Latest Odisha News

BREAKING NEWS

Yearly Archives

2021

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟିର କୋଭିଡ ସହାୟତା ଘୋଷଣା

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା । ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୯ଟି ଜିଲ୍ଲାର ୧୮…

ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍

ମାଲକାନଗିରି : ଛୁରୀ ଦେଖାଇ ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍ । ଟଙ୍କା ଲୁଟ୍ କରିବା ଘଟଣାରେ ମାଲକାନଗିରି ପୋଲିସ ଆଜି ଜଣେ ସାମ୍ବାଦିକଙ୍କ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାଥିଲି ଥାନା ଅନ୍ତର୍ଗତ ପୁରୁଣା ବ୍ଲକ କଲୋନିରେ ଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ…

ବ୍ରାଉନ ସୁଗାର ଜବତ, ୩ ଚାଲାଣକାରୀ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଅମର୍ଦାରୋଡ ରାସଗୋବିନ୍ଦପୁର ମୁଖ୍ୟ ରାସ୍ତାର ବାଜପେୟୀ ଛକରୁ ୩ ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ ।  ସେମାନଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କାର ବ୍ରାଉନ ସୁଗାର, ୨ଟି ବାଇକ୍ ଓ ୩ଟି…

ଦକ୍ଷିଣି ମୋଡ ପୂର୍ବରୁ ତିନି ରଥର ଯାଞ୍ଚ

ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର…

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ…

ତୈଳ ଦର ବୃଦ୍ଧିର ପ୍ରଭାବ; ବଢିଲା ଓଲା ଓ ଉବର ଭଡା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ପ୍ରଭାବ ବର୍ତ୍ତମାନ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ କ୍ୟାବ୍‌ ଉପରେ ପଡ଼ିଛି। ତୈଳ ଦର ବୃଦ୍ଧି ଯୋଗୁ ମୁମ୍ବାଇରେ କ୍ୟାବ ତଥା ଓଲା ଓ ଉବର ସେମାନଙ୍କ କ୍ୟାବ ଏଗ୍ରିମେଣ୍ଟ ସେବାର ଭଡା ୧୫ ପ୍ରତିଶତ…

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ସହରରେ କୋଭିଶିଲ୍ଡ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଗୁରୁବାର ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ଟ୍ୱିଟ୍ କରି କହିଛି। ସିଏମ୍‌ସି କହିଛି ଯେ ଜୁଲାଇ ୧୬ ପାଇଁ ୪୫ ବର୍ଷ ବୟସ୍କଙ୍କ ଲାଗି ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍…

ସ୍ୱାବଲମ୍ବୀ କରୁଛି ଗାଁରେ ବ୍ୟାଙ୍କ୍

ମାଲକାନଗିରି : କରୋନା ମହାମାରୀ ଦୋହଲାଇ ଦେଇଛି ସମଗ୍ର ଦେଶର ଅର୍ଥନିତିକୁ । ଗତ ଦୁଇ ବର୍ଷ ଧରି ଲୋକେ ବ୍ୟାଙ୍କ ଓ ସାହୁକାର ମାନଙ୍କ ଋଣ ସୁଝି ପାରୁନଥିବା ବେଳେ ଠପ୍ ହୋଇ ପଡିଛି ବ୍ୟବସାୟ ବାଣିଜ୍ୟ ଓ ଚାଷ ବାସ । ହେଲେ ଠିକ ଏତିକ ବେଳେ ନିଜେ ସ୍ୱାବଲମ୍ବୀ ହେବା ସହ ଋଣ ମୁକ୍ତ ଗାଁର ପରିଚୟ…

୩୬ ବର୍ଷ ପରେ ପୁଣି ବଦଳିବ କୋକା କୋଲାର ସ୍ୱାଦ

ନୂଆଦିଲ୍ଲୀ: ଆପଣ କୋକା କୋଲା ର ଜଣେ ବଡ଼ ପ୍ରଶଂସକ ଅଟନ୍ତି କି ତେବେ ଜାଣି ରଖନ୍ତୁ ଯେ ଖୁବ୍‌ ଶୀଘ୍ର ଏହାର ରୂପ ଓ ସ୍ୱାଦରେ ପରିବର୍ତ୍ତନ ହେବାକୁ ଯାଉଛି। କୋକା କୋଲାର ପୁରୁଣା ରେସିପିରେ କିଛି ନୂଆପଣ ଆଣିବାକୁ ପ୍ରସ୍ତୁତ ହେଉଛି କମ୍ପାନି। ଶେଷ ଥର ପାଇଁ କମ୍ପାନୀ ୧୯୮୫ରେ ଏହାର ସୋଡାର…

ରହସ୍ୟମୟ ଦ୍ୱୀପ ନର୍ଥ ସେଣ୍ଟିନାଲ ଆୟାର୍ଲାଣ୍ଡ

ଆଣ୍ଡାମାନ : ରହସ୍ୟ ଭିତରେ ପୁରା ବ୍ରହ୍ମାଣ୍ଡ । ଆଉ ଏହି ରହସ୍ୟ ଭିତରେ ଆମେ । ଆମ ଚାରିପଟେ ବହୁତ ରହସ୍ୟ ରହିଛି । ଯାହାକି ଆମେ ଚାହିଁଲେ ବି ତାର ସତ୍ୟସତ୍ୟ ପାଖରେ ପହଂଚିବା କାଠିକର ହୋଇପଡୁଛି । ସେମିତି ଏକ ରହସ୍ୟମୟ ସ୍ଥାନ ରହିଛି । ଯେଉଁଠି ଯାଉଥିବା ଲୋକେ ଆଉ ଫେରନ୍ତି ନାହିଁ ।…