Latest Odisha News

BREAKING NEWS

Yearly Archives

2021

ସମଗ୍ର ଆଫଗାନିସ୍ତାନରେ ବିଦ୍ରୋହ ଘୋଷଣା କଲା ନଦର୍ଣ୍ଣ ଆଲାୟନ୍ସ

କାବୁଲ: ନଦର୍ଣ୍ଣ ଆଲାୟନ୍ସ ସେନା ସୋମବାର ତାଲିବାନଙ୍କ ବିରୋଧରେ ସମଗ୍ର ଆଫଗାନିସ୍ତାନରେ ବିଦ୍ରୋହ ଘୋଷଣା କରିଛନ୍ତି । ଏଏଫପି ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ଖବର ଅନୁସାରେ ପଂଜଶୀର ଦଖଲ କରିବା ଦିନକ ପରେ ନଦର୍ଣ୍ଣ ଆଲାୟନ୍ସ ମୁଖ୍ୟ ଅହମ୍ମଦ ମସୁଦଙ୍କ ଏହି ଘୋଷଣା ପରେ ଏବେ ଆଫଗାନିସ୍ତାନ ଗୃହ…

ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର: ପୁଣି ଚାଷୀ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରଲୋକ । ଧୂବଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳୁଜୁରୀ ଗାଁ ରେ ଏପରି ଅଘଟଣ ଘଟିଛି । ଗାଁ ର ଅନିରୁଦ୍ଧ ଭୁଏଙ୍କ ପୁଅ ଯୁଧିଷ୍ଠିର ଭୁଏ ଭାଗଚାଷରେ ୫ ଏକର ଧାନ ଚାଷ ଓ ଦୁଇ ଏକରରେ କପା ଚାଷ…

ସ୍ୱଦେଶୀ ଟିକା କରୋନା ବିରୁଦ୍ଧରେ କେତେ ପ୍ରଭାବଶାଳୀ?

ନୂଆଦିଲ୍ଲୀ: ସମୁଦାୟ ୭୨ ପ୍ରତିଶତ ସର୍ବେକ୍ଷଣରେ କୁହାଯାଇଛି ଯେ କରୋନାଭାଇରସ ବିରୁଦ୍ଧରେ ଭାରତୀୟ ତଥା ସ୍ବଦେଶୀ କୋଭିଡ ଟିକା ନିରାପଦ ଏବଂ ପ୍ରଭାବଶାଳୀ ଅଟେ। ତେବେ ୬୦%ଙ୍କ ମତନୁଯାୟୀ ଭାରତୀୟ ଟିକା ବିଦେଶୀ କୋଭିଡ-୧୯ ଟିକା ସହିତ ସମାନ। ପ୍ରାୟ ୨୫ ପ୍ରତିଶତ କହିଛନ୍ତି ଯେ ସେମାନେ ପୂର୍ବରୁ…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ,ଏକ ଟନ୍ ୮ କେ.ଜି ଗଞ୍ଜେଇ ଜବତ

ଜୟପୁର : ଜୟପୁର ପୋଲିସକୁ ସଫଳତା । ଜୟପୁର ସଦର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଗଞ୍ଜେଇ ସପ୍ଲାୟର ହୋଇଥିବା ବେଳେ ଜଣେ ବସ୍ ମାଲିକ ମଧ୍ୟ ଅଛନ୍ତି ବୋଲି ପୋଲିସ ସୂଚନା…

ଚିନ୍ତା ବଢାଇଲାଣି ନିପା ଭାଇରସ୍‌; ତାମିଲନାଡୁରେ ପ୍ରଥମ ମାମଲା ଚିହ୍ନଟ

କୋୟେମ୍ବାଟୁର: ଚିନ୍ତା ବଢାଇଲାଣି ନିପା ଭାଇରସ୍‌। ଦେଶରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଶଙ୍କା ବଢିଥିବା ବେଳେ ନିପା ଭୂତାଣୁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କେରଳ ପରେ ଏବେ ତାମିଲନାଡୁରେ ନିପା ଭାଇରସ ମାମଲା ଚିହ୍ନଟ ହୋଇଛି। ତାମିଲନାଡୁର କୋୟେମ୍ବାଟୁରରେ ଏହି ସଂକ୍ରମଣର ପ୍ରଥମ…

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ…

ସଶସ୍ତ୍ର ବାହିନୀ ପଢିବେ ଭଗବତ୍‌ ଗୀତା

ନୂଆଦିଲ୍ଲୀ: ସେନା ଏବଂ ବାୟୁସେନାର ଅଧିକାରୀଙ୍କ ସମେତ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଙ୍କୁ ଖୁବ ଶୀଘ୍ର ଭଗବତ୍‌ ଗୀତା ଏବଂ କୌଟିଲ୍ୟାଙ୍କ ଅର୍ଥଶାସ୍ତ୍ର ଉପରେ ଶିକ୍ଷା ପ୍ରଦାନ କରାଯିବ। ଏହାକୁ ସେମାନଙ୍କ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ବିବେଚନା କରାଯାଇଛି। ପ୍ରଧାନମନ୍ତ୍ରୀ…

ମୟୁରଭଂଜରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର

ବାରିପଦା: ଏକ ଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ଜିଲ୍ଲାର ସଦର ମହକୁମା ବାରିପଦାରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର । ଏହି ଚିକିତ୍ସା କେନ୍ଦ୍ରକୁ ଖୋଦ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ…

ଲଘୁଚାପ ପ୍ରଭାବ; ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ ଯୋଗୁ ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି)। “ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାର ପ୍ରବଳ ବର୍ଷା ହେବ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା…

ଆଦିତ୍ୟଙ୍କ ନାୟିକା ହେବେ ମୃଣାଳ

ମୁମ୍ବାଇ: ଥଡମ୍‌ରେ ଅଭିନୟ କରିବେ ଅଭିନେତ୍ରୀ ମୃଣାଳ ଠାକୁର। ତାମିଲ ବ୍ଲକବଷ୍ଟର ଥଡମର ହିନ୍ଦୀ ରିମେକର ଅଭିନେତ୍ରୀ ମୃଣାଳ ଠାକୁର ଯୋଗ ଦେଇଛନ୍ତି। ସେ ଆଦିତ୍ୟ କପୁରଙ୍କ ବିପକ୍ଷରେ ନାୟିକା ସାଜିବେ। ମୃଣାଳ ଆଜି ଆଦିତ୍ୟଙ୍କ ସହ ଏକ ଫଟୋ ସେୟାର କରି ଫିଲ୍ମରେ ଅଭିନୟ କରିବା ନେଇ ଘୋଷଣା…