍ୟା ରହିଛି ୪୪୩ । କ୍ୱାରେଣ୍ଟିନରୁ ୨୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୫ । ୧୮ ବର୍ଷ…