Latest Odisha News

BREAKING NEWS

Yearly Archives

2021

ଅମର ଅକ୍ଷୟ. . .

ଭୁବନେଶ୍ୱର: ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ , ଗୋଟେ ନାଁ ନୁହେଁ, ଗୋଟେ ଆବେଗ  । ଓଡ଼ିଆ ଆଧୁନିକ ସଙ୍ଗୀତର ଯୁଗ ସ୍ରଷ୍ଟା । ଓଡ଼ିଶାର ସଙ୍ଗୀତ ସମ୍ରାଟ ଚିର ସବୁଜ ଅକ୍ଷୟ ମହାନ୍ତି। ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତର ଯୁଗଳବନ୍ଦୀ ଯୁଗେ ଯୁଗେ…

ଜାତୀୟ ମାନବାଧିକାର ଆୟୋଗର ୨୮ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଦିଲ୍ଲୀ: ଜାତୀୟ ମାନବାଧିକାର କମିଶନରର ସ୍ଥାପନା ଦିବସ ଏହି ସମୟରେ ଆୟୋଜନ କରାଯାଉଛି ଯେଉଁ ସମୟରେ ଆମ ଦେଶ ନିଜ ଆଜାଦୀର ଅମୃତ ମହୋତ୍ସବ ମନଉଛି। ଭାରତ ପାଇଁ ମାନବ ଅଧିକାରର ପ୍ରେରଣା, ମାନବ ଅଧିକାରର ମୂଲ୍ୟର ବହୁତ ବଡ଼ ଶ୍ରୋତ ଆଜାଦୀ ପାଇଁ ଆନ୍ଦୋଳନ ଆମ ଇତିହାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାଘ ଆକ୍ରମଣରେ ୬ ବର୍ଷୀୟ ନାବାଳକର ମୃତ୍ୟୁ

ନବରଙ୍ଗପୁର: ରାଇଘର ତୁରୁଡିହି ଗାଁରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତ ବାଳକ ଜଣକ ଅମିତ ମର୍କାମ ବୋଲି ଜଣାପଡିଛି । ନିଜ ପରିବାର ସହ ଅମିତ ଛତିଶଗଡର ଶିହୱା ଶୀତଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି…

ସୁବର୍ଣ୍ଣପୁରରେ କରୋନା କଟକଣା ମଧ୍ୟରେ ମା’ଙ୍କ ସପ୍ତମୀ ପୂଜା

ସୁବର୍ଣ୍ଣପୁର : ଧରାବତରଣ କରିଛନ୍ତି ମା’ ଦୁର୍ଗା। ସୁବର୍ଣ୍ଣପୁର ଆଜି ବଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପି ଉଠୁଛି ପରିବେଶ। ପୀଠରେ ମା’ଙ୍କ ନବରାତ୍ର ପୂଜା ସହ ଚାଲିଛି ଷୋଡଶ ପୂଜା। କରୋନା କଟକଣା ମଧ୍ୟରେ ବିଭିନ୍ନ ପୂଜା…

ମମତା ବାନାର୍ଜୀଙ୍କ ଅଫିସ୍‌ରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍‌ରେ ଅଗ୍ନିକାଣ୍ଡ। ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗର ଅସ୍ଥାୟୀ ରାଜ୍ୟ ସଚିବାଳୟ ଥିବା…

ଆର୍ଯ୍ୟନଙ୍କ ପାଇଁ ନୂଆ ଓକିଲ ନିଯୁକ୍ତ

ମୁମ୍ବାଇ: ପୁଅ ଆର୍ଯ୍ୟନ ପାଇଁ କିଙ୍ଗଖାନ ଶାହରୁଖଙ୍କ ଚିନ୍ତା ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି । ମୁମ୍ବାଇ ଡ୍ରଗ୍ସ ମାମଲାରେ ପୁଅ ପାଇଁ ଏବେ କିଙ୍ଗଖାନ ଯୋଗାଡ କରିଛନ୍ତି ଆଉ ଜଣେ ଓକିଲ । ଏ ହେଉଛନ୍ତି ସେହି ଓକିଲ ଯିଏ ସଲମାନଙ୍କୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜାମିନରେ ମୁକୁଳାଇଥିଲେ ।…

ଦଶହରାରେ ଓଟିଡ଼ିସିର ପିଠା ଅନ୍ ହ୍ୱିଲ୍, ନିମନ୍ତ୍ରଣରେ ସ୍ୱତନ୍ତ୍ର ବ୍ୟଞ୍ଜନ

ଭୁବନେଶ୍ୱର: ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ। ଆଜିଠୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପିଠା ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁରର ବିଭିନ୍ନ ସ୍ଥାନରେ କାଉଣ୍ଟର ଓ ପିଠା ଅନ୍…

୨ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ଛୁଆଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରାଯାଇଛି। କୋଭିଡ-୧୯ କୁ ନେଇ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଏହି ଅନୁମୋଦନ ଦିଆଯାଇଛି। ହାଇଦ୍ରାବାଦ ଭିତ୍ତିକ ଭରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ ବର୍ଷରୁ କମ୍ ପିଲାମାନଙ୍କ ଉପରେ…

ମା’ ତାରାତାରିଣୀ ପୀଠରେ ଭୟଙ୍କର ଅଗ୍ନିକାଣ୍ଡ

ବ୍ରହ୍ମପୁର: ତାରାତାରିଣୀ ପୀଠରେ ନିଆଁ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ଦୀପ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପସିରରରେ ଥିବା ୩ ଟି ଦୀପ ଘରେ ନିଆଁ ଲାଗିଛି। ନବରାତ୍ରୀ ପୂଜା ଚାଲିଥିବା ସମୟରେ ଏପରି ଅଘଟଣ ଘଟିଛି । ଏଥିରେ କାହାର କୌଣସି…

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।…