Father’s Day 2021: ଜାଣନ୍ତୁ, କେବେଠୁ ପାଳିତ ହେଉଛି ପିତୃ ଦିବସ
ଭୁବନେଶ୍ୱର: ଜୁନ ମାସର ତୃତୀୟ ରବିବାରରେ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ।
ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ 'ପିତୃତ୍ବ ଦିବସ'ର ଶୁଭେଚ୍ଛା ପ୍ରଦାନ କରିଛନ୍ତି।…