Latest Odisha News

BREAKING NEWS

Yearly Archives

2021

ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ହରାଇ ଅଲିମ୍ପିକ୍ସ ସେମିରେ ଟିମ୍ ଇଣ୍ଡିଆ

ଟୋକିଓ: ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଦବଦବା । ପୁରୁଷଙ୍କ ପରେ କମାଲ କଲେ ମହିଳା । କ୍ୱାର୍ଟର ଫାଇନାଲରେ ତିନି ଥର ଚାମ୍ପିଅନ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମି ଫାଇନାଲରୁ ଯାଇଛି ଭାରତୀୟ ମହିଳା ହକି ଟିମ୍ । ପ୍ରଥମ ଥର ମହିଳା ଟିମ୍ ଅଲିମ୍ପିକ୍ସ ହକି ସେମିଫାଇନାଲକୁ…

ଟିକା ନେଇଥିବା ଲୋକଙ୍କୁ ସପିଂ ଓ ପିଜା ଅର୍ଡର୍‌ ବେଳେ ମିଳିବ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ଏସବୁ ଉଚ୍ଚମାନର ସୁବିଧା। ଟିକା ନେଇଥିବା ଲୋକଙ୍କୁ ସପିଂ ଭାଉଚର୍‌ଠୁ ଆରମ୍ଭ କରି ପିଜା ରିହାତି ଉବର ରିମାଇଣ୍ଡର୍ ପର୍ଯ୍ୟନ୍ତ ଅତିରିକ୍ତ ସୁବିଧା ପ୍ରଦାନ କରାଯିବ। ବ୍ରିଟେନରେ ଟିକା ନେଇଥିବା ଲୋକଙ୍କୁ ମିଳିବ ଏସବୁ ସୁବିଧା। ବ୍ରିଟେନ “ ଭାଉଚର୍‌ ଫର୍‌…

ଅଗଷ୍ଟରେ ଭାରତକୁ ହିଟ୍‌ କରିପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ମହାମାରୀ ତୃତୀୟ ତରଙ୍ଗ ଅଗଷ୍ଟରେ ଭାରତରକୁ ଛୁଇଁପାରେ ଏବଂ ଅକ୍ଟୋବରରେ ଶିଖର ଛୁଇଁପାରେ ବୋଲି ଆକଳନ କରାଯାଇଛି। ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ପ୍ରଫେସର ମଥୁକୁମାଲ୍ଲୀ ବିଦ୍ୟାସାଗର ଏବଂ…

କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

ସମ୍ୱଲପୁର: ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । କୌଣସି…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

ପୁରୀ: ଅନଲକ୍ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ ପର୍ଯ୍ୟଟକ କୋଣାର୍କ ବୁଲି ପାରିବେ । ଅନଲାଇନରେ ଟିକେଟ ବ୍ୟବସ୍ଥା ଉପଲବ୍ଧ ହୋଇଛି । ମାସ୍କ ନଥିଲେ ଏଣ୍ଟ୍ରି ଅନୁମତି ନାହିଁ । ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ…

ଅଲିମ୍ପିକ୍ସ ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ । ୨୦୦ ମିଟର ଅତିକ୍ରମ…

ରାଜ୍ୟରେ ୬୦୦୦ ଡେଇଁଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ମୃତ୍ୟୁସଂଖ୍ୟା ୬ ହଜାର ପାର କରିଛି । ରାଜ୍ୟରୁ ଆଉ ୬୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିମତ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୩୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ୧୫ ଜିଲ୍ଲାରୁ ଚିକିତ୍ସାଧୀ…

ଓଡ଼ିଶାରେ ହଜାରେକୁ ଖସିଲା ଦୈନିକ କରୋନା କେସ୍, ପଜିଟିଭ୍ ହାର ୧.୫୩%

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଦିନକରେ ସଂକ୍ରମିତଙ୍କ ସଂଖ୍ୟା ହଜାରେକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୩୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୪ ।…

ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଅନଲକ୍ ଆରମ୍ଭ ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ ? କେବେଠାରୁ ଖୋଲିବା ସେନେଇ ଆଜି ଆସିପାରେ ନିଷ୍ପତ୍ତି । ଏନେଇ ଆଜି ସବୁ ବିଶ୍ୱବିଦ୍ୟାଳୟ…

‘ଆର୍ଟଡମ’ ଓଡିଶା ଶାଖା ପକ୍ଷରୁ ଅନଲାଇନ ମାଧ୍ୟମରେ ଚିତ୍ରକଳା ପ୍ରତିଯୋଗିତା

ଭୁବନେଶ୍ୱର : ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ମନରେ କିଛି ପରିବର୍ତ୍ତନ ଆଣିବା ପାଇଁ , ରଥଯାତ୍ରା ଅବସରରେ , "ଆର୍ଟଡମ" ଓଡିଶା ଶାଖା ଆନୁକୂଲ୍ୟରେ , ଅନଲାଇନ ମାଧ୍ୟମରେ ଏକ ନିଆରା ଚିତ୍ରକଳା ପ୍ରତିଯୋଗିତା ଏବଂ ପ୍ରଦର୍ଶନୀ "କୁନି କଳାକାର " ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ…