ଆମେରିକାରେ ଓମିକ୍ରନ୍ର ପ୍ରଥମ ମୃତ୍ୟୁ; ସପ୍ତାହରେ ମାମଲା ୩ରୁ ୭୩%କୁ ବୃଦ୍ଧି
ୱାଶିଂଟନ୍: କରୋନାର ଓମିକ୍ରନ୍ ଭାରିଆଣ୍ଟରୁ ପ୍ରଥମ ମୃତ୍ୟୁ ଆମେରିକାରେ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ସୋମବାର ଟେକ୍ସାସରେ ଏହି ମୃତ୍ୟୁ ଘଟିଥିବା ସୂଚନା ମିଳିଛି।। ତେବେ ଏପର୍ଯ୍ୟନ୍ତ ସିଡିସି କୌଣସି ସରକାରୀ ବିବୃତ୍ତି ଦିଆଯାଇନାହିଁ। ସୂଚନା ମୁତାବକ ମୃତକଙ୍କ ବୟସ ୫୦ ରୁ ୬୦ ବର୍ଷ…