Latest Odisha News

BREAKING NEWS

Yearly Archives

2021

ମୁମ୍ବାଇ ରଣଜୀ ଟ୍ରଫି ଟିମରେ ଜୁନିୟର ସଚିନ

ମୁମ୍ବାଇ: ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଦକ୍ଷତା ପ୍ରତିପାଦିତ କରିବା ପାଇଁ ବହୁତ ବଡ ସୁଯୋଗ ମିଳିଛି । ତାଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇଛି । ୪୧ ଥର ରଣଜୀ ଚାମ୍ପିୟନ ମୁମ୍ବାଇ ଦଳର ନେତୃତ୍ୱ ଏଥର ପୃଥ୍ୱୀ ଶ ପ୍ରଦାନ…

ଗନ୍ ପଏଣ୍ଟରେ ମହିଳାକୁ ଦୁଷ୍କର୍ମ ଘଟଣା: ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜୟପୁର ବାଗମୁଣି ଗାଁ ଗଣ ଗଣଦୁଷ୍କର୍ମ ଘଟଣା । ସ୍ୱାମୀ ଓ ପୁଅକୁ ଗନ୍ ପଏଣ୍ଟରେ ରଖି ମହିଳାଙ୍କୁ ଦୁଷ୍କର୍ମ ଘଟଣା ଆଜକୁ ଦୀର୍ଘ ୬ ଦିନ ବିତି ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ଚୁପ ବସିଛି । ଏନେଇ ଆଜି ଜୟପୁରରେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ସକାଳ ୬ଟା ରୁ…

ନୋରାଙ୍କୁ କରୋନା

ମୁମ୍ବାଇ: ବଲିଉଡରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅର୍ଜୁନ କାପୁରଙ୍କ ପରେ ଗୁରୁବାର ଦିଲବର ଗାର୍ଲ ନୋରା ଫତେହୀ କରୋନା କବଳରେ ପଡିଛନ୍ତି । ସେ ଏବେ କ୍ୱାରେଂଟାଇନରେ ରହିଛନ୍ତି । ସୋସିଆଲ ସାଇଟରେ ନେରୋ ଏହି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା…

ଭୁବନେଶ୍ୱରରେ ୩ ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ଦିନ ଧର୍ମାନୁଷ୍ଠାନ ବନ୍ଦ ରହିବ । ବିଏମସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ । କାଲିଠୁ ୨ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ । ଓମିକ୍ରନ ସଂକ୍ରମଣ ଓଡ଼ିଶାରେ ବଢ଼ିବାରେ ଲାଗିଛି । ଆଜି ସୁଦ୍ଧା ରାଜ୍ୟରେ ଓମିକ୍ରନ…

ଆଉ ୬ ମାସ ବୃଦ୍ଧି ହେଲା ଆଫସ୍ପା ନିୟମ

କୋହିମା: କେନ୍ଦ୍ର ସରକାର ନାଗାଲାଣ୍ଡରେ ଆଫସ୍ପା ନିୟମକୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ସେନାଙ୍କୁ ଶକ୍ତିଶାଳୀ କରୁଥିବା ଏହି ନିୟମ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରକାର ଏହାକୁ ବଳବତର ରଖିଛନ୍ତି । ନାଗାଲାଣ୍ଡସ ରାଇଟ୍ସ ଗ୍ରୁପ ଓ ରାଜ୍ୟ ସରକାର ଏହାକୁ…

ଏସଏଚଜି ଗୃହ ନିର୍ମାଣ ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ

କଟକ : ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ତାହା କେଉଁଠାରେ ସଫଳ ହେଉଛି ତ ଆଉ କେଉଁଠି ବାଟବଣା । ମିଶନ ଶକ୍ତିର ଏସଏଚଜି ଗୃହ ନିର୍ମାଣ କରିବା ପାଇଁ ସରକାର ଟଙ୍କା ଖର୍ଚ୍ଚ କରି ଘର ତିଆରି କଲେ । ହେଲେ ତାହା ଭାଙ୍ଗି ଦିଆଗଲା । କାରଣ ଯେଉଁ ଜମି ଉପରେ ଘର ତିଆରି…

ରାଜ୍ୟରେ ଆଉ ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୯ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ । ଗତ ୨୧ତାରିଖରେ ରାଜ୍ୟରେ ପ୍ରଥମ…

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ

ନବରଙ୍ଗପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ କାରବାର । ପୁଣି ନବରଙ୍ଗପୁରରୁ ଜବତ ହେଲା ଗଞ୍ଜେଇ । ବୋଲେରୋ ଓ କାର ଯୋଗେ ଚୋରାଚାଲାଣବେଳେ ୨୭୩କେଜି ଗଞ୍ଜେଇ ଜବତ କରିଛି ପାପଡ଼ାହାଣ୍ଡି ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ବୋଲେରୋରେ ଗଞ୍ଜେଇ ବୋଝେଇ ହୋଇ ରାଇଘରକୁ ଯାଉଥିଲା ।…

ରାଫେଲକୁ ଟକ୍କର ଦେବା ପାଇଁ ପାକିସ୍ତାନ କିଣିବ ଜେ-୧୦ସି ଜେଟ୍

ଇସଲାମବାଦ: ଭାରତକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି ପାକିସ୍ତାନ । ତେଣୁ ଚୀନ ସହ ପୁଣି ପାକିସ୍ତାନ ମେଣ୍ଟ କରିଛି । ଭାରତର ରାଫେଲକୁ ଚେକ୍ ଦେବାକୁ ପାକିସ୍ତାନ ଚୀନଠାରୁ କିଣିବ ୨୫ଟି ଶକ୍ତିଶାଳୀ ଲଢୁଆ ଜେଟ୍ । ଯାହାର ନାଁ ଜେ-୧୦ ସି । ୩ ମାସ ମଧ୍ୟରେ ପାକିସ୍ତାନ ଏହି ଜେଟ୍ ଆଣିବ ।…

ଅନୁବାଦ କବିତା : କ୍ଷମତା

ମୂଳହିନ୍ଦୀ : ଅଟଳ ବିହାରୀ ବାଜପେୟୀ ସରଳ ନିଷ୍ପାପ ଶିଶୁ ବୃଦ୍ଧାନାରୀ , ଯୁବପୀଢ଼ି ପୁରୁଷଙ୍କ ଶବପରେ ଚଢ଼ି କ୍ଷମତାର ସିଂହାସନ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ ମୋର ଖାଲି ଗୋଟିଏ ପ୍ରଶ୍ନ : ମୃତ ଲୋକଙ୍କ ସହିତ ତାଙ୍କର କଣ କିଛି ବି ସମ୍ପର୍କ ନଥିଲା ? . ନହେଉ ପଛେ…