Latest Odisha News

BREAKING NEWS

Yearly Archives

2021

ରକ୍ଷାବନ୍ଧନର ସ୍ବତନ୍ତ୍ର ଉପହାର; ମହିଳାଙ୍କୁ ମିଳିବ ମାଗଣା ବସ୍‌ ସେବା

ନୂଆଦିଲ୍ଲୀ: ଲୋକପ୍ରିୟ ହିନ୍ଦୁ ପର୍ବ ମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଭାଇଭଉଣୀଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ର ବନ୍ଧନକୁ ସ୍ମରଣ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଏ। ପାରମ୍ପାରିକ ଭାବରେ, ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ଏବଂ ଭାଇମାନେ…

ରାଜ୍ୟରେ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ; ୧୦୦ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫୩ ଜଣ କରୋନା ଆକ୍ରାନ୍ତ। ଆଜି ବି ୦-୧୮ ବର୍ଷ ଭିତରେ ୧୦୦ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୯୬ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ…

ବିଗ୍‌ ବସ୍‌ ୧୫ର ନୂଆ ସ୍ୱର ହେବେ ରେଖା?

ମୁମ୍ବାଇ: ବିଗ୍‌ ବସ୍‌ ଓଟିଟିକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଯାହାର ଆ‌ୟୋଜକ ଅଛନ୍ତି ନିର୍ମାତା କରଣ ଜୋହର। ଏହି ସମୟରେ, କଲର୍ସ ଏକ ବିଗ୍ ବସ୍ ୧୫ ର ଏକ ନୂଆ ପ୍ରୋମୋ ଦେଖିବାକୁ ମିଳିଛି। ବାସ୍ତବରେ, କଲର୍ସରେ ବିଗ୍‌ ବସ୍‌ର ଏକ ପ୍ରୋମୋ ସେୟାର ହୋଇଛି। ଏଥିରେ ସଲ୍‌ମାନଙ୍କ ସହ ଆଉ…

ଏହି ୩ଟି ଦେଶରେ ବ୍ୟାନ୍‌ ହୋଇଛି ‌ଫିଲ୍ମ ‘ବେଲବଟମ୍‌’

ମୁମ୍ବାଇ: ମହାମାରୀ ପରେ ପ୍ରଥମ ଥର ପାଇଁ ପ୍ରେକ୍ଷାଳୟରେ ରିଲିଜ କରିଛଇ ‌ଅକ୍ଷୟ କୁମାରଙ୍କ ଅଭିନୀତ 'ବେଲ୍‌ବଟମ୍‌'। ଅଗଷ୍ଟ ୧୯ ରେ ଏହି ମୁଭି ରିଲିଜ କରିଛି। ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ପ୍ରଶଂସା ଏବଂ ଦର୍ଶକଙ୍କ ଆଦୃତି ଲାଭ କରିଛି। କିନ୍ତୁ ଆପଣ ଜାଣନ୍ତି କି ବେଲବଟମକୁ ଏହି ୩ଟି…

ଆଫଗାନିସ୍ତାନ ସଙ୍କଟ: ଆଜି ଫେରିବେ ଆଉ ୩୦୦ ଭାରତୀୟ

ନୂଆଦିଲ୍ଲୀ: ଆଜି ଘରକୁ ଫେରିବେ ପ୍ରାୟ ୩୦୦ ଭାରତୀୟ। ଶନିବାର ସକାଳେ ଭାରତୀୟ ବାୟୁସେନାର ଏକ ସାମରିକ ପରିବହନ ବିମାନରେ କାବୁଲରୁ ତାଜିକିସ୍ତାନର ରାଜଧାନୀ ଦୁଶାନବେକୁ ନିଆଯାଇଥିବା ୭୦ ଜଣ ଭାରତୀୟଙ୍କୁ ରବିବାର ଦିନ କାବୁଲରୁ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଯୋଗେ ଦେଶକୁ ଅଣାଯାଉଛି।…

ସେପ୍ଟେମ୍ବର ମଧ୍ୟଭାଗରୁ ଆରମ୍ଭ ହେବ ପିଲାଙ୍କ ଲାଗି ଟିକା ଯୋଗାଣ!

ନୂଆଦିଲ୍ଲୀ: ସେପ୍ଟେମ୍ବର ବେଳକୁ ଜାଇଡସ୍‌ କାଡିଲା ଟିକା ଯୋଗାଣ ଆରମ୍ଭ ହୋଇପାରେ। ଏ ନେଇ ଜାଇଡସ୍ କାଡିଲା ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଶର୍ଭିଲ୍ ପଟେଲ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେପ୍ଟେମ୍ବର ମଧ୍ୟଭାଗରୁ ZyCoV-D COVID-19 ଟିକା ଯୋଗାଣ ଆରମ୍ଭ କରିବାକୁ ଔଷଧ…

କବିତା : ଶ୍ରଦ୍ଧାଞ୍ଜଳି

କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ "ଶ୍ରଦ୍ଧାଞ୍ଜଳି " କୁଆଡ଼େ ଯାଇଛ ଫେରିଆସ ଥରେ ଆହେ ଗଙ୍ଗାଧର ତୁମେ , ତୁମକୁ ହରାଇ ଶୋକାକୁଳ ଆଜି ଲୋକେ ଉତ୍କଳ ଭୂମେ । ହେ କଳିଙ୍ଗ ପୁତ୍ର ତୁମ ଶୂନ୍ୟସ୍ଥାନ ପ୍ରତି ଓଡ଼ିଆର ମନେ, ମାତୃଭୂମି ଝୁରେ ତୁମ ଉପସ୍ଥିତି ଲୋତକ ଭରି ନୟନେ ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୩ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୩ ମୋବାଇଲ  ଭାଇବ୍ରେସନରେ ନିଦ ଭାଙ୍ଗିଲା। ବଢିଆ ନିଦଟେ ହେଇଥିଲା। ଭଲ ଲାଗୁଥିଲା  ଅମୃତାକୁ। ଦେଖିନେଲା  ସବୁ ଠିକ୍  ଅଛି।ଆଣ୍ଟି ଭଲରେ ଶୋଇଚନ୍ତି। ସ୍ମରଣଶକ୍ତି ପ୍ରଖର। ସବୁ ମନେପଡେ ଗୋଟିଗୋଟି କରି ।…

ଗଳ୍ପ : ରାକ୍ଷୀ

ସୁନିତା ପ୍ରଧାନ ଆଜି ରାକ୍ଷୀ ପୂର୍ଣ୍ଣିମା। ଯେତେ ଯାହା କାମ ଥିଲେ ମଧ୍ୟ ଆଜି ଦିନରେ ଯେମିତି ହେଲେ ଭାଇ ଆସିବ ତା ହାତରୁ ରାକ୍ଷୀବାନ୍ଧିବା ପାଇଁ । ଭାଇ ଭଉଣୀ ପବିତ୍ର ସମ୍ପର୍କର ଏକ ସୁଦୃଢ଼ ସେତୁବନ୍ଧ ଏହି ରାକ୍ଷୀ ।ତେଣୁ ଭାଇପସନ୍ଦର ଖିରୀ, କାକରା, ଚିତଉ ଭଳି ଆଦି କିଛି ଖାଇବା…

କବିତା : ସବୁ ରାକ୍ଷୀ ମୋ ଭାଇକୁ ସମର୍ପିତ

ମଞ୍ଜୁଲତା ସାହୁ ତୋ ସ୍ନେହ ପାଖରେ ବନ୍ଧା ପଡ଼ିଯାଏ ତୋ ଆଦରକୁ ଆପଣେଇ ନିଏ. ତୋ ଶ୍ରଦ୍ଧା ସବୁକୁ ହୃଦୟରେ ସାଇତି ନିଏ ତୋ ପ୍ରେମକୁ ମନ ଭିତରେ ବାଣ୍ଟି ନିଏ ତୋ ନିରୁତା ଭଲପାଇବା ଆଗରେ ସାରା ଦୁନିଆଟା ତୁଛ ଲାଗେ ! କିଛି ଯଦି ହଜିଯାଏ ମୋତେ ଖୋଜିବାକୁ ପଡେନି, ତୋ ପାଇଁ ତ କେବେ…