Latest Odisha News

BREAKING NEWS

Yearly Archives

2021

ଚିକିତ୍ସା ପାଇଁ ସହାୟତା ଆଶାରେ ହରମୋହନ

ନୀଳମାଧବପୁର: ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ରୋଗଗ୍ରସ୍ତ ହୋଇ କିଛି ବର୍ଷ ହେଲା ଶଯ୍ୟାଶାୟୀ ହରମୋହନ ଦାସ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପରିବାର ବୋଝ ବି ତାଙ୍କ ଉପରେ । ଜମିବାଡି ସବୁ ବିକ୍ରି ସରିଥିବା ବେଳେ ଏବେ କିଛି ସହାୟତା ଆଶାରେ ବସିଛନ୍ତି ହରମୋହନଙ୍କ ପରିବାର ।…

ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ଏହି ଯୋଗ ଦିବସ ପାଳିବା ସହିତ ବିଭିନ୍ନ ସ୍ଥାନରେ କରାଯାଉଛି ଯୋଗାଭ୍ୟାସ । ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥତା ପାଇଁ ନିୟମିତ ଯୋଗ କରିବା ଜରୁରୀ ହୋଇଛି । ପୁରୀରେ ବାଲୁକା କଳା ମାଧ୍ୟମରେ ଯୋଗ ନେଇ ଲୋକଙ୍କୁ ସଚେତନତା ଦିଆଯାଇଥିବା…

‘ମିଶନ ୨୪’ ପାଇଁ ଚିନ୍ତା: ପାଓ୍ଵାର-ପ୍ରଶାନ୍ତ ଆଲୋଚନା!

-ଆସନ୍ତାକାଲି ବୈଠକ, ୧୫ ଦଳକୁ ନିମନ୍ତ୍ରଣ ନୂଆଦିଲ୍ଲୀ: ଗୋଟିଏ ପଟେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପାଇଁ ମୋଦୀ ବିଚାର କରୁଥିବା ବେଳେ ବିରୋଧୀ ଶିବିରରେ ମଧ୍ୟ ବଡ଼ ଯୋଜନା ଚାଲୁଥିବା ଚର୍ଚ୍ଚା ହେଉଛି। ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଓ ଏନଏସପି ମୁଖ୍ୟ ଶରଦ ପାଓ୍ଵାରଙ୍କ ମଧ୍ୟରେ…

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ; କଦଳୀ କେଜିକୁ ୩,୩୦୦ ଟଙ୍କା

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଅତ୍ୟଧିକ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯେଉଁଠାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ତୀବ୍ର ଭାବରେ ବୃଦ୍ଧି ପାଇଛି। ପ୍ରକାଶ ଥାଉ କି, ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ସ୍ବୀକାର କରିଛନ୍ତି ଯେ ତୀବ୍ର ଖାଦ୍ୟ ଅଭାବକୁ ଦୃଷ୍ଟିରେ ରଖି ପରିସ୍ଥିତି ତୀବ୍ର…

ଜିଓ ଆଣୁଛି 5G ଫୋନ୍, ଜାଣନ୍ତୁ କେବେ ଲଞ୍ଚ

ମୁମ୍ବାଇ: ଜୁନ୍ ୨୪ରେ ୪୪ ତମ ବାର୍ଷିକ ଜେନେରାଲ ମିଟିଂରେ ରିଲାଏନ୍ସ ଜିଓ 5G ଫୋନର ଲଞ୍ଚ କରିବାର ସମ୍ଭାବନା ଅଛି। ଗତ ଦୁଇମାସ ମଧ୍ୟରେ ସୁଲଭ ମୂଲ୍ୟର 5G ସ୍ମାର୍ଟଫୋନ୍ ବିଷୟରେ ବହୁ ଖବର ଆସିଛି। କିଛି ରିପୋର୍ଟରେ ଏହାର ମୂଲ୍ୟ ୫୦୦୦ ଟଙ୍କାରୁ କମ୍ ଓ ଆଉ କିଛି ରିପୋର୍ଟରେ ୨୫୦୦ ଟଙ୍କା…

ଜୁନରେ ରାଜ୍ୟର କେଉଁ ଜିଲ୍ଲାରେ କେତେ ବର୍ଷା ? କେଉଁଠି ଅଧିକ ଓ କେଉଁଠି ନିଅଣ୍ଟିଆ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ବର୍ଷ ଜାରି ରହିଛି । ଜୁନ ମାସରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଦୁନିଆର ସବୁଠାରୁ ଲୋକପ୍ରିୟ ଶୋ’ ତାଲିକାରେ ‘ଦ ଫ୍ୟାମିଲି ମ୍ୟାନ୍’ ଚତୁର୍ଥ ସ୍ଥାନରେ ରହିଛି

ନୂଆଦିଲ୍ଲୀ: ୱେବ୍‌ ସିରିଜ ଦ ଫ୍ୟାମିଲି ମ୍ୟାନ୍ ୧ ଏବଂ ୨ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ମନୋଜ ବାଜପାୟୀଙ୍କ ଅଭିନୀତ ଏହି ୱେବ୍‌ ସିରିଜ୍‌ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିପାରିଛି। ନିକଟରେ ଏହି ସିରିଜର ସିଜିନ ୨ ଆମାଜନ ପ୍ରାଇମ୍‌ରେ ରିଲିଜ…

ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଦେଖି ଭୁବନେଶ୍ୱର କୁମାରଙ୍କୁ ମନେ ପକାଇଲେ ଫ୍ୟାନ୍, କାହିଁକି ?

ସାଉଥମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ ଭିତରେ ସାଉଥମ୍ପଟନରେ ଖେଳାଯାଉଛି ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ । ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଛି । ଅନ୍ୟପଟେ ଇଂଲଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ୱିତକେଟ ହରାଇ ୧୦୧ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର…

କେନ୍ଦ୍ର ଦେଇଛି ୨୯ କୋଟି ଟିକା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବର୍ଗରେ କରୋନା ଟିକାକରଣ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ୨୯.୩୫ କୋଟି ଡୋଜ୍ ଟିକା ଯୋଗାଇଦେଇଛନ୍ତି। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କିପରି ସିଧାସଳଖ ଟିକା କ୍ରୟ କରିପାରିବେ ତା’ର ବ୍ୟବସ୍ଥା ମଧ୍ୟ ହୋଇଛି ବୋଲି କେନ୍ଦ୍ର…

ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା; ପିଏମ୍‌ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପଛର କାରଣ ହେଉଛି ମହିଳାଙ୍କ ପୋଷାକ। ମହିଳାମାନେ ପିନ୍ଧୁଥିବା ପୋଷାକ ଯୋଗୁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା। ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ, "ଯଦି ଜଣେ ମହିଳା…