Latest Odisha News

BREAKING NEWS

Yearly Archives

2021

ମାଲକାନଗିରିରେ ବଣ୍ଟାଗଲା BSKY ସ୍ମାର୍ଟ କାର୍ଡ

ମାଲକାନଗିରି : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ ପରେ ଆଜିଠୁ ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ବଣ୍ଟାଯାଇଛି ସ୍ମାର୍ଟ କାର୍ଡ । ଆଜି ବିଭିନ୍ନ ବ୍ଲକରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ବରିଷ୍ଠ ମନ୍ତ୍ରୀ । ବଣ୍ଡାଘାଟିର ହିତାଧିକାରୀଙ୍କୁ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଡିଏଫଓଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଗଜପତି : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ତଦନ୍ତର ଅଷ୍ଟମ ଦିନରେ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପୋଲିସ ଗେଷ୍ଟ ହାଉସରେ ତିନି ଘଣ୍ଟା ଧରି ଗୁଡେଇ ତୁଡେଇ ପ୍ରଶ୍ନ କରିଛି ତଦନ୍ତକାରୀ ଟିମ୍ । ଜେରା ବେଳେ କିଛି ପ୍ରଶ୍ନର ଉତ୍ତର…

ଜମ୍ମୁ-କଶ୍ମୀରକୁ ତାଲିବାନ ସହିତ ତୁଳନା କଲେ ମେହବୁବା, ପରୋକ୍ଷରେ କେନ୍ଦ୍ରକୁ ଦେଲେ ଧମକ

ନୂଆଦିଲ୍ଲୀ: ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବୟାନ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ଜମ୍ମୁ-କଶ୍ମୀରକୁ ତାଲିବାନ ସହ ତୁଳନା କରି ସେ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି । ତାଲିବାନ କିପରି ଆମେରିକୀୟଙ୍କୁ ଦେଶରୁ ତଡିଲେ ତାହା ଭଲ କରି ହୃଦୟଙ୍ଗମ କର । ଯେଉଁ ଦିନ…

କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଲେ ତାରା ବାହିନୀପତି

ଭୁବନେଶ୍ବର : ପଦାରେ ପଡୁଛି କଂଗ୍ରେସ କନ୍ଦଳ । କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ତାରାପ୍ରସାଦ । ତାଙ୍କ କହିବା କଥା ଜିଲ୍ଲା ସ୍ତରରେ କଂଗ୍ରେସ…

କ୍ଷମା ମାଗିଲେ ଭିନେଶ, ନରମି ନାହିଁ ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଅବସରରେ ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତୀୟ କୁସ୍ତି ସଂଘ ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣା ନେଇ ଭିନେଶ କ୍ଷମା ମାଗିଥିଲେ ମଧ୍ୟ ଡବ୍ଲ୍ୟୁଏଫଆଇ ଏବେ ବି ଅସନ୍ତୁଷ୍ଟ ରହିଛି । ଭିନେଶ ଅଫିସିଆଲ ସ୍ପନଶର…

ଉତ୍ତରାଖଣ୍ଡରେ ରହିଛି ଦେଶର ସବୁଠାରୁ ଉଚ୍ଚତମ ହର୍ବାଲ୍‌ ଉଦ୍ୟାନ

ଡେରାଡୁନ୍‌: ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଭାରତର ସର୍ବୋଚ୍ଚ ହର୍ବାଲ ପାର୍କକୁ ଶନିବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟ ମାନା ଗ୍ରାମରେ ଉଦଘାଟନ କରାଯାଇଛି। ବିଭିନ୍ନ ଔଷଧୀୟ ତଥା ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଲ୍‌ପାଇନ୍ ପ୍ରଜାତି ସଂରକ୍ଷଣ କରିବା…

ସୀମା ଟପିଛି ତାଲିବାନୀଙ୍କ ବର୍ବରତା; ଖରାପ ଖାଦ୍ୟ ରାନ୍ଧିଲେ ମହିଳାଙ୍କୁ ମିଳୁଛି ମୃତ୍ୟୁ ଦଣ୍ଡ!

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ବିଚାରପତି ନଜଲା ଆୟୁବି କହିଛନ୍ତି ଯେ ତାଲିବାନ ଦ୍ୱାରା ଆଫଗାନିସ୍ତାନ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନେ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନେ ଲୋକଙ୍କ ଅଧିକାରକୁ ସମ୍ମାନ କରିବେ ଏବଂ ସେମାନଙ୍କୁ ଇସଲାମ ଅନୁଯାୟୀ କାର୍ଯ୍ୟ କରିବାକୁ…

ପାସପୋର୍ଟ ଯାଞ୍ଚ ପରେ ୧୫୦ ଭାରତୀୟଙ୍କୁ ଛାଡିଲା ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଆଜି ସକାଳେ କାବୁଲ ଏୟାରପୋର୍ଟରୁ ୧୫୦ ଭାରତୀୟଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଥିଲା। ତେବେ ଏହାକୁ ନେଇ ଏକ ଭଲ ଖବର ଆସିଛି। ତାଲିବାନୀ ନିଜ ସାଙ୍ଗରେ ନେଇ ଯାଇଥିବା ୧୫୦ ଭାରତୀୟଙ୍କୁ ଏବେ ସୁରକ୍ଷିତ କାବୁଲ ଏୟାରପୋର୍ଟରେ ଛାଡ଼ି ଦେଇଛନ୍ତି। ସୂଚନା…

ଅକ୍ଟୋବର ସୁଦ୍ଧା ୧ କୋଟି ଡୋଜ ଟିକା ପ୍ରସ୍ତୁତ ଆରମ୍ଭ କରିବ ଜାଇଡସ୍ କାଡିଲା

ନୂଆଦିଲ୍ଲୀ: ଜାଇଡସ୍ କାଡିଲା ଶନିବାର ଘୋଷଣା କରିଛି ଯେ ଅକ୍ଟୋବର ସୁଦ୍ଧା କୋଭିଡ-୧୯ ଟିକାର ୧ କୋଟି ଡୋଜ ଉତ୍ପାଦନ ଆରମ୍ଭ କରିବେ। ଜାଇଡସ୍ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ବର୍ଗ ପିଲାମାନଙ୍କ ଲାଗି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇବା ପରେ…

୨୩ ରିଲିଜ କରିବ ଟାଇଗର୍‌ଙ୍କ ଆକ୍ସନ ଥ୍ରୀଲର୍‌ ମୁଭି ‘ଗଣପତ୍‌’

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ ଡିସେମ୍ବର ୨୩ରେ ବଲିଉଡର ଆକ୍ସନ୍ ହିରୋ ଟାଇଗର ଶ୍ରଫଙ୍କ ଆଗାମୀ ଆକ୍ସନ୍ ଫିଲ୍ମ 'ଗଣପତ୍‌' ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବହଲ। ପୁଣିଥରେ ଦର୍ଶକମାନେ ଟାଇଗରଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା ଥ୍ରୀଲର…