Latest Odisha News

BREAKING NEWS

Yearly Archives

2021

ନିରାଶ ଚୋରର ଚିଠି, ଘରେ ଟଙ୍କା ନରଖି ତାଲା କାହିଁକି ପକେଇଥଲ ?

ଭୁବନେଶ୍ୱର: ଆଜିକାଲିର ଚୋରଙ୍କର ବି ମାନ ସମ୍ମାନ ଅଛି । ଚୋରି ହେଉ ଅବା ନହେଉ, ସେମାନେ ବି ନିଜ ମନର କଥା ଜଣାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଜଣେ ଚୋର ଓ ତା ଚିଠିକୁ ନେଇ ମଧ୍ୟପ୍ରଦେଶରେ ଘଟିଥିବା ଏକ ଘଟଣା ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶର ଦେୱାସ୍…

ସୁରଜ ବଡଜାତ୍ୟାଙ୍କ ‘ଉଁଚାଇ’ରେ ପରିନୀତିଙ୍କୁ ଏଣ୍ଟ୍ରି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ନିଜ ଚଳଚ୍ଚିତ୍ର ବିଷୟରେ ସୋସିଆଲ୍‌ ମିଡିଆରେ ଘୋଷଣା କରିଛନ୍ତି। ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ 'ଉଁଚାଇ'ରେ ଅଭିନୟ କରିବେ। ପରିନୀତି ନେପାଳରେ ଫିଲ୍ମର କ୍ରୁ ସଦସ୍ୟଙ୍କ ସହ ଯୋଗ ଦେଇଥିଲେ। ନି ର୍ଦ୍ଦେଶକଙ୍କ ସହ ଏକ ଫଟୋ ସେୟାର…

ପୋଲିସ୍ ହାତରେ ଏଟିଏମ୍ ଲୁଟେରା

ସୁବର୍ଣ୍ଣପୁର: ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ଯ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ ସୁବର୍ଣ୍ଣପୁର ଜିଲ୍ଲା ସଦର…

ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ବେଶ କିଛିଦିନ ଧରି କମଳା ପସନ୍ଦ ନାମକ ଏକ ପାନ ମସଲା ବ୍ରାଣ୍ଡର ବିଜ୍ଞାପନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫଟୋ ସାମ୍ନାକୁ ଆସିଥିଲା । ପାନ ମସଲାର ବ୍ରାଣ୍ଡିଂ କରିବା ଘଟଣା ମେଗାଷ୍ଟାରଙ୍କ ଅଗଣିତ ଫ୍ୟାନଙ୍କୁ ଦୁଃଖିତ କରିଥିଲା । ସୋସିଆଲ୍ ମିଡିଆରେ ଏ ନେଇ ବିଭିନ୍ନ ପ୍ରକାର…

ଘୂର୍ଣ୍ଣି ବଳୟ ସକ୍ରିୟ , ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣି ବଳୟ ସକ୍ରିୟ ହୋଇଛି ଏହାର ପ୍ରଭାବରେ ୩୬ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ଘନିଭୂତ ହୋଇ ୪ ରୁ ୫ ଦିନ ଯାଏଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରମୁହାଁ ହେବ । ତେବେ ବାତ୍ୟା…

‘ହମ୍ ଦୋ ହମାରେ ଦୋ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଫିଲ୍ମ 'ହମ୍ ଦୋ ହମାରେ ଦୋ'ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, କ୍ରିତି ସାନନ୍, ପରେଶ ରାୱଲ ଏବଂ ରତ୍ନା ପାଠକ ଶାହା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାପୂର୍ବରୁ କ୍ରିତି ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମର ପୁରା କାଷ୍ଟର ପରିଚୟ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ବର୍ଷା ବରଣ ବର୍ଷା ଖୋଜୁଥିଲି । ତୁମକୁ ନେଇ ଥରେ ଅଧେ ତିଆରି ହେଉଥିବା ଅନିଶ୍ଚିତତାର ଡହକରୁ ମୁକୁଳିଯିବାକୁ ଚାହୁଁଥିଲି । ତୁମେପଣର ଆର୍ଦ୍ରତାରେ ଜୁଡୁବୁଡ଼ୁ ହେବାକୁ ଇଚ୍ଛାଟା ସବୁଦିନିଆଁ ଏବେ । ତୁମେ କିନ୍ତୁ ମେଘ ହୋଇ ଆଖି ପାଆନ୍ତାରେ ଥାଅ ସିନା ହାତ ପାଆନ୍ତାରେ ନୁହେଁ । ଅଭିମାନରେ…

ଟ୍ରକ ଧକ୍କାରେ ଶ୍ରମିକ ମୃତ

ତାଳଚେର : ଟ୍ରକ୍ ଧକ୍କାରେ ଶ୍ରମିକଙ୍କ ଜୀବନ ଗଲା । ତାଳଚେର କଳିଙ୍ଗ ଖଣି ଅଞ୍ଚଳର ସୋଲଡା ଅଞ୍ଚଳରେ ଟ୍ରକ ଆସୋସିଏସନ ଇନ୍ ଗେଟ ଠାରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ସନ୍ତୁରି ତପନ । ଘଟଣା ସ୍ଥଳରେ ଗୋପାଳପ୍ରସାଦ ଫାଣ୍ଡି ପୋଲିସ ପହଁଚି…

ଢେଙ୍କାନାଳରେ କର୍ଣ୍ଣାଟକ ପୋଲିସର ଚଢାଉ, ଧରାପଡିଲା ସାଇବର ଠକ

ଢେଙ୍କାନାଳ: ତାଜା ସ୍ଥିତିରେ ସାଇବର ଠକାମୀର ଧାରା ଅପ୍ରତ୍ୟଶିତ ଭାବେ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ଏ ନେଇ ଅଭିଯୋଗ ସାମ୍ନାକୁ ଆସୁଛି । ନିକଟରେ କର୍ଣ୍ଣାଟକ ପୋଲିସ ହାତରେ ଓଡିଶାର ଜଣେ ସାଇବର ଠକ ଧରାପଡିଛି । ଢେଙ୍କାନାଳ ଜିଲ୍ଲାରୁ ଜଣେ ଯୁବକ କର୍ଣ୍ଣାଟକ ପୋଲିସ…

ବିନା ଭକ୍ତ ଓ କଟକଣା ଭିତରେ ହେବ ଛତର ଯାତ୍ରା

ଭବାନୀପାଟଣା: ବିଭିନ୍ନ ପୀଠ ଗୁଡିକରେ ଚାଲିଛି ମାଆଙ୍କର ପୂଜାର୍ଚ୍ଚନା । ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ପୀଠ ଗୁଡିକରେ ଚାଲିଛି ସପ୍ତମୀ ପୂଜା । କୋଭିଡ଼ କଟକଣା ଭିତରେ ସମସ୍ତ ପୂଜାର୍ଚ୍ଚନା କରାଯାଉଛି । ସେହିଭଳି  କଳାହାଣ୍ଡିରେ ମାଆ ମାଣିକେଶ୍ୱରୀଙ୍କ ନିକଟରେ ଚାଲିଛି…