ଏହି ରାଜ୍ୟରେ ଜୁନ୍ ୨୯ ଯାଏ ବଢିଲା ଲକ୍ଡାଉନ
ଡେରାଡୁନ୍: ଉତ୍ତରାଖଣ୍ଡରେ ପୁଣି ବଢିଲା ଲକ୍ଡାଉନ୍। ରାଜ୍ୟ ସରକାର କୋଭିଡ ପ୍ରତିବନ୍ଧକକୁ ଜୁନ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ଆଉ ଏକ ସପ୍ତାହ ବଢାଇ ଦେଇଛନ୍ତି ସରକାର।
ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଉତ୍ତରପ୍ରଦେଶ…