Latest Odisha News

BREAKING NEWS

Yearly Archives

2022

କୋରାପୁଟ ଜିଲ୍ଲାର ୧୩୦ରୁ ଅଧିକ ଆୟୁର୍ବେଦିକ ଡାକ୍ତରଙ୍କୁ ସମ୍ମାନିତ

କୋରାପୁଟ: କୋରାପୁଟ ଜିଲ୍ଲାରେ ୧୩୦ରୁ ଅଧିକ ଆୟୁରର୍ବେଦିକ ଅଭ୍ୟାସକାରୀଙ୍କୁ ଡାକ୍ତରଙ୍କୁ ସମ୍ମନିତ କରାଯାଇଛି । ଡାକ୍ତରଙ୍କ ସମ୍ମାନ ସମାରୋହରେ ରାଜସ୍ଥାନ ଡିସପେନସାରି (RAPL ଗ୍ରୁପ୍) ମୁମ୍ବାଇ ରବିବାର ଦିନ ଜୟପୁର ଜୟନଗର ପାର୍କ ନିକଟରେ ଅବସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଥିଲା ।…

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୨୧୦୦ ଭାରତୀୟ

ଭୁବନେଶ୍ୱର: ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୧ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । ଏଥିସହିତ, ଏବେ ସୁଦ୍ଧା ୧୫ ହଜାର…

ରଣଜୀ ଟ୍ରଫି କ୍ରିକେଟ: ମୁମ୍ବାଇ ନିକଟରୁ ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଶୋଚନୀୟ ଭାବେ ମୁମ୍ବାଇ ନିକଟରୁ ପରାଜୟବରଣ କରିଛି । ଏଲିଟ ଗ୍ରୁପ ଡି’ର ଏହି ମୁକାବିଲାରେ ଓଡିଶା ଇନିଂସ ଏବଂ ୧୦୮ ରନରେ ପରାଜିତ ହୋଇଛି । କ୍ରମାଗତ ଦ୍ୱିତୀୟ ପରାଜୟ ସହ ଓଡିଶାର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ ଆଶା…

ବ୍ରହ୍ମପୁର ମହାନଗର ନିଗମ ବିଜେପିର ମେୟର ପ୍ରାର୍ଥୀ ଡ. ସବିତା ସୁଆର

ବ୍ରହ୍ମପୁର  : ଭୁବନେଶ୍ୱର, କଟକ ପରେ ଏବେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି । ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଦଳ ସାହିତ୍ୟିକା ଡଃ ସୁନୀତି ମୁଣ୍ଡଙ୍କୁ ବାଛିଥିବା ବେଳେ ଏବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର ।…

[ଦେଖନ୍ତୁ ଭିଡିଓ] ପୌରପରିଷଦ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ

ଗୁଣୁପୁର: ଚଳିତ ପୌର ନିର୍ବାଚନ ପାଇଁ ଗୁଣୁପୁର ପୌର ପରିଷଦରେ ବିଜୁ ଜନତା ଦଳ ତରଫରୁ ଶୋଭାଯାତ୍ରା । ପୌରପରିଷଦର ସମସ୍ତ ୧୯ ୱାର୍ଡର ଆଜି ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଜିଲ୍ଲା ସଭାପତି ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ…

ୱାର୍ଣ୍ଣେଙ୍କ ବେଡରୁମରୁ ମିଳିଲା ରକ୍ତର ଛିଟା

ନୂଆଦିଲ୍ଲୀ: ଥାଇଲାଣ୍ଡ ପୋଲିସକୁ ମହାନ କ୍ରିକେଟର ଶେନ ୱାର୍ଣ୍ଣେଙ୍କ ମୃତ୍ୟୁକୁ ନେଇ ଏକ ବଳିଷ୍ଠ ପ୍ରମାଣ ହାତରେ ଲାଗିଛି । ତାଙ୍କ ବେଡରୁମରୁ ଏବଂ ଟାୱେଲରୁ ରକ୍ତ ଚିହ୍ନ ମିଳିଛି । ପୂର୍ବରୁ ମୃତଦେହ ନିକଟରେ ମଧ୍ୟ ପ୍ରଚୁର ପରିମାଣର ରକ୍ତ ମିଳିଥିଲା । ୱାର୍ଣ୍ଣେଙ୍କ ବନ୍ଧୁଙ୍କ କହିବା…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ

କଟକ : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ । କଟକର ୫୯ ଗୋଟି ୱାର୍ଡ୍ ରୁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଅନେକ ପ୍ରାର୍ଥୀ ଦାଖଲ କରିଥିବା ବେଳେ କଟକରେ ପ୍ରଥମ କରି ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ…

[ଭିଡିଓ] ତହସିଲଦାର ମ୍ୟାଡାମଙ୍କ ମହିଳାଙ୍କୁ ଦୁର୍ବ୍ୟବହାର !

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ କୌଣସି କାର୍ଯ୍ୟ ପାଇଁ ତହସିଲଦାରଙ୍କୁ ଭେଟିଥିଲେ । ହେଲେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ…

ଆଇଏସଏସଏଫ ବିଶ୍ୱକପ ଶୁଟିଂ: ୫୦ ମିଟର ରାଇଫଲ ଟିମ ଇଭେଂଟରେ ବ୍ରୋଞ୍ଜ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ୱର: ଇଜିପ୍ଟରେ ଚାଲିଥିବା ଆଇଏସଏସଏଫ ରାଇଫଲ/ପିସ୍ତଲ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରବିବାର ଓଡିଶାର ଶ୍ରୀୟଙ୍କା ଷଡଙ୍ଗୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ୫୦ ମିଟର ରାଇଫଲ ୩ପି ମିକ୍ସଡ ଟିମ ଇଭେଂଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀୟଙ୍କା…

ୟୁକ୍ରେନରୁ ଓଡ଼ିଶା ଫେରିଲେ ଡାକ୍ତରୀ ଛାତ୍ରଛାତ୍ରୀ, କହିଲେ ବୋର୍ଡର ପାର ହେବା ସହଜନଥିଲା

ଗୁଣୁପୁର: କିଛିଦିନ ପୂର୍ବରୁ ୟୁକ୍ରେନରେ ସବୁକିଛି ସ୍ୱାଭାବିକ ଥିଲା । ହେଲେ ଆଜି ସେଠାରେ ସବୁ ଧ୍ୱସଂ ହୋଇଯାଇଛି । ଯିଏ ଯେଉଁଆଡେ ପାରିଲା ଚାଲିଲା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ । ଋଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର ହୋଇଯାଇଛି । ୟୁକ୍ରେନରେ ଫସି ରହିଥିବା…