Latest Odisha News

BREAKING NEWS

Yearly Archives

2021

ବାଲୋଚିସ୍ତାନରେ ଜିନ୍ନାଙ୍କ ପ୍ରତିମୂର୍ତି ଉଡାଇଦେଲେ ଆତଙ୍କବାଦୀ

କରାଚୀ: ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ନିଜେ ଏଥିରେ ଫସିବା ଆରମ୍ଭ କରିଛି । ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରିବା ପରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ବାଲୋଚିସ୍ତାନରେ ମହମ୍ମଦ ଅଲୀ ଜିନ୍ନାଙ୍କ…

ଟ୍ୟାପ ଟୁ ଡ୍ରିଙ୍କ: ପୁରୀର ଗାଧୁଆ ଘରେ ଓ ନାଳରେ ଭାସି ଯାଉଛି ଆରଓ ଜଳ

ପୁରୀ: ସରକାରଙ୍କ ଟ୍ୟାପ ଟୁ ଡ୍ରିଙ୍କ ଏକ ମହତ୍ୱକାଂକ୍ଷୀ ଯୋଜନା । ତେବେ ଏହି ଯୋଜନା ଧିରେ ଧିରେ ବିଫଳତା ଆଡକୁ ଗତି କରୁଛି । ବିଶୁଦ୍ଧ ରିଭର୍ସ ଓସମେସିସି (ଆରଓ) ପୁରୀ ସହରର ପ୍ରାୟ ସମସ୍ତ ଘରକୁ ଯୋଗଣ ହେଉଛି । ତେବେ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ବିଶୁଦ୍ଧ ପାଣି ଗାଧୁଆଘରରେ,…

ରାଜ୍ୟବାସୀଙ୍କୁ ଆଶ୍ୱସ୍ତି: ରାଜ୍ୟରେ ତୃତୀୟ ତରଙ୍ଗର ବିଶେଷ ପ୍ରଭାବ ପଡ଼ିନପାରେ

ଭୁବନେଶ୍ୱର: ରାଜ୍ୟରେ କରୋନାର ତୃତୀୟ ତରଙ୍ଗର କୌଣସି ବଡ ପ୍ରଭାବ ନଥିବା ସୋମବାର ଓଡ଼ିଶା ସରକାର କହିଛନ୍ତି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାର କୋଭିଡ୍‌-୧୯ ପରିସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ। ସେ ୧୨ ଟି ଜିଲ୍ଲାରେ…

ରାଜନୀତିର ବିଚାର ଓ ବିଚାରର ରାଜନୀତି

କିଶନ ପଟ୍ଟନାୟକଙ୍କ ପୁଣ୍ୟତିଥିରେ....... "ଯେଉଁଠାରେ ବୁଦ୍ଧିଜୀବୀର ଆତ୍ମ ଗୌରବ ନାହିଁ, ସେ ଛୋଟଲୋକ । ତେଣୁ ଜନମାନସ ଉପରେ ତାର ପ୍ରଭାବ ନ ପଡ଼ିବା ସ୍ୱାଭାବିକ ।" - କିଶନ ପଟ୍ଟନାୟକ, 'ଭାରତୀୟ ବୁଦ୍ଧିଜୀବୀର ସଙ୍କଟ' । କିଶନବାବୁଙ୍କୁ ପ୍ରାୟତଃ ସମସ୍ତେ ଜଣେ ସମାଜବାଦୀ ନେତା ଭାବରେ…

ଭାରତ ବନ୍ଦରେ ପ୍ରଭାବିତ ଫୁଲବାଣୀ ,ଦୋକାନ ବଜାର ବନ୍ଦ

କନ୍ଧମାଳ : ଫୁଲବାଣୀରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ନବନିର୍ମାମ କୃଷକ ସଂଙ୍ଗଠନ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦ କୁ ସମର୍ଥନ କରି କନ୍ଧମାଳ ଜିଲ୍ଲାକୁ ବନ୍ଦ କରିଦିଆଯାଇଛି ।ସକାଳୁ ସକାଳୁ ନବ ନିର୍ମାଣ କୃଷକ…

ସିଙ୍ଘୁ ସୀମାରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୃଷକ ମୋର୍ଚ୍ଚାର ଭରତ ବନ୍ଦ ସମୟରେ ଦିଲ୍ଲୀ-ହରିୟାଣାର ସିଙ୍ଘୁ ସୀମାରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ ପୋଲିସ କହିଛି ଯେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ପୋଷ୍ଟ ମର୍ଟମ ପରେ ହିଁ ଚାଷୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି…

କେନ୍ଦୁଝରରେ ଭାରତ ବନ୍ଦ ଡାକରା ପ୍ରଭାବରେ ଗାଡି ଚଳାଚଳ ଠପ୍

କେନ୍ଦୁଝର: କେନ୍ଦୁଝରରେ ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ସହରର ଗାନ୍ଧୀ ଛକରେ ସିପିଆଇ(ଏମଏଲ) ଲିବାରେସନ,ଅଖିଳଭାରତୀୟ କୃଷକ ମହାସଭା ,ଇଣ୍ଡିଆନ ନେସନାଲ ଟ୍ରେଡ ୟୁନିୟନ…

ଲଗାଣ ବର୍ଷାରେ ଗେଙ୍ଗୁଟି ନଦୀରେ ୨୦୦ ଫୁଟର ଫାଟ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଆଣ୍ଠିଏ ପାଣି ଜମି ରହିଛି । କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ନଦୀ ପାଣି ଗାଁକୁ ମାଡି ଆସିଲାଣି । ଲଗାଣ ବର୍ଷା ଓ ବନ୍ୟା ପରେ ଫାଟୁଛି ନଦୀ ବନ୍ଧ…

ରାସ୍ତା ପାଲଟିଛି ମରଣ ଯନ୍ତା

ଯାଜପୁର : ଦିର୍ଘ ଦିନ ହେଲା ମରାମତି ଅଭାବ । ଯାଜପୁର ବିଂଝାରପୁର ବ୍ଲକ ଶାସନ୍ଦା-ତାଉନ୍ତରା ରାସ୍ତା ପାଲଟିଛି ମରଣ ଯନ୍ତା। ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ବି ବାଧ୍ୟ ହୋଇ ରାସ୍ତାରେ ଧାନ ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ତଥାପି ସମାଧାନ ହୋଇନଥିବାରୁ…

ରଣବୀର-ଆଲିୟାଙ୍କ ହଠାତ ଯୋଧପୁର ଗସ୍ତ: ବିବାହ ବନ୍ଧନରେ ଆବନ୍ଧ ହେବା ନେଇ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡର ଦୁଇ ଷ୍ଟାର ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ନେଇ ବହୁଥର ଚର୍ଚ୍ଚା ହୋଇଛି । କରୋନା ମହାମାରୀ କମିବା ପରେ ଉଭୟଙ୍କୁ ହଠାତ୍ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯିବା ପରେ ପୁନର୍ବାର ସେମାନଙ୍କ ବିବାହ କଥା ଉଠିଛି । ରିପୋର୍ଟ ମୁତାବକ ରଣବୀର-ଆଲିୟା ସେମାନଙ୍କ ବିବାହ…