ଜାଣନ୍ତୁ, କେମିତି କଟିବ ଆଜିର ଦିନ
ଆଜିର ରାଶିଫଳ ତା ୩୦-୭-୨୦୨୧ ଶୁକ୍ରବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁଲାଇ ତା ୩୦ ରିଖ ଶୁକ୍ରବାର କର୍କଟ ୧୫ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର-: ବିଛା, ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ, ତୁଳା ରାଶି…