Latest Odisha News

BREAKING NEWS

Yearly Archives

2021

ଅକ୍ଟୋବର ୨ରେ ଉନ୍ମୋଚିତ ହେବ ‘ ଗାନ୍ଧୀ ସୌରଭ ‘ ସ୍ମରଣୀକା

ବ୍ରହ୍ମପୁର : ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ, ଶତ ବାର୍ଷିକୀ ଉତ୍ସବ ପାଳନ ସ୍ମରଣୀକା କମିଟିର  ଏକ ବୈଠକ , ସ୍ଥାନୀୟ କେ.ସି. ପବ୍ଲିକ ସ୍କୁଲ ପରିସରରେ , ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସ୍ମରଣୀକା "ଗାନ୍ଧୀ ସୌରଭ" ଆସନ୍ତା ଅକ୍ଟୋବର ୨ ରେ…

କବିତା : ସେ

ମାନସ ରଞ୍ଜନ ନାୟକ ବୟସର ଅପରାହ୍ନରେ ଅତୀତର ମଧ୍ୟାହ୍ନ ସ୍ମୃତିରେ ବିଭୋର ଲାଜକୁଳି ଆଖିର ଇସାରା ସତେକି ସୁନ୍ଦର ! ଅପରିପକ୍ବ ଜୀବନରେ ସତେ ଅବା ପ୍ରେମର ରାଗିଣୀ ମଲ୍ହାର ଦଶନ୍ଧି ଦଶନ୍ଧି ପରେ ଏବେ ପରିବର୍ତ୍ତିତ ଏକ ଆବେଗିକ ସମ୍ଭାର । ଚପଳ ମନରେ ଆଲୋଡିତ କେଉଁ ଏକ ଅସ୍ପଷ୍ଟ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗର ରଙ୍ଗ " ହୃଦୟ ଦେଇ ତୁମକୁ ଜିତିବାକୁ ଚାହେଁ ...ଏତିକି ହିଁ ମୁଁ ତୁମକୁ ଲେଖିବାକୁ ଚାହୁଁଥିବା ଧାଡିମାନଙ୍କର ସାରାଂଶ ।" ଏମିତି କିଛି ଶୁଣେଇଥିଲ ପୂର୍ବବର୍ତ୍ତି ଚିଠିର ଉତ୍ତରରେ ମୁଁ ଅର୍ଦ୍ଧଚେତନ ଅବସ୍ଥାରେ ଲୁହ ଲୁହ ଥିଲାବେଳେ । ତୁମ ପାଖରୁ ଏହି ଉତ୍ତର ଆସୁଥିଲାବେଳେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨-୮-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨ ରିଖ ସୋମବାର କର୍କଟ ୧୮ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ନବମୀ ଭୁକ୍ତ ଦଶମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ…

ଯେତେ ଜୀବନ, ସେତେ ଉପନ୍ୟାସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ  । କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ…

ରଞ୍ଜନ କୁମାର ଦାସଙ୍କ କବିତା ସଙ୍କଳନ ‘ସମୟର ସାତରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକସ ଆନୁକୂଲ୍ୟରେ ଆୟୋଜିତ ଏକ ଉତ୍ସବରେ , କବି ତଥା ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଙ୍କଳନ "ସମୟର ସାତରଙ୍ଗ" ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟଅତିଥି ଭାବେ…

ଧାନବାଦ ଅତିରିକ୍ତ ଦୌରାଜଜ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସୁପାରିସ

ରାଞ୍ଚି : ଧାନବାଦ ଅତିରିକ୍ତ ଦୌରାଜଜ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ତଦନ୍ତ ଲାଗି ସୁପାରିସ କରିଛନ୍ତି । ଏହି ଘଟଣା ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥିଲେ…

ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କଟକଣା ମଧ୍ୟରେ ନନ୍ଦନକାନନ ଖୋଲିବା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଭାଗୀୟ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି…

ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କ୍ବାର୍ଟର ଫାଇନାଲରେ ଭାରତୀୟ ପୁରୁଷ ହକି ଟିମର ଦମଦାର ବିଜୟ । ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ତେବେ ଭାରତୀୟ ପୁରୁଷ ଟିମର ବିଜୟରେ ଖୁସି ମନାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି…

ସେମିରେ ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା କ୍ବାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିପାଇନାଲରେ ପହଞ୍ଚିଛି ଭାରତ । ସେମିଫାଇନାଲରେ ଭାରତ ମୁକାବିଲା ବେଲଜିୟମ ସହ ହେବ । ଆସନ୍ତା ବୁଧବାର ଏହି ମ୍ୟାଚ…