Latest Odisha News

BREAKING NEWS

Yearly Archives

2021

ଆଜି ଓଡ଼ିଶାରୁ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ହଜାରେ ତଳକୁ ଖସିଥିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ହଜାରେ ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୪୧ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୦୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୬ । ଖୋର୍ଦ୍ଧା…

ସର୍ବସାଧାରଣ ଦର୍ଶନ ପାଇଁ ଆଜିଠୁ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

କେନ୍ଦୁଝର: ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ମନ୍ଦିର । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।…

‘କର ବା ମର’ ଆନ୍ଦୋଳନରେ ଓଡ଼ିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ତଥା ଗୌରବାବହ ଅଧ୍ୟାୟ । ଦେଶର ସ୍ୱାଧୀନତା ପାଇଁ ଓଡ଼ିଶାବାସୀ କେତେ ବଳିଦାନ ଦେଇପାରନ୍ତି; ତାହାର ପ୍ରାମାଣିକ ନିଦର୍ଶନ ରହିଯାଇଛି ସ୍ୱାଧୀନତା ସଂଗ୍ରାମର…

କବିତା : ସମ୍ପର୍କ

ଚର୍ଚ୍ଚିଲ ମହାକୁଳ ସମ୍ପର୍କ ଯେ ତ୍ରିଅକ୍ଷର କେତେ ଯେ ମହତ୍ତ୍ୱ ମୁଲ୍ୟ ତାର ବୁଝେ ନାହିଁ ଧନ୍ୟ ଏ ଜଗତ । ଭିଡ ବଢୁଥାଏ ସିନା ଦୁନିଆ ବୁକୁରେ ତଥାପି ବି ନିଛାଟିଆ ଲାଗେ ଏ ସଂସାରେ । ଗର୍ବ ଅହଙ୍କାର ଏଠି ରୁହେ ଯେ ସର୍ବାଗ୍ରେ ସମ୍ପର୍କ ଯେ ବଳି ପଡେ କ୍ରୋଧ ଦ୍ୱେଷ ଆଗେ ।…

ପୁସ୍ତକ ପରିଚୟ : ହୄଦୟକୁ ରାସ୍ତା

ହୄଦୟକୁ ରାସ୍ତା ଗାଳ୍ପିକା : ଡ.ସୁଚିତ୍ରା ରଥ ପ୍ରକାଶନ: ସାଇ ଯମୁନା ପବ୍ଲିକେଶନ୍ସ ଝାଞ୍ଜିରୀମଙ୍ଗଳା, କଟକ ମୂଲ୍ୟ : ୧୫୦ଟଙ୍କା ପୄଷ୍ଠା: ୧୩୬ ଗାଳ୍ପିକା ଡକ୍ଟର ସୁଚିତ୍ରା ରଥଙ୍କ ଗଳ୍ପ ସଙ୍କଳନ 'ହୄଦୟକୁ ରାସ୍ତା' ବାଇଶିଟି ଗଳ୍ପକୁ ନେଇ ବେଶ୍ ପରିପୂର୍ଣ୍ଣ ତା' ନିଜସ୍ବପଣରେ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୦-୮-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୧୦ ରିଖ ମଙ୍ଗଳବାର କର୍କଟ ୨୬ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି ପୁରୁଷଙ୍କର ଆଜିର…

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ…

ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । କୁଲଗାମ କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ଗୁଲାମ ରସୁଲ ଡାର ଏବଂ ତାଙ୍କ ପତ୍ନୀ ଜବାହାର ବାନୋଙ୍କୁ ଆତଙ୍କବାଦୀମାନେ ଗୁଳିକରି ଅତି ନିର୍ମମ ଭାବେ ଗୁଳି କରିଥିଲେ । ସେମାନଙ୍କୁ ସଙ୍ଗେ…

ସୈଫିନାଙ୍କ ଘରେ ତୈମୁର ପରେ ଜାହାଙ୍ଗୀର….

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ କରୀନା କାପୁରଙ୍କ ଦ୍ୱିତୀୟ ସନ୍ତାନଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫିନା ସେମାନଙ୍କ ଦ୍ୱିତୀୟ ସନ୍ତାନର ନାମ ଜାହାଙ୍ଗୀର ରଖିଛନ୍ତି । ପ୍ରଥମ ସନ୍ତାନର ନାମ ତୈମୁର ରଖିବା ବେଳେ ଅନେକ…

ଇସ୍ରାଏଲ ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନି: ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର ହୋଇନାହିଁ ବୋଲି ଆଜି ରାଜ୍ୟସଭାରେ ଲିଖିତ ଉତର ରଖିଛନ୍ତି । ପେଗାସସ ଗୋଇନ୍ଦାଗିରି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରି ଆସୁଥିଲେ । ରାଜ୍ୟସଭା ସଦସ୍ୟ ଭି.ଶିବଦାସନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତରରେ ମନ୍ତ୍ରଣାଳୟ…