Latest Odisha News

BREAKING NEWS

Yearly Archives

2021

ଫାଇଜର ବଟିକା ଓମିକ୍ରନ ବିରୋଧରେ ୯୦% ପ୍ରଭାବଶାଳୀ !

ୱାଶିଂଟନ୍: Pfizer Inc ଦିନ କହିଛି ଯେ ଏହାର ଆଣ୍ଟିଭାଇରାଲ୍ କୋଭିଡ୍‌-୧୯ ବଟିକାର ଚୂଡାନ୍ତ ପରୀକ୍ଷଣରୁ ଜଣାପଡ଼ିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଅଧିକ ବିପଦ ଥିବା ରୋଗୀଙ୍କ ମୃତ୍ୟୁରେ ୯୦% ଫଳପ୍ରଦତା ଦେଖାଯାଇଛି। ଲ୍ୟାବ ତଥ୍ୟରୁ ଜଣାପଡିଛି ଯେ କରୋନା ମାରାତ୍ମକ ପ୍ରଜାତି…

ପରିବା ବୋଝେଇ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ଯାଜପୁର: ପରିବା ବୋଝେଇ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଯାଜପୁରର ସହରର କିଆନାଳୀ ଛକ ନିକଟରେ ସକାଳୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ଦୁଇଜଣ ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ରାଉତରାପୁର ଗୋପାଳି ଛକର ଅନନ୍ତ କୁମାର ନାୟକ । ଦୁର୍ଘଟଣା…

ଟିକା ନେଇ ନଥିଲେ ଦରମା କାଟ୍‌ ସହ ଚାକିରିରୁ ବହିଷ୍କାର କରିବ ଗୁଗୁଲ୍‌

ନୂଆଦିଲ୍ଲୀ: ମହାମାରୀରୁ ସୁରକ୍ଷା ପାଇବା ପାଇଁ ନିଜ କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଗୁଗୁଲ। ଆଲଫାବେଟ୍ Inc ର ଗୁଗୁଲ୍ କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି ଯେ ସେମାନେ କୋଭିଡ୍-୧୯ ଟିକାକରଣ ନିୟମ ପାଳନ ନକଲେ ସେମାନଙ୍କୁ ଦରମା ଦିଆଯିବ ନାହିଁ ଏବଂ ଚାକିରିରୁ ବହିଷ୍କାର…

ଆଜି କେନ୍ଦ୍ରାପଡ଼ା ଓ ଯାଜପୁରରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଆଜି ଶୁଭାରମ୍ଭ ହେବ । ଏହାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହି ଅବସରରେ ଉଭୟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ…

ଆଜି ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୦୦ ରହୁଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୨୭ ଜଣ ଓ ଲୋକାଲ୍ କଣ୍ଟାକ୍ଟ…

ମହଙ୍ଗା ମାଡ; ଶସ୍ତା ବ୍ରେଡ୍‌ ପାଇଁ ଲମ୍ବା ଧାଡି

ନୂଆଦିଲ୍ଲୀ: ଶସ୍ତା ବ୍ରେଡ୍‌ ପାଇଁ ଲାଗିଛି ଲମ୍ବା ଲାଇନ୍‌। ତୁର୍କୀରେ ରେକର୍ଡ ଭାଙ୍ଗୁଥିବା ମୁଦ୍ରାସ୍ଫୀତି ହେତୁ ଶସ୍ତା ବ୍ରେଡ୍‌ କିଣିବା ପାଇଁ ସବୁ ସ୍ଥାନରେ ଲମ୍ବା ଧାଡି ଦେଖିବ‌ାକୁ ମିଳିଛି। ତୁର୍କୀର ରାଷ୍ଟ୍ରପତିଙ୍କ ଆର୍ଥିକ ନୀତି ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି…

ଆଜି ନୀତି ଆୟୋଗ ଉପାଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି ରଖିବ ଓଡ଼ିଶା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆଜି ରାଜ୍ୟ ସରକାରଙ୍କ ସହ ବୈଠକ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ଅଧିକାରୀଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଆଜି ଦିନ ୧୧ଟାରୁ ଗୋଟାଏ ଯାଏ…

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କର ଜୀବନ । ଭଦ୍ରକ ଜିଲ୍ଲା ସାବରଙ୍ଗ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାସ୍ଥଳରେ ଜଣେ ଓ ହସ୍ପିଟାଲରେ ଆଉ ୨ ଜଣ…

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ଆଜି ଅପରାହ୍ନ…

ଜାଡ଼ ଭାଙ୍ଗିବ ହାଡ଼: ୪-୫ ଦିନରେ ଆହୁରି ଥରିବ ଓଡ଼ିଶା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟରେ ଥଣ୍ଡା ଲହରି ଆରମ୍ଭ ହୋଇଛି । ଦୁଇ ଚାରି ଦିନରେ ଆହୁରି ଖସିବ ରାତିର ତାପମାତ୍ରା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଆହୁରି ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…