Latest Odisha News

BREAKING NEWS

Yearly Archives

2021

ସୀମାରେ ବୃଦ୍ଧି ପାଇବ ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା

ନୂଆଦିଲ୍ଲୀ : ପାକିସ୍ତାନ, ବାଂଲାଦେଶ ଅନ୍ତର୍ଜାତୀୟ ସୀମା ରହିଥିବା ୩ ରାଜ୍ୟ ମଧ୍ୟରେ ୫୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା । ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ ବିଏସଏଫର ଅଧିକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ…

ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଝଟକା । ପୁଣି ଥରେ ଘୁଞ୍ଚିଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ଆଜି କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ । ଆସନ୍ତା ୨୦ ତାରିଖରେ ହେବ ପରବର୍ତ୍ତି ଶୁଣାଣି । ତେବେ ୨୦ ତାରିଖ…

ଚର୍ଚ୍ଚାରେ ଚକୋଲେଟରେ ନିର୍ମିତ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା ନେଇ ସବୁବେଳେ କୋଲକାତା ସହର ଚର୍ଚ୍ଚାରେ ଥାଏ । ଚଳିତବର୍ଷ କରୋନା କଟକଣା ମଧ୍ୟରେ ଚକୋଲେଟରେ ନିର୍ମିତ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଖୁବ ଚର୍ଚ୍ଚାରେ ରହିଛି । ୨୫ କି.ଗ୍ରା ବେଲଜିୟନ୍ ଚକୋଲେଟରେ ପ୍ରସ୍ତୁତ ହୋଇଛି ଦୁର୍ଗତିନାଶିନୀଙ୍କ…

ଖୋଲୁଛି ମନୀଷ ମୃତ୍ୟୁର ଗୁମର, ଘଟଣା ଦିନ ୨ ସନ୍ଦିଗ୍ଧ କେଉଁଠି ଯାଇଥିଲେ ପୋଲିସ ହାତରେ ପ୍ରମାଣ

ଭୁବନେଶ୍ବର : ଖୋଲୁଛି ମନୀଷ ମୃତ୍ୟୁର ଖିଅ । ଘଟଣା ପରେ ଲିଟୁ ଓ ମୁନା, କେଉଁଠି ରହିଥିଲେ ତାହାର ସବୁ ପ୍ରମାଣ ଲାଗିଛି ପୋଲିସ ହାତରେ । ଘଟଣା ଦିନ ହୋଟେଲ ସାଉଥ ସିଟିରୁ ବାହାରି ୨ ସନ୍ଦିଗ୍ଧ ୟୁନିଟ ୪ରେ ଥିବା ହୋଟେଲ ସ୍ବାଗତ ପ୍ୟାଲେସକୁ ଆସିଥିଲେ । ସେହିଦିନ ଭୋର ୫ଟା ୩୦ରେ ଲିଟୁ ଓ…

ଭାରତୀୟ ପାଣିପାଗ ବିଭାଗର ସୂଚନା, ବାତ୍ୟା ନୁହେଁ କେବଳ ବର୍ଷା ହେବ

ଭୁବନେଶ୍ବର : ବାତ୍ୟା ନୁହେଁ, କେବଳ ବର୍ଷା ହେବ । ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ…

ଖାରଜ ହେଲା ଅରମାନ କୋହଲିଙ୍କ ଜାମିନ ଆବେଦନ

ମୁମ୍ବାଇ: ବଲିଉଡ ଅଭିନେତା ଅରମାନ କୋହଲିଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଡ୍ରଗ୍ସ କେସରେ କୋହଲି କରିଥିବା ଜାମିନ ଆବେଦନକୁ ଏନଡିପିଏସ କୋର୍ଟ ଖାରଜ କରି ଦେଇଛନ୍ତି । ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଅଗଷ୍ଟ ୨୮ରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଜବତ କରିଥିଲା । ଅରମାନ ସେ…

ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ !

ଭୁବନେଶ୍ୱର : ଦୂର୍ଗାପୂଜା ଛୁଟି ପରେ ଅନ୍ୟ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତିରେ ସୁଧାର ଆସିବ ଏବଂ ଅନ୍ୟ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ।  ସ୍କୁଲ…

ମଧ୍ୟ ଏସିଆରେ ଅସ୍ଥିରତା ସୃଷ୍ଟି ପାଇଁ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି ଇରାକ, ସିରିୟାର ଆତଙ୍କବାଦୀ !

ନୂଆଦିଲ୍ଲୀ: ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଇରାକ ଓ ସିରିୟାର କୁଖ୍ୟାତ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି । ଏହା ଏକ ଚିନ୍ତାର ବିଷୟ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ କହିଛନ୍ତି । ଆଫଗାନିସ୍ତାନରେ ସ୍ଥିତି ଭଲ ନାହିଁ । ଯୁଦ୍ଧରେ ପାରଙ୍ଗମ…

ତାଲିବାନର ଧମକ ପରେ କାବୁଲକୁ ବିମାନ ଚଳାଚଳ ସ୍ଥଗିତ କଲା ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପିଆଇଏ ଗୁରୁବାର ଦିନ କାବୁଲରୁ ବିମାନ ଚଳାଚଳ ରଦ୍ଦ ରଖିବାକୁ ଘୋଷଣା କରିଛି । ଏହା ପୂର୍ବରୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏସିଏଏ ପକ୍ଷରୁ ପିଆଇଏ ଓ କାମ୍ ଏୟାର ଲାଇନ୍ସକୁ କାବୁଲ-ଇସଲାମାବାଦ ବିମାନର…

ବିଧାୟକ ମୋହନ ମାଝୀ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଉପରେ ହୋଇଥିଲା ବୋମାମାଡ । ଗତ ୧୦ ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଦିନରାତି ଏକ କରିଥିଲା ତଦନ୍ତକାରୀ ଦଳ । ଏପରିକି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କରାଯାଇ ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା । ଆଜି ଆକ୍ରମଣ ମାମଲାରେ ୫…