Latest Odisha News

BREAKING NEWS

Yearly Archives

2021

ଲଦାଖରେ ଶାନ୍ତି ଚାହୁଁନି ଚୀନ୍: ୮ଘଣ୍ଟା ଆଲୋଚନାରେ ଭାରତ ପ୍ରସ୍ତାବରେ ରାଜି ହେଲାନି

ନୂଆଦିଲ୍ଲୀ: ଲଦାଖଲରେ କଣ ଚାହୁଁଛି ଚୀନ୍ ? ସୀମା ବିବାଦକୁ ନେଇ ଭାରତ ସହ ଚାଲିଥିବା ସମସ୍ୟାର ସମାଧାନ ବୋଧେ ଚାହୁଁନି ଚୀନ୍ । ଗତକାଲି ବସିଥିଲା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଏମିତି କିଛି ବୁଝା ପଡୁଛି । କାରଣ ଗତକାଲିର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ବିବାଦର…

ପୁଣି ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ୍‌। ସୋମବାର ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୩୦ ପଇସା ଏବଂ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।…

ଆଜି ମଣ୍ଡପରେ ଆବାର୍ଭାବ ହେବେ ଦେବୀ ଦୁର୍ଗା, ଶକ୍ତିପୀଠରେ ମହାସପ୍ତମୀ

ଭୁବନେଶ୍ୱର: ଜଗତଜନନୀଙ୍କ ଆଗମନ ପାଇଁ ଧରାପୃଷ୍ଠ ଚଳଚଞ୍ଚଳ । ଆଜି ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ତେବେ କରୋନା କଟକଣାରେ ହେବ ପୂଜାର୍ଚ୍ଚନା । କରୋନା ଯୋଗୁ ଏବର୍ଷ ଉତ୍ସାହ ଫିକା ପଡ଼ିଛି । କୋଭିଡ୍ ଗାଇଡଲାଇନରେ କେବଳ ରୀତିନୀତିରେ ଶକ୍ତୀମୟୀଙ୍କ ଆରାଧନା କରାଯିବ । ମଣ୍ଡପରେ…

ମହୁମାଛି ଆକ୍ରମଣରେ ବାପା-ଝିଅ ମୃତ

ସୁନ୍ଦରଗଡ଼: ମହୁମାଛି ମାରି ଦେଲେ । ମହୁମାଛି ଆକ୍ରମଣରେ ଗଲା ବାପା-ଝିଅଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଜଗାଙ୍ଗପୁର ବ୍ଲକ ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡ଼ାରେ ମହୁମାଛି ଆକ୍ରମଣରେ ବାପା-ଝିଅଙ୍କର ଅକାଳ ବିୟୋଗ ହୋଇଛି । ମୃତକମାନେ ହେଲେ ଗୁରୁ ବନଛୋର ଓ…

ଭିଜିଲାନ୍ସ ଜାଲରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ

ଦେବଗଡ଼: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ଘରେ ରେଡ୍ । ଏକକାଳୀନ ଭିଜିଲାନ୍ସ ଟିମ୍ ତାଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ଅଫିସରେ ରେଡ୍ ଚଳାଇଛନ୍ତି । ୩ଟି ସ୍ଥାନରେ ରେଡ୍…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମୋଡରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ବାଜିବ…

ଆର୍ୟନ ଖାନଙ୍କୁ ମିଳିବ କି ବେଲ୍ ? ଆଜି ସେସନ୍ସ କୋର୍ଟରେ ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳିବ କି ନାହିଁ ? ଆଜି ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କର ବେଲ୍ ଆବେଦନର ଶୁଣାଣି ହେବ । ସ୍ୱତନ୍ତ୍ର NDPS କୋର୍ଟ ବେଲ୍ ପିଟିସନର ଶୁଣାଣି କରିବେ । ମୁମ୍ୱାଇ ମେଟ୍ରୋପଲିଟାନ୍ କୋର୍ଟରୁ ନିରାଶ ହୋଇଥିଲେ ଆର୍ୟନ୍ ।…

IPL ଫାଇନାଲରେ ଚେନ୍ନାଇ: ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଧୋନି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ । ନବର ଥର ଫାଇନାଲକୁ ଯାଇଛି ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାରରେ କମାଲ କଲେ ମାହି । ଶେଷ ଓଭରରେ ମୁମ୍ୱାଇ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ।…

ଆଜିଠୁ ଟୁଇନ୍ ସିଟିରେ ପାର୍ବଣ କର୍ଫ୍ୟୁ, ରାତି ୮ଟାରୁ ମାର୍କେଟ ବନ୍ଦ

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ଆଜିଠୁ କଟକ, ଭୁବନେଶ୍ୱରରେ ଲାଗିବ ପାର୍ବଣ କର୍ଫ୍ୟୁ । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠୁ ଟୁଇନ୍ ସିଟିରେ ରାତି ୮ଟାରୁ ସାଗିବ ରାତ୍ରିକାଳୀନ କର୍ଫ୍ୟୁ । ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ । ଆସନ୍ତା ୨୦ ତାରିଖ ଯାଏ ଏହି କଟକଣା…

କବିତା : ମଉଳା ଗଜରା

ଭାରତୀ ସରିତା ମହାନ୍ତି  ମନ ପ୍ରଜାପତି ଉଡି ବୁଲୁଥିଲା ଡେଣା ଦୁଇ ହେଲା ଚ୍ୟୁତ ରଙ୍ଗହୀନ ଦେହ ତୁଟାଇଲା ମୋହ ଝୁରେ ବସି ସେ ଅତୀତ। ଜହ୍ନ ଆଲୁଅରେ କୁଞ୍ଜ ବନେ ନିତି ଫୁଲର ସୌନ୍ଦର୍ଯ୍ୟ ଦେଖେ ରଙ୍ଗହୀନ ସେହି ଜୀବନକୁ ନେଇ କେମିତି ବଞ୍ଚିବ ସୁଖେ? ଫଗୁଣର ରଙ୍ଗ ପଡିଗଲା ଫିକା…