Latest Odisha News

BREAKING NEWS

Yearly Archives

2021

ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍: ୧୮-୪୪ ଓ ୪୫+ ବର୍ଗଙ୍କ ଲାଗି ଆଜି ସ୍ଲଟ ବୁକିଂ, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ସମସ୍ତ ୧୦ ଡ୍ରାଇଭ-ଇନ୍ ସ୍ଥାନରେ କରୋନା ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଆଜି ୬.୩୦ରେ ଖୋଲିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଟୁଇଟ୍ କରିଛି। ଏହି ସ୍ଲଟ୍ ଗୁଡିକ ଜୁନ୍ ୨୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ୧୮-୪୪ (ପ୍ରଥମ ଡୋଜ୍) ଏବଂ…

ଆମ୍ବର ଦାମ୍‌ ୨.୭ ଲକ୍ଷ!

ଭୋପାଳ: ମଧ୍ୟପ୍ରଦେଶର ଜଣେ ଦମ୍ପତି ସେମାନଙ୍କର ଆମ୍ବ ବଗିଚାକୁ ସୁରକ୍ଷା ଦେବା ପାଇଁ ପ୍ରାୟ ଏକ ଡଜନ ସୁରକ୍ଷା କର୍ମୀ ଏବଂ କୁକୁରଙ୍କୁ ନିୟୋଜିତ କରିଛନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବଗିଚାରେ କେବଳ ଦୁଇଟି ଆମ୍ବ ଗଛ ଅଛି। ଏହି ୨ଟି ଆମ୍ବ ଗଛକୁ ସମ୍ପୂର୍ଣ୍ଣ ସୁରକ୍ଷା…

ଦୀପଗ୍ରେସ ଏକ୍କା: ଲୁଲକିଡିହି-ବାହାମିନିବାହଲରୁ ଟୋକିଓ

ରାଉରକେଲା: ସୁନ୍ଦରଗଡର ଲୁଲକିଡିହି-ବାହାମିନିବାହଲର ବାଲିସଙ୍କରା ବ୍ଲକର ଦୀପଗ୍ରେସ ଏକ୍କା ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଁ ଓଡିଶାକୁ ଗୌରାବନ୍ୱିତ କରିଛନ୍ତି । ଓଡିଶାର ପ୍ରଥମ ମହିଳା ଭାବେ ସେ ୨ଟି ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ…

ଭଦ୍ରକ କଳାହାଣ୍ଡିଆରୁ ଧରାପଡିଲା ରେଳବାଇ କେବୁଲ୍ ଚୋର

ଭଦ୍ରକ: ରେଳବାଇ କ୍ୱାଡ୍ ‘୪’ ଟେଲିକମ୍ କେବୁଲ ଚୋରି ମାମଲା ରେଳବାଇ ପୋଲିସକୁ (RPF) ଚିନ୍ତାରେ ପକାଇଥିଲା । ବାରମ୍ବାର କେବୁଲ ଚୋରି ହେବା ଘଟଣାକୁ ନେଇ ବେଶ କିଛିଦିନ ଧରି ଜାରି ରହିଥିଲା ତନାଘନା । ଶେଷରେ ଆରପିଏଫ୍ ଓ ଗ୍ରାମାଂଚଳ ପୋଲିସ ହାତରେ ଧରାପଡିଛି କେବୁଲ ଚୋର । ନିକଟରେ କପାଳି…

ଫିଲ୍ମ ‘ଡାର୍ଲିଙ୍ଗ୍‌ସ୍‌’ ପାଇଁ ପ୍ରସ୍ତୁତ ହେଉଛନ୍ତି ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଶାହରୁଖ ଖାନଙ୍କ ପରବର୍ତ୍ତୀ ପ୍ରଡକ୍ସନ୍ ଫିଲ୍ମ 'ଡାର୍ଲିଙ୍ଗ୍‌ସ' ରେ ଅଭିନୟ କରିବେ ଆଲିଆ। ଏଥିପାଇଁ ସେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିରେ ଅଭିନେତ୍ରୀ ଶେଫାଲୀ ଶାହା…

ଭାଙ୍ଗିଲେ କରୋନା କଟକଣା, ଗଣିଲେ ଲକ୍ଷେ ଟଙ୍କା ଜରିମାନା

ଭଦ୍ରକ: ଲକ୍‌ଡାଉନ୍‌ରେ ସଟର୍ ବନ୍ଦ କରି ଚାଲିଥିଲା କପଡା କାରବାର । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚମ୍ପଟ୍ ମାରିଥିଲେ ଦୋକାନ ମାଲିକ । ହେଲେ ଧୋକା ଖାଇନଥିଲା ପ୍ରଶାସନର ତୀକ୍ଷ୍ଣ ନଜର । ଶେଷରେ ଧରାପଡିଲା ଦୋକାନ ମାଲିକଙ୍କ ମିଛ । ବନ୍ଦ ଦୋକାନରୁ ଉଦ୍ଧାର ହୋଇଥିଲେ ୩ ଗ୍ରାହକଙ୍କ ସମେତ ଜଣେ…

ଅକ୍ଟୋବର ସୁଦ୍ଧା ଭାରତ ଛୁଇଁପାରେ କରୋନାର ତୃତୀୟ ଲହର; ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ

ବେଙ୍ଗାଲୁରୁ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଭାରତକୁ ଛୁଇଁପାରେ କରୋନାର ତୃତୀୟ ଲହର। ଏହାକୁ ନେଇ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏହା ଦ୍ବିତୀୟ ଲହର ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ ଏବଂ ଏହାର ୧୦ ପ୍ରତିଶତ ପ୍ରଭାବ ଶିଶୁଙ୍କ ଉପରେ ପଡ଼ିପାରେ ବୋଲି କହିଛନ୍ତି ବିଶେଷଜ୍ଞ।…

କରୋନାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମିଳିବ ୪୦୦୦ ଟଙ୍କା ପେନ୍‌ସନ୍‌

ଗୋରଖପୁର: କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ୟୁପି ସରକାର। ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ କରୋନା ଯୋଗୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାଲ୍‌ ସେବା ଯୋଜନା…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ, ମୂଲ୍ୟାୟନ ଫର୍ମୂଲା କହିଲା CHSE

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଚଳିତବର୍ଷର ଯୁକ୍ତ ଦୁଇ ରେଜଲ୍ଟ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତାସହ ମୂଲ୍ୟାୟନ ପ୍ରକ୍ରିୟା ବାବଦରେ ସୂଚନା ଦେଇଛି ସିଏଚଏସଇ । କେମିତି ଓ କେଉଁ ପ୍ରକ୍ରିୟାରେ ବିକଳ୍ପ ମୂଲ୍ୟାୟନ ହେବ…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ। କଟକଣାରେ କିଛିଟା କୋହଳ କରିଛନ୍ତି ଆନ୍ଧ୍ର ସରକାର।  ଏହାସହିତ ଦୈନିକ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ବଳବତ୍ତର ରହିବ। ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ କରୋନା ଉପରେ ଏକ ଉଚ୍ଚ…