Latest Odisha News

BREAKING NEWS

Yearly Archives

2021

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୮-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨୨ ରିଖ ରବିବାର ସିଂହ ୬ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ୮ଟା ପର୍ଯ୍ୟନ୍ତ ତାପରେ ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଭୋଗ ହେବ ଘାତ ବାର-:…

ଜନ୍ମ ମାଟି ସୁନ୍ଦରଗଡ଼ରେ ୪ ହକି ଅଲମ୍ପିଆନଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା

ସୁନ୍ଦରଗଡ଼ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ୱାଗତ କରାଯାଇଛି । ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍…

ଜାତିଭିତିକ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ରାଜନୈତିକ ଦଳର ନେତା

ନୂଆଦିଲ୍ଲୀ: ଜାତି ଭିତିକ ଜନଗଣନା ନେଇ ୧୦ ରାଜନୈତିକ ଦଳର ନେତା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ବିଜେପିର ସହଯୋଗୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏହି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସମସ୍ତ ଜାତି ଭିତିକ ଜନଗଣନା ପାଇଁ ଦାବି କରିବେ । ଏହି ଦଳରେ ଆରଜେଡିର ତେଜସ୍ୱର…

ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର : ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ଶ୍ରୀ ପ୍ରଧାନ…

କେନ୍ଦ୍ର ରେଳମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ବିଜେପି କର୍ମୀ । ପରେ ମନ୍ତ୍ରୀଙ୍କୁ ଏକ ବାଇକ ରାଲୀରେ ନବରଙ୍ଗପୁର ସହର ମଧ୍ୟରେ ପାଛୋଟି…

ବେଲ ବଟମର ଥଣ୍ଡା କଲେକ୍ସନ ପରେ ଘୁଂଚିବ ରାଜମୌଲୀଙ୍କ ଆରଆରଆର ରିଲିଜ ତାରିଖ !

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମକୁ ଦର୍ଶକମାନେ ପସନ୍ଦ କରୁଥିଲେ ମଧ୍ୟ ଏହି ଫିଲ୍ମ ଯେତିକି ଆୟ କରିବା କଥା କରିପାରୁ ନାହିଁ । ଫଳରେ ଅନ୍ୟ ବଡ ବିଗ ବଜେଟ ଫିଲ୍ମଗୁଡିକ ହଲରେ ଫିଲ୍ମକୁ ରିଲିଜ କରିବା ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । କରୋନା ମହାମାରୀ ଯୋଗୁ ଲୋକେ ଭୟରେ ହଲକୁ ଆସୁ…

ହ୍ୟାକ ହେଲା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ

ପାଟନା: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ ଶନିବାର ହ୍ୟାକରମାନେ ହ୍ୟାକ କରି ନେଇଥିଲେ । ତାଙ୍କ ଆକାଂଉଟର ନାମ ବଦଳାଇ ଏଲନ ମସ୍କ କରି ଦେଇଥିଲେ । ଏପରିକି ରକେଟ ଲଂଚର ଫଟୋ ସହ ତାଙ୍କ ପ୍ରୋଫାଇଲ ପିକ୍‌ଚର ବି ବଦଳାଇ ଦେଇଥିଲେ । ଅବଶ୍ୟ କିଛି ସମୟ ପରେ…

ସ୍ମାର୍ଟ ହେଲା କ୍ଲାସ ରୁମ୍, ୫୦ଟି ସ୍କୁଲର ହେଲା ରୂପାନ୍ତରଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି…

କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ କଏଦୀ ହେଲେ ତେଲକୋଇ ଥାନା କାଳିମା ଗାଁର କୀର୍ତ୍ତନ କିଷାନ । ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ନିଜ ଜ୍ବାଇଁଙ୍କୁ ହତ୍ୟା କରି ଜେଲରେ ଥିଲେ । ଏହି ଘଟଣାରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ମଧ୍ୟ ବିଚାରାଧୀନ…

ଖୋର୍ଦ୍ଧାରେ ପାଣିରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ନାଭାଲ ଫାଣ୍ଡି ଅନ୍ତର୍ଗତ ପାନ୍ଥନିବାସ ରୋଡରେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁର ସ୍ବାଇଁ । ସୂଚନା ଅନୁସାରେ, ବଡ଼କୁଳ ପାନ୍ଥନିବାସ ରୋଡ଼ରେ ବାସ କରୁଥିବା ସୁର ସ୍ବାଇଁ ଆଜି ଗାଧୋଇବା ପାଇଁ ଏକ ପୋଖରୀକୁ ଯାଇଥିଲେ ।…